Tag: class 10th and 12th exam

CBSE Board Exams 2027 Dates Announced: ଫେବୃଆରୀ ୧୬ରୁ ଆରମ୍ଭ ହେବ ସିବିଏସ୍‌ଇ ଦଶମ ଓ ଦାଦଶ ବୋର୍ଡ ପରୀକ୍ଷା ୨୦୨୭

ଆଗାମୀ ଶିକ୍ଷାବର୍ଷ ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସ୍‌ଇ ପକ୍ଷରୁ ଦଶମ ଏବଂ ଦାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ବୋର୍ଡର ଏହି ସମୟୋଚିତ ପଦକ୍ଷେପ ଯୋଗୁଁ ଛାତ୍ରଛାତ୍ରୀମାନେ ବିନା କୌଣସି ଚାପରେ ନିଜର ପରୀକ୍ଷା…