ତାଜା ଖବର ଦେଶ Lathi Charge Not Justified: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କଲେ ଲାଠିମାଡ଼ ଆଦୌ ଯଥାର୍ଥ ନୁହେଁ: ସୁପ୍ରିମକୋର୍ଟ July 27, 2026 Papirani ପରୀକ୍ଷା ପତ୍ର ଲିକ୍ ପ୍ରସଙ୍ଗରେ ଦେଶବ୍ୟାପୀ ପ୍ରତିବାଦରେ ଅଂଶଗ୍ରହଣ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ପୋଲିସ ବଳର ଅତ୍ୟଧିକ ବ୍ୟବହାର ଅଭିଯୋଗ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ନେଇ ଆଜି ସୁପ୍ରିମକୋର୍ଟ ନିଜ ମତ ପ୍ରକାଶ କରିଛନ୍ତି। ଆନ୍ଦୋଳନରତ ଛାତ୍ରଙ୍କ ଉପରେ…