Tag: Chit fund

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଫେରିପାଇବେ ଟଙ୍କା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି ସରକାର । ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଟଙ୍କା ଫେରସ୍ତ ପ୍ରକ୍ରିୟା ସରଳୀକରଣ କରିବାକୁ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ…

ଚିଟଫଣ୍ଡର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଚିଟଫଣ୍ଡ କେଳେଙ୍କାରୀ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ମୁଁ ବି ଚିଟଫଣ୍ଡ୍‌ ଠକେଇର ଶିକାର ହୋଇଥିଲି । ଥରେ ନୁହେଁ ବରଂ ଦୁଇ ଦୁଇ ଥର…

ଚିଟ୍‌ଫଣ୍ଡ ‘ଅଫିସର’ଙ୍କୁ ସିବିଆଇ କେବେ କରିବ ଜେରା ?

ଚିଟ୍‌ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ କେଉଁଠି ଅଛି, କେଉଁ ପର୍ଯ୍ୟାୟରେ ଅଛି, ଏକଥା ବ୍ରହ୍ମା ବିଷ୍ଣୁ ମହେଶ୍ଵର ବି କହିପାରିବେ ନାହିଁ । କିନ୍ତୁ କ‌ହିପାରିବେ ନରେନ୍ଦ୍ର ମୋଦୀ କିମ୍ବା ଅମିତ ଶାହା । ପୁରା ୧୦ ବର୍ଷ ଚାଲିଗଲା ଚିଟ୍‌ଫଣ୍ଡ…

ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ; ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ତତ୍ପରତା

ସରକାର ଗଠନ ହେବାର କିଛିଦିନ ମଧ୍ୟରେ ଆକ୍ସନ ମୋଡକୁ ଆସିଛନ୍ତି ବିଜେପି ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝି ବୁଧବାର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ମାଗଛନ୍ତି। ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ତତ୍ପରତା ପ୍ରକାଶ କଲେ ରାଜ୍ୟ ସରକାର। ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ…

ଚିଟ ଫଣ୍ଡ ସଂସ୍ଥାରେ ଇଡି ଚଢ଼ାଉ

ଭୁବନେଶ୍ୱର : ଚିଟ୍‌ଫଣ୍ଡ ସଂସ୍ଥା ଉପରେ ବଡ଼ଧରଣର ଚଢ଼ାଉ । ଗୁରୁବାର ଗୋଲ୍ଡେନ୍‌ ଲ୍ୟାଣ୍ଡ ଡେଭଲପର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଚିଟଫଣ୍ଡ ସଂସ୍ଥା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ…