Tag: Chilika

Chilika Dolphin Census: ଆସନ୍ତାକାଲିଠାରୁ ଚିଲିକାରେ ହେବ ଡଲଫିନ୍ ଗଣନା

ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଚିଲିକାରେ ହେବ ଡଲଫିନ୍ ଗଣନା। ଚିଲିକା ସଂଲଗ୍ନ ବାଲୁଗାଁ ଓ ସାତପଡ଼ାରେ ଡଲଫିନ୍ ଗଣନା ଚାଲିବ। ଡଲଫିନ୍ ଗଣନା ପାଇଁ ୧୮ଟି ସ୍ୱତନ୍ତ୍ର ଟିମ ଗଠନ ହେଲା। ଜଣେ ବିଶେଷଜ୍ଞଙ୍କ ସହ ରହିବେ ୩ରୁ ୫…

Cyclone Montha: ଚିଲିକାରେ ଡଙ୍ଗା ଚଳାଚଳ ନିଷିଦ୍ଧ

ବାତ୍ୟା ପାଇଁ ଚିଲିକାରେ ଡଙ୍ଗା ଚଳାଚଳ ନିଷିଦ୍ଧ ହୋଇଛି। ସାମ୍ଭାବ୍ୟ ବାତ୍ୟା ମୋନ୍ଥା’ କୁ ଦୃଷ୍ଟି ରେ ରଖି ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଚିଲିକା ଭିତରକୁ ଡଙ୍ଗା ଚଳାଚଳ ବନ୍ଦ କରାଯାଇଛି। ଯାତ୍ରୀବାହୀ ଡଙ୍ଗା ଓ ମାଛଧରା ଡଙ୍ଗା ଚଳାଚଳକୁ…

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିରହିଛି ଯାତ୍ରୀବାହୀ ଡଙ୍ଗା। ମଏଁଷା ନିକଟରେ ଡଙ୍ଗା ଅଟକି ରହିଛି। ଅଧଘଣ୍ଟାରୁ ଅଧିକ ସମୟ ହେବ ୪୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି। ଯାତ୍ରୀଙ୍କ ସହ ବାଇକ ମଧ୍ୟ ଫସି ରହିଥିବା ସୂଚନା ମିଳିଛି।…

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

ମଝି ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଫସିରହିଛି। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମହିଁସା ନିକଟରେ ଅଟକିଲା। ଡଙ୍ଗାରେ ୪୦ରୁ ଊର୍ଦ୍ଧ୍ଵ ଲୋକ ଓ ପ୍ରାୟ ୨୦ଟି ବାଇକ୍‌ ଥିବା ଜଣାପଡିଛି। ଜହ୍ନିକୁଦାରୁ ସାତପଡ଼ା ଯାଉଥିଲା ବେଳେ ଚିଲିକା ମଝିରେ ଅଟକି ଯାଇଥିଲା।…

ପାଟ୍ରୋଲିଂ ବେଳେ ମଝି ଚିଲିକାରେ ଫଶିଗଲା ଡଙ୍ଗା

ଡଲଫିନ୍ ସୁରକ୍ଷା ପାଇଁ ଚିଲିକାକୁ ୪ ବନ କର୍ମଚାରୀ ଯାଇଥିଲେ । ହେଲେ ମଝି ଚିଲିକାରେ ଫଶିଗଲା ବନ ବିଭାଗର ପାଟ୍ରୋଲିଂ ଡଙ୍ଗା। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜହ୍ନିକୁଦା ନିକଟରେ ଫଶିଯାଇଛି। ଫସିଥିବା ବନ କର୍ମଚାରୀମାନେ ଚିଲିକା ନୂଆପଡ଼ା ବନ୍ୟପ୍ରାଣୀ…

ଚିଲିକାରେ ପକ୍ଷୀ ଶିକାର ବେଧଡ଼କ ଜାରି

ଚିଲିକାରେ ବେଧଡ଼କ ପକ୍ଷୀ ଶିକାର ଜାରି ରହିଛି। ଏବେ ପୁଣି ଭୁଷଣ୍ଡପୁର ନିକଟରୁ ୧୮ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ ହୋଇଛି। ଏହି ୧୮ ବିଦେଶୀ ମୃତ ପକ୍ଷୀ ଉଦ୍ଧାର ସହ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ବିଧାରପୁର…

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

ଜହ୍ନିକୁଦା ଘାଟପେଣ୍ଠରୁ ସାତପଡ଼ା ଯାଉଥିବା ବେଳେ ମଝି ଚିଲିକାରେ ଫସିରହିଥିଲା ଯାତ୍ରୀବାହୀ ଡଙ୍ଗା। ମଏଁସା ନିକଟରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଲାଗି ଡଙ୍ଗାଟି ଅଟକି ଯାଇଥିଲା । ଯାହାଫଳରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୁଚନମୂତାବକ, ଡଙ୍ଗାଟି ଆଜି…

ସରିଲା ଚିଲିକାରେ ପକ୍ଷୀ ଗଣନା

ଭୁବନେଶ୍ବର: ଚଳିତ ବର୍ଷ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। ଚଳିତ ବର୍ଷ ଆଜିର ଗଣନା ରିପୋର୍ଟ ଅନୁସାରେ,…

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ; ୫ଟି ରେଞ୍ଜରେ ୨୧ଟି ଟିମ୍ ନିୟୋଜିତ

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୫ଟି ରେଞ୍ଜରେ ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ବାଲୁଗାଁ, ସାତପଡ଼ା, ନୂଆପଡ଼ା, ଟାଙ୍ଗୀ ଓ ରମ୍ଭା ରେଞ୍ଜରେ ଗଣନା ହୋଇଛି । ପ୍ରତି ଟିମରେ ୬ ରୁ ୭…

ମଝି ଚିଲିକାରେ ଫସିଲା ଡଙ୍ଗା; ପଢନ୍ତୁ ପୁରା ଖବର

ବ୍ରହ୍ମଗିରି: ମଝି ଚିଲିକା ଫସିଲା ଡଙ୍ଗା ।ସୂଚନା ଅନୁଯାୟୀ ଯାତ୍ରୀ ବାହି ଡଙ୍ଗାର ମେସିନ ଖରାପ ଯୋଗୁ ଫସି ରହିଥିଲା।ଡଙ୍ଗାରେ ପ୍ରାୟ ୨୫ ଜଣ ଯାତ୍ରୀ ଥିବାବେଳେ ୧୦ଟି ବାଇକ୍ ଥିବା ଜଣାପଡିଛି। ଖବର ଅନୁଯାୟୀ, ଆଜି ସକାଳ ୧୦.୩୦ ମିନିଟ୍‌ରେ…