Tag: Champai Soren

ବିଜେପିରେ ଯୋଗ ଦେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ 

ପଦ୍ମ ଧରିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ । ଆଜି ରାଞ୍ଚିରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପଦ୍ମ ଧରିଲେ ଚମ୍ପାଇ । ଶିବରାଜ ସିଂ ଚୌହାନ, ହିମନ୍ତ ବିଶ୍ବଶର୍ମାଙ୍କ ଉପସ୍ଥିତିରେ ମିଶିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ବିଜେପିର…

ବିଜେପିରେ ମିଶିବେ ଚମ୍ପାଇ ସୋରେନ

ବିଜେପିରେ ଯୋଗଦେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନ । ଆସନ୍ତା ୩୦ ତାରିଖରେ ସେ ବିଜେପିରେ ମିଶିବେ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନା ଦେଇଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ…

ଇସ୍ତଫା ଦେଲେ ଚମ୍ପାଇ ସୋରେନ: ହେମନ୍ତ ହେବେ ମୁଖ୍ୟମନ୍ତ୍ରୀ

ଝାଡ଼ଖଣ୍ଡରେ ଦେଖାଦେଇଛି ରାଜନୈତିକ ଉଷ୍ଣତା। ଜମି ଦୁର୍ନୀତି ମାମଲାରେ ଜାମିନରେ ଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଇସ୍ତଫା ଦେଇଛନ୍ତି।…

ଆସ୍ଥା ଭୋଟ ଜିତିଲେ ଚମ୍ପଇ ସୋରେନ୍

ଝାଡଖଣ୍ଡ: ଆଜି ଝାଡଖଣ୍ଡରେ ଅସ୍ଥା ଭୋଟ୍‌ (ଟ୍ରଷ୍ଟ୍‌ ଭୋଟ୍‌)ହୋଇଯାଇଛି। ନୂତନ ଭାବେ ଶପଥ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ବିଧାନସଭାରେ ବିଧାୟକମାନଙ୍କଠାରୁ ଆସ୍ଥା ଭୋଟ ହାତେଇଛନ୍ତି। ଏହି ଆସ୍ଥା ଭୋଟ୍‌ରେ ସେ ବିଜୟୀ ହୋଇଛନ୍ତି। ୪୭ ଜଣ ବିଧାୟକଙ୍କ ସମର୍ଥନରେ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ଚମ୍ପଇ ସୋରେନ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ସରକାର ଗଠନ କରିବାକୁ ନେଇ ଚାଲିଥିବା ରାଜନୀତି ଉପରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ। ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନ ଚମ୍ପଇ ସୋରେନ ଏବଂ ଆଲାମଗିର ଆଲାମଙ୍କୁ ରାଜ ଭବନ ଡାକିଥିଲେ। ଏହା ପରେ ରାଜ୍ୟପାଳ ରାଜ୍ୟରେ ନୂତନ ସରକାର…