ତାଜା ଖବର ରାଜ୍ୟ ୨ ଦିନ ପୂର୍ବରୁ ବିଷ୍ଣୁପଦ ଏବଂ ବ୍ରିଜ୍ ଆଣ୍ଡ ରୁଫ୍ ନିର୍ଦ୍ଦେଶକଙ୍କ ମଧ୍ୟରେ ହୋଇଥିଲା କି ଡିଲ୍? December 16, 2024 Papirani ରାଷ୍ଟ୍ରାୟତ୍ତ କମ୍ପାନୀ ବ୍ରିଜ ଆଣ୍ଡ ରୁଫ୍ ଲିଙ୍କ୍ ନେଇ ସାମ୍ନାକୁ ଆସିଲା ବଡ଼ ଖବର । ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଲିଙ୍କ୍ ନେଇ ବଡ଼ ଖବର । ରେଡ୍ ହେବାର ୨ ଦିନ ପୂର୍ବରୁ ହୋଇଥିଲା କି ବଡ଼…
ତାଜା ଖବର ରାଜ୍ୟ ଆସନ୍ତାକାଲି ଜାମିନ ଆବେଦନ କରିବେ ଆଇଏଏସ ଅଧିକାରୀ ବିଷ୍ନୁପଦ ସେଠୀ December 15, 2024 Bijaya Laxmi Dash ଆଜି ସିବିଆଇଙ୍କ ନିକଟରେ ଉପସ୍ଥିତ ହେବାପାଇଁ ନିର୍ଦ୍ଧେଶ ଥିଲେ ହେଁ ଉପସ୍ଥିତ ହୋଇନଥିଲେ ବରିଷ୍ଠ ଆଇଏଏସ ବିଷ୍ନୁପଦ ସେଠୀ । ଏ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ବିଷ୍ଣୁପଦ ସେଠୀଙ୍କ ଓକିଲ। ଓକିଲ ଙ୍କ କହିବା ଅନୁସାରେ “ସାରଙ୍କ ଦେହ ଖରାପ ସେ…
ତାଜା ଖବର ରାଜ୍ୟ ସିବିଆଇ ସମ୍ମୁଖରେ ଆଜି ହାଜର ହୋଇପାରନ୍ତି ବିଷ୍ଣୁପଦ ସେଠୀ December 15, 2024 Bijaya Laxmi Dash ‘ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍’ର ଭୁବନେଶ୍ବର ଜିଜିଏମ୍ ଚଞ୍ଚଲ୍ ମୁଖାର୍ଜୀଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦିଆଯିବା ମାମଲା ଭିନ୍ନ ମୋଡ଼ ନେଇଛି। ଏହି ମାମଲାରେ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ନାଁ ଆସିବା ପରେ ସମ୍ପୂର୍ଣ ଘଟଣା ନୂଆ ମୋଡ଼…
ତାଜା ଖବର ରାଜ୍ୟ ଦୁର୍ନୀତି ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ: ଆଇନ ମନ୍ତ୍ରୀ December 14, 2024 Papirani ରାଷ୍ଟ୍ରାୟତ୍ତ କମ୍ପାନୀ ବ୍ରିଜ୍ ଆଣ୍ଡ ରୁଫ ଇଣ୍ଡିଆ କମ୍ପାନୀ ୧୦ ଲକ୍ଷ ଟଙ୍କା ନେବା ମାମଲାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସମନ ଜାରି କରିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଆଇନ…
ତାଜା ଖବର ରାଜ୍ୟ ଭୁବନେଶ୍ୱରରେ ସିବିଆଇ ରେଡ଼: ୧୦୦ କୋଟି ଟଙ୍କାର ଡିଲ ହାତେଇବା ପାଇଁ ଥିଲା ଯୋଜନା December 8, 2024 Nirvay ଗତ ରାତିରେ ହୋଇଥିବା ସିବିଆଇ ରେଡ଼ ଘଟଣାରେ ଆଦିତ୍ୟ ଦେବ ଇମ୍ଫ୍ରା ଲିମିଟେଡର ନିର୍ଦ୍ଦେଶକ ଦେବଦତ୍ତ ମହାପାତ୍ରଙ୍କୁ ଅଟକ ରଖିଛି ସିବିଆଇ । ଦେବଦତ୍ତଙ୍କ ସମେତ ତାଙ୍କ ତିନି ସହଯୋଗୀ ମଧ୍ୟ ଅଟକ ଅଛନ୍ତି । ସିବିଆଇ ଦେବଦତ୍ତଙ୍କ ଭଦ୍ରକ ସ୍ଥିତ…
ତାଜା ଖବର ରାଜ୍ୟ ରାଜଧାନୀ ରାଜରାସ୍ତାରେ ସିବିଆଇ ରେଡ; ଦାମୀ କାର ରୁ ବିପୁଳ ଟଙ୍କା ଜବତ December 8, 2024 Nirvay ଭୁବନେଶ୍ୱରର ମେ ଫେୟାର ହୋଟେଲ ନିକଟରୁ ସିବିଆଇ ରେଡ ସମୟରେ ଏକ ଦାମୀ ଗାଡ଼ିରୁ ବାହାରିଛି ନଗଦ ଏକ କୋଟିରୁ ଅଧିକ ଟଙ୍କା । ଗାଡି ନମ୍ବର OD-05-BV-9999 ରୁ ଜବତ ହୋଇଛି ଏହି ଟଙ୍କା। ବର୍ତମାନ ଏତେ ଟଙ୍କା କୋଉଠୁ…
ତାଜା ଖବର ରାଜନୀତି ରାଜ୍ୟ ଡବଲ ଇଞ୍ଜିନ ସରକାର ପରେ ବି ସିବିଆଇ ଟ୍ରେନ ଚାଲୁନି କାହିଁକି ? November 15, 2024 Papirani ବେଦାନ୍ତ ପାଇଁ ଅଧିଗୃହୀତ ବେଆଇନ ଜମି ଫେରିଯିବ ମୂଳ ମାଲିକମାନଙ୍କ ପାଖକୁ । ଏମାନଙ୍କ ଭିତରେ ଅଛନ୍ତି ମହାପ୍ରଭୁ ଜଗନ୍ନାଥ, ରାଜ୍ୟ ସରକାର ଏବଂ ଜମି ମାଲିକ। ସରକାରଙ୍କ ଏହି ନିଷ୍ପତିକୁ ଚାରିଆଡୁ ସ୍ଵାଗତ କରାଯାଉଛି। ଯେଉଁ ପାପ ନବୀନ ସରକାର…
ତାଜା ଖବର ରାଜ୍ୟ ଭରତପୁର କାଣ୍ଡ; ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ September 25, 2024 Nirvay ଭରତପୁର ଥାନା ବିବାଦରେ ଗ୍ରାଉଣ୍ଡ ଜିରୋକୁ ଯାଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ। ମେଜର ଓ ବାନ୍ଧବୀଙ୍କୁ ନେଇ ଥାନାରେ ପହଞ୍ଚିଛି ଟିମ। କ୍ରାଇମବ୍ରାଞ୍ଚ ନିକଟରେ ଉଭୟ ନିଜର ପକ୍ଷ ରଖିବେ। ଘଟଣା ଦିନ କେତେବେଳେ ଥାନାକୁ ଆସିଥିଲେ, ସେଦିନ ରାତିରେ…
ତାଜା ଖବର ଦେଶ କୋଲକାତା ଲଜ୍ଜା: ସନ୍ଦୀପ ଓ ଅଭିଜିତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ସିବିଆଇ September 15, 2024 Nirvay କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରେ ଗିରଫ ହୋଇଥିବା ପୂର୍ବତନ ଆର୍ ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ସନ୍ଦୀପ ଘୋଷ ଏବଂ ତାଲା ଥାନାର ପୂର୍ବତନ ଥାନାଧିକାରୀ ଅଭିଜିତ ମଣ୍ଡଳଙ୍କୁ ୩ ଦିନିଆ…
ତାଜା ଖବର ଦେଶ କୋଲକାତା ଲଜ୍ଜା; ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ September 2, 2024 Nirvay ଦୁର୍ନୀତି ମାମଲାରେ କୋଲକାତା ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ। ଗିରଫ କରି ନିଜାମ ପ୍ୟାଲେସସ୍ଥିତ କାର୍ଯ୍ୟାଳୟକୁ ନେଲା ସିବିଆଇ। ଅଭୟା ଦୁଷ୍କର୍ମ ମାମଲାକୁ ନେଇ ଚର୍ଚ୍ଚାରେ ରହିଛି ଆର୍ଜି କର ହସ୍ପିଟାଲ୍। ପ୍ରକାଶ…