Tag: Boudh

୨ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏନେଇ ୨ ମହିଳା ମାଓବାଦୀ ବୌଦ୍ଧ ପୋଲିସ ନିକଟରେ ଅତ୍ମସମର୍ପଣ କରିଥିବାର ସୂଚନା ମିଳିଛି । ଉଭୟ ମହିଳା ମାଓବାଦୀ KKBN ଡିଭିଜନ ମହାନଦୀ…

ବୌଦ୍ଧ ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ବଂସ

କନ୍ଧମାଳ-ବୌଦ୍ଧ ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। କନ୍ଧମାଳ-ବୌଦ୍ଧ ସୀମାନ୍ତରେ ଗୁଳିବନିମୟ ହୋଇଛି। ଗୁଳିବିନିମୟରେ ବୁଢ଼ାଖୋଲ ଜଙ୍ଗଲରୁ ମାଓବାଦୀଙ୍କ ଛତ୍ରଭଙ୍ଗ କରାଯାଇଛି। ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ତିନିମାସ ମଧ୍ୟରେ ସୀମାନ୍ତରେ ୩ ମାଓ କ୍ୟାମ୍ପ ଧ୍ବଂସ ହୋଇଛି।