ତାଜା ଖବର ରାଜ୍ୟ Blanket Verification of Disability Certificates: ଦିବ୍ୟାଙ୍ଗ ପ୍ରମାଣପତ୍ରର ‘ବ୍ଲାଙ୍କେଟ୍’ ଯାଞ୍ଚ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର April 28, 2026 Papirani ଓଡ଼ିଶାର ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ସ୍ୱରୂପ, ରାଜ୍ୟ ସରକାର ସରକାରୀ ଚାକିରି ପାଇଁ ନିଯୁକ୍ତି ଏବଂ ଶିକ୍ଷାନୁଷ୍ଠାନରେ ପ୍ରବେଶ ସମୟରେ ଅକ୍ଷମତା ପ୍ରମାଣପତ୍ରର ଅନାବଶ୍ୟକ ବାରମ୍ବାର ଯାଞ୍ଚ ବନ୍ଦ କରିବା ପାଇଁ କଟକଣା ଜାରି କରିଛନ୍ତି। ସାମାଜିକ…