ରାଜନୀତି ରାଜ୍ୟ ବିଜଦ ଅବସ୍ଥାକୁ ନେଇ ଚିନ୍ତାରେ ଭାଜପା ହାଇକମାଣ୍ଡ ! August 27, 2025 Papirani ପୂର୍ବ ଶାସକ ଦଳ ବିଜଦ ପରିସ୍ଥିତିକୁ ନେଇ ଚିନ୍ତିତ ଭାଜପା ହାଇକମାଣ୍ଡ । ଚିନ୍ତିତ ହେବା କଥା ବି । ଏହି ଆଞ୍ଚଳିକ ଦଳଟିରେ ବିଭାଜନର ପଦଧ୍ୱନି ଶୁଭିଲାଣି। ସଭାପତି ଭାବେ କୌଣସି ଦାୟିତ୍ଵ ନିର୍ବାହ କରୁ ନଥିବା ନବୀନ ପଟନାୟକ…
ରାଜନୀତି ରାଜ୍ୟ ସରକାରଙ୍କ ବିଫଳତା ଲୁଚାଇବାକୁ ବିଜେପି ବିଧାୟକଙ୍କ ଅବାଂଛିତ ମନ୍ତବ୍ୟ: ବିଜେଡି August 25, 2025 Nirvay ବିଜେପି ବିଧାୟକ ସରୋଜ ପାଢ଼ୀ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ପ୍ରତି ଦେଇଥିବା ଅରୁଚିକର ଓ ଅଶାଳୀନ ମନ୍ତବ୍ୟ ଉପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ଦେଇ, ସରକାରଙ୍କ ବିଫଳତାକୁ ଲୁଚାଇବାକୁ ବିଧାୟକ ଏପରି…
ରାଜନୀତି ରାଜ୍ୟ ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିଲେ ମନମୋହନ ସାମଲ August 19, 2025 Nirvay ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବେ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି ଅବସରରେ ସାମଲ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି । ଏ ନେଇ ମନମୋହନ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।…
ତାଜା ଖବର ରାଜନୀତି ରାଜ୍ୟ ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ August 18, 2025 Papirani ଦିଲ୍ଲୀ ଗସ୍ତରେ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ମନମୋହନଙ୍କ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତଥାପି ଏହି ଗସ୍ତ ଅବସରରେ ରାଜ୍ୟ ବିଜେପି ସଭାପତି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଭେଟିପାରନ୍ତି ।ଉପରାଷ୍ଟ୍ରପତି…
ରାଜନୀତି ରାଜ୍ୟ ଗେରୁଆ ରଙ୍ଗ ପାଇଁ ୩୦ ହଜାର କୋଟି August 13, 2025 Nirvay ସରକାରୀ କୋଠାବାଡ଼ି ରଙ୍ଗ ପରିବର୍ତ୍ତନ ପାଇଁ ସରକାର ଅତ୍ୟନ୍ତ ଜରୁରୀ ମନ୍ତ୍ରୀ ସ୍ତରୀୟ ମିଟିଙ୍ଗ ବସାଇ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚର ବରାଦ କରିଛନ୍ତି । ବିଜେପି ସରକାର ଗୋଟିଏ ବର୍ଷ ତଳେ ଶପଥ ନେଲା ବେଳକୁ ପ୍ରତିଜ୍ଞା କରିଥିଲା,…
ତାଜା ଖବର ଦେଶ ରାଜନୀତି ବିଜେପିକୁ ହରାଇଲା ବିଜେପି; ପୁଣି ଥରେ କନଷ୍ଟିଚ୍ୟୁସନ୍ କ୍ଲବର ସଚିବ ହେଲେ ରାଜୀବ ପ୍ରତାପ ରୁଡି August 13, 2025 Papirani ମଙ୍ଗଳବାର ବିଳମ୍ବିତ ରାତିରେ ଆସିଲା କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆର ସଚିବ ପଦ ପାଇଁ ନିର୍ବାଚନର ଫଳାଫଳ ଆସିଛି। ସଚିବ ପଦବୀ ପାଇଁ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡି ଏବଂ ପୂର୍ବତନ ସାଂସଦ ସଞ୍ଜୀବ ବାଲିୟାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା।…
ରାଜନୀତି ରାଜ୍ୟ ଡବଲ ଇଞ୍ଜିନ ସରକାରରେ ରାଜ୍ୟବାସୀ ଅସହାୟ: ବିଜେଡି August 11, 2025 Nirvay ବରଗଡ ନାବାଳିକା ମୃତ୍ୟୁ ଘଟଣାରେ ଆଇନମନ୍ତ୍ରୀ ଦେଇଥିବା ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଆତ୍ମାହୁତି କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି ପାଠ ପଢ଼ାଉଥିବା ଆଇନମନ୍ତ୍ରୀ ମନେରଖିବା ଉଚିତ, ବିଜେପି ସରକାର ଉପରେ ରାଜ୍ୟବାସୀ ଭରସା ଓ…
ରାଜନୀତି ଓଡ଼ିଶା ଭାଜପା ଦିଲ୍ଲୀରେ, କିଛି ବଡ଼ ହେବାକୁ ଯାଉଛି କି ? August 7, 2025 Papirani ଓଡ଼ିଶା ଭାଜପା ଏବେ ଦିଲ୍ଲୀରେ। ଦିଲ୍ଲୀ ଗସ୍ତ କରିଛନ୍ତି ମୋହନ ଚରଣ ମାଝୀ, ଅଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ତାଙ୍କ ସହ ଦିଲ୍ଲୀରେ ଏବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ରବି ନାୟକ, ମୁକେଶ ମହାଲିଙ୍ଗ ପ୍ରମୁଖ…
ରାଜନୀତି ରାଜ୍ୟ ବାଇଁଆ ଜେନାକୁ ନିଜ ଦଳର ଜ୍ୱାଇଁ ପୁଅ କରିଛି ବିଜେପି: କଂଗ୍ରେସ July 29, 2025 Nirvay କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ ଯେଉଁ ଦଳ ସରକାରରେ ଅଛି ବ୍ୟବସ୍ଥା ଦେଖୁଛି ସେହି ଦଳର ମହିଳା ମୋର୍ଚ୍ଚା ଆଜି ରାଜରାସ୍ତାରେ ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ଟୀକା ଟିପ୍ପଣୀ ଦେଉଛନ୍ତି ।…
ରାଜନୀତି ରାଜ୍ୟ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ଜାତୀୟ ମହିଳା କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି July 28, 2025 Nirvay ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ଜାତୀୟ ମହିଳା କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେଡି ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଖଟୁଆ ଦେଇଥିବା ଅଶାଳୀନ, ମହିଳା ବିରୋଧୀ ଓ କୁତ୍ସିତ ମନ୍ତବ୍ୟ ପାଇଁ…