Tag: BJP

ଅଶ୍ବିନୀ ବୈଷ୍ଣବ ହେଲେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ

ନିର୍ଭୟର ଆକଳନ ସତ୍ୟ ହେଲା । ସମସ୍ତ କଳ୍ପନା ଜଳ୍ପନା ର ଅନ୍ତ ଘଟିଲା । କେନ୍ଦ୍ରୀୟ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହେଲେ ଓଡ଼ିଶାରୁ ବିଜେପି ର ରାଜ୍ୟ ସଭା ପ୍ରାର୍ଥୀ । ଯଦିଓ ଓଡ଼ିଶାରେ ବିଜେପିର ସଂଖ୍ୟା ନାହିଁ,…

ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେଡିକୁ ଟପିବ ବିଜେପି: ଟାଇମ୍ସ ନାଓ ସର୍ଭେ

ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ଆଉ ମାତ୍ର ୩ମାସ ବାକିଥିବାବେଳେ ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବେଶ୍ ଶୀର୍ଷରେ ରହିଛି । ଆଉ ନବୀନ ପଟ୍ଟନାୟକଙ୍କ ବିଜେଡିକୁ କଡ଼ା ଟକ୍କର ଦେଇ ବିଜେପି ରାଜ୍ୟର ୨୧ରୁ ୧୧ଟି ଲୋକସଭା ସିଟକୁ ଛଡ଼ାଇ ନେବ…

ଆସିଲା ଜନମତ ସର୍ଭେ ରିପୋର୍ଟ କମୁଛି ବିଜଦ, ବଢ଼ୁଛି ଭାଜପା

ଭୁବନେଶ୍ୱର : ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ଆଉ ଏହି ସମୟରେ ଓଡ଼ିଶା ବାବଦରେ ପ୍ରଥମ ନିର୍ବାଚନ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଏହି ସର୍ଭେ କରିଛି ଜନମତ ପୋଲ୍ସ । ସର୍ଭେ…

ବିଜେପି ପ୍ରାର୍ଥୀ ମନୋଜ ସୋନକର ଜିତିଲେ ଚଣ୍ଡୀଗଡ଼ ମେୟର ନିର୍ବାଚନ

ଚଣ୍ଡିଗଡ: ବିଜେପିର ମନୋଜ ସୋନକର ନୂତନ ଚଣ୍ଡୀଗଡ଼ ମେୟର ଭାବରେ ନିର୍ବାଚିତ ହୋଇଛନ୍ତି। ବିଜେପି ୧୬ ଭୋଟ୍ ପାଇଥିବାବେଳେ କଂଗ୍ରେସ ଓ ଆପ ମିଳିତ ପ୍ରାର୍ଥୀ ୧୨ ଭୋଟ୍ ପାଇଛନ୍ତି । ୮ଟି ଭୋଟ ନାକଚ ହୋଇଥିବା ସୂଚନା ମିଳିଛି ।…

ବିଜେପି ମୁଖପାତ୍ର, ପ୍ୟାନେଲିଷ୍ଟ ତାଲିକା ଘୋଷଣା

ଭୁବନେଶ୍ୱର: ରାଜ୍ୟ ବିଜେପିର ମୁଖପାତ୍ର, ପ୍ୟାନେଲିଷ୍ଟ ଏବଂ ମିଡିଆ ସଂଯୋଜକଙ୍କ ନାମ ତାଲିକା ଘୋଷଣା ହୋଇଛି । ରାଜ୍ୟ ସଭାପତି ମନମୋହନ ସାମଲ ଏହାକୁ ଅନୁମୋଦନ କରିଛନ୍ତି । ତାଲିକାରେ ୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଅଛନ୍ତି ।…

ଲୋକ ସଭା ନିର୍ବାଚନ: ଜୟ ପଣ୍ଡା, ବିଜୟପାଲ ସିଂ ତୋମର, ଲତା ଉସେଣ୍ଡିଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ଏବେ ବିଜେପି ଏହାର ରଣନୀତି ପ୍ରସ୍ତୁତ କରୁଥିବାବେଳେ ଆଜି ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ନାମ ଘୋଷଣା କରିଛି। ଓଡ଼ିଶାର ପ୍ରଭାରୀ ଭାବେ ରାଜ୍ୟସଭା ସାଂସଦ ବିଜୟପାଲ ସିଂହ ତୋମାରଙ୍କୁ ଦାୟିତ୍ୱ…

ରାଜଧାନୀରେ ବିଜେଡି-ବିଜେପି ବାହାଘର; କଂଗ୍ରେସ କର୍ତ୍ତା

ଭୁବନେଶ୍ୱର: ରାଜଧାନୀରେ ହେଲା ଦୁଇ ରାଜନୈତିକ ଦଳଙ୍କ ବାହାଘର । କଂଗ୍ରେସ କର୍ତ୍ତା ହିସାବରେ ଏହି ବାହାଘର କରାଇଲା । ବିଜେପି-ବିଜେଡି ମଧ୍ୟରେ ହାତଗଣ୍ଠି ପକାଇଲା କଂଗ୍ରେସ । ଉଭୟଙ୍କ ମଧ୍ୟରେ ଦୀର୍ଘ ୨୫ବର୍ଷ ହେବ ସମ୍ପର୍କ ଥିବାରୁ ଏମିତି ଏକ…

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ‘ଶକ୍ତି ବନ୍ଦନ କର୍ମଶାଳା’ ଅନୁଷ୍ଠିତ

ଭୁବନେଶ୍ୱର : ମାଁ, ଭଉଣୀମାନଙ୍କୁ ସଶକ୍ତୀକରଣ କରିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ମୋଦି ଗ୍ୟାରେଂଟି ପ୍ରତି ସମଗ୍ର ଦେଶବାସୀ ଆସ୍ଥା ପ୍ରକଠ କରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ଓଡିଶାବାସୀ ମଧ୍ୟ ମୋଦି ଗ୍ୟାରେଂଟି ପ୍ରତି ଆସ୍ଥା ପ୍ରକଟ…

ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କର ଦେହାନ୍ତ ଘଟିଛି । ଦୀର୍ଘ ଦିନ ଧରି ଜଟିଳ ରୋଗରେ ପୀଡିତ ଥିଲେ ଜୟନାରାୟଣ । ଏମ୍ସରେ ଚିକିତ୍ସିତ ହେଉଥିଲା ବେଳେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ…

ବିଜେପି ରାଜ୍ୟ ମୋର୍ଚ୍ଚା ପ୍ରଭାରୀ ନାମ ତାଲିକା ଘୋଷଣା

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ନାମ ତାଲିକା ଘୋଷଣା କରାଯାଇଛି । ଯୁବ ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ; ମହିଳା ମୋର୍ଚ୍ଚା ପ୍ରଭାରୀ…