ପୁଣି ଓଡ଼ିଶା ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ। ଆସନ୍ତା ୨୧ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାର ୪ଟି ସ୍ଥାନରେ ଆୟୋଜିତ ଜନସଭାରେ ଯୋଗ ଦେବେ। ସେହିଦିନ ସକାଳେ ପ୍ରଥମେ ସମ୍ବଲପୁରରେ ସଭା କରିବେ।ସମ୍ବଲପୁର ପରେ କେନ୍ଦୁଝର ଓ ପର୍ଜଙ୍ଗ ସଭାରେ ଯୋଗଦେବେ।ପର୍ଜଙ୍ଗ ପରେ ନୟାଗଡ଼ ସଭାରେ ଯୋଗଦେବେ ଅମିତ ଶାହ। ଶାହଙ୍କ ଗସ୍ତ ନେଇ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। ଶୁକ୍ରବାର ରାଉରକେଲା ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ଶାହ।

By Nirvay

Leave a Reply

Your email address will not be published. Required fields are marked *