ରାଜନୀତି ରାଜ୍ୟ ଜୟନାରାୟଣ ନାରାଜ, ଶପଥ ଗ୍ରହଣ ଉତ୍ସବକୁ ଗଲେନି June 12, 2024 Nirvay ନିର୍ଭୟ ମିଡିଆ, ଭୁବନେଶ୍ୱର: ରାଜ୍ୟରେ ବୁଧବାର ଦିନ ଶପଥ ନେଇଥିବା ମନ୍ତ୍ରୀମଣ୍ଡଳରେ ଗତ ବିଧାନସଭାରେ ବିରୋଧିଦଳ ନେତା ଜୟନାରାୟଣଙ୍କୁ ମିଶ୍ରଙ୍କୁ ସାମିଲ କରାଯାଇନଥିବାରୁ ସେ ନାରାଜ ହୋଇଛନ୍ତି । ଜନତା ମଇଦାନରେ ବୁଧବାର ଭାଜପା ପ୍ରଥମ ସରକାରର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ…
ରାଜନୀତି ରାଜ୍ୟ ୬ ପଦବୀ ଖାଲି; ୬ ମାସରେ ସମ୍ପ୍ରସାରଣ June 12, 2024 Nirvay ରାଜ୍ୟରେ ନବଗଠିତ ଭାଜପା ସରକାରରେ ୧୬ଜଣ ମନ୍ତ୍ରୀ ପରିଷଦରେ ସାମିଲ ହୋଇଥିବାରୁ ଆହୁରି ୬ଟି ପଦବୀ ଖାଲି ରହିଛି । କାରଣ ଦଳରେ ଅନେକ ବରିଷ୍ଠ ସଦସ୍ୟଙ୍କୁ ସାମିଲ କରାଯାଇନଥିବାରୁ ସେମାନେ ଅସନ୍ତୁଷ୍ଟ ଅଛନ୍ତି । ଏପରିକି ମୟୁରଭଞ୍ଜର ସମସ୍ତ ୯ଟି…
ରାଜନୀତି ରାଜ୍ୟ ପ୍ରଥମ ଥରର ୮ ବିଧାୟକଙ୍କୁ ମନ୍ତ୍ରୀ ପଦ June 12, 2024 Nirvay ନିର୍ଭୟ ମିଡିଆ, ଭୁବନେଶ୍ୱର: ବୁଧବାରଠାରୁ ରାଜ୍ୟରେ ଭାଜପା ସରକାରର ଯୁଗ ଆରମ୍ଭ ହୋଇଛି । ଜନତା ମଇଦାନରେ ଆୟୋଜିତ ଭବ୍ୟ ସମାରୋହରେ ଭାଜପା ବିଧାୟକ ଦଳ ନେତା ମୋହନ ଚରଣ ମାଝୀ ରାଜ୍ୟର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଭାବେ ପଦ ଓ…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ June 12, 2024 Papirani ଓଡ଼ିଶାରେ ପ୍ରଥମଥର ପାଇଁ ଭାଜପାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝି। ଭୁବେନଶ୍ୱରସ୍ଥିତ ଜନତା ମଇଦାନରେ ଆୟୋଜିତ ଶପଥ ପାଠ ସମାରୋହରେ ମୋହନଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ। ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ କନକ…
ତାଜା ଖବର ରାଜନୀତି ରାଜ୍ୟ ନୂଆ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ସମ୍ଭାବ୍ୟ ମନ୍ତ୍ରୀପଦ ପାଇଁ ବିଧାୟକଙ୍କ ପାଖକୁ ଯାଉଛି ଫୋନ୍ କଲ୍ June 12, 2024 Papirani ରାଜ୍ୟରେ ବିଜେପି ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା ବେଳେ ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଶପଥ ନେବାକୁ ଯାଉଛନ୍ତି । ଜନତା ମୈଦାନରେ ଅପରାହ୍ନ ୪ଟା ୪୫ ମିନିଟ୍ ସମୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ସିଂହଦେଓ ଓ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ June 12, 2024 Papirani ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସଂଧ୍ୟାରେ ଜନତା ମଇଦାନରେ ହେବାକୁଥିବା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ପହଞ୍ଚଛନ୍ତି ପ୍ରଧାନମନ୍ତ୍ରୀ। ଆନ୍ଧ୍ରରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାପରେ ଓଡିଶାରେ ପହଞ୍ଚିଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟପାଳଙ୍କୁ ଭେଟିଲେ ମୋହନ ମାଝୀ, ସରକାର ଗଠନ କରିବାକୁ ଦାବି June 11, 2024 Papirani ଆଜି ବସିଥିବା ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ଉପରେ ମୋହର ବାଜିଛି। ତେବେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବା ପରେ ସନ୍ଧ୍ୟାରେ ମୋହନଙ୍କ ସମେତ ଭାଜପାର ବରିଷ୍ଠ ନେତାମାନେ ରାଜଭବନରେ ରାଜ୍ୟପାଳ…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝୀ June 11, 2024 Papirani ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢ଼ିଛି। ଆଜି ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ନାଁରେ ମୋହର ବାଜିଛି।…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡ଼ିଶାରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ June 11, 2024 Papirani ଓଡ଼ିଶାରେ ଭାଜପାର ପ୍ରଥମ ଓ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସ୍ପେନ୍ସ ଲାଗିରହିଥିବା ବେଳେ ଆଜି ଭୁବନେଶ଼୍ବର ବିମାନ ବନ୍ଦରରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ। ଓଡ଼ିଶାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ…
ତାଜା ଖବର ରାଜନୀତି ରାଜ୍ୟ ମହାପ୍ରଭୁଙ୍କୁ ଶପଥ ଗ୍ରହଣ ଉତ୍ସବର ନିମନ୍ତ୍ରଣ ଦେବା ପାଇଁ ପୁରୀ ଗସ୍ତରେ ବିଜେପିର ବିଧାୟକ June 11, 2024 Papirani ଆସନ୍ତାକାଲି ଶପଥ ନେବକୁ ଯାଉଛନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀ କିଏ ଏନେଇ ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ ଗତକାଲି ହେବାକୁଥିବା ଶପଥ ଗ୍ରହଣ ଉତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ ଦେବା ପାଇଁ ଆଜି ଭାଜପା ଦଳ ବିଧାୟକମାନେ…