Tag: BJP

ବିଜେପି ହିନ୍ଦୁ ଭୋଟରଙ୍କ ପ୍ରଥମ ପସନ୍ଦ

ହିନ୍ଦୁ ଭୋଟରଙ୍କ ପ୍ରଥମ ପସନ୍ଦ ହୋଇପାରିଛି ବିଜେପି। ଏହାର ଏକ ଝଲକ ଦେଖିବାକୁ ମିଳିଛି ଜାମ୍ମୁ-କାଶ୍ମୀର ନିର୍ବାଚନ ଫଳାଫଳରେ। ଜମ୍ମୁ ଡିଭିଜନରେ ବିଜେପିର ଚମତ୍କାର ପ୍ରଦର୍ଶନ ଯୋଗୁଁ ଦଳ ହିନ୍ଦୁ ଅଧ୍ୟୁଷିତ ଅଞ୍ଚଳରେ ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଛି।…

ମୋହନ ସରକାରଙ୍କ ସଫଳତା ହୋଇପାରେ ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ

ମୋହନ ସରକାରଙ୍କ ସଫଳତା ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇପାରେ। ୨୪ ବର୍ଷ ଶାସନରେ ରହି କେବେ ହାରିବାର ସ୍ୱାଦ ଚାଖିନଥିବା ବିଜେଡି ଆଜି କ୍ଷମତାଚ୍ୟୁତ ହୋଇଛି। ଏପରିକି ଦଳର ମୁଖିଆ ନବୀନ ବାବୁଙ୍କ ଉପରେ ଆସ୍ଥା ହରାଇ…

ସୁଭଦ୍ରା ଯୋଜନା କ୍ରେଜ; ମାଡ଼ିଚାଲିଛନ୍ତି ମୋହନ ସରକାର, ବିଜେଡି ଶିବିରରେ କମ୍ପନ

ଏବେ ସାରା ଓଡ଼ିଶାରେ ଚାଲିଛି ସୁଭଦ୍ରା ଯୋଜନାର କ୍ରେଜ। ପ୍ରଥମ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା ସେପ୍ଟେମ୍ବର ୧୭ରେ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ବେଳେ ଆଜି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିଛି। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ…

ଆର୍‌ଏସ୍ଏସ୍ ପଲଟିଦେଲା ବାଜି; ହରିୟାଣାରେ ଜିତିଗଲା ବିଜେପି 

ଏକଜିଟ୍ ପୋଲର ଆକଳନ ସମ୍ନାକୁ ଆସିବା ପରେ କେହି ବି କଳ୍ପନା କରିନଥିଲେ ଯେ ହରିଆଣାରେ ବାଜିମାତ କରିବ ଭାରତୀୟ ଜନତା ପାର୍ଟି । ଏପରିକି ଏକଜିଟ୍ ପୋଲ ମଧ୍ୟ ବିଜେପି ହରିଆଣା ଆସନ ହରାଉଥିବା ଦର୍ଶାଇଥିବା ବେଳେ ଏକଜିଟ୍ ପୋଲ…

ହରିୟାଣା ବଢ଼ାଇପାରେ ଧର୍ମେନ୍ଦ୍ରଙ୍କ ଚିନ୍ତା

ଦିନକ ପରେ ହରିୟାଣା ବିଧାନସଭା ଫଳ ପ୍ରକାଶ ପାଇବ। ଶନିବାର ଭୋଟ ସରିବା ପରେ ବୁଥ ଫେରନ୍ତା ଭୋଟରଙ୍କ ନିଷ୍ପତ୍ତି ଆଧାରରେ ସର୍ଭେ ରିପୋର୍ଟ ବା ଏକଜିଟ ପୋଲ ଅନୁସାରେ ୧୦ ବର୍ଷର ଭାଜପା ସରକାର କ୍ଷମତା ହରାଇବାକୁ ଯାଉଛି। ଜାମ୍ମୁ-କାଶ୍ମୀର…

ବିଜେଡି ଦଳକୁ ଭାଙ୍ଗିବାକୁ ପଡ଼ିବନି ସେ ଆପେ ଆପେ ଭାଙ୍ଗିଯିବ: ସନାତନ ବିଜୁଳି

ବିଜେଡ଼ି ଦଳରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳକୁ ନେଇ ରାଜ୍ୟ ରାଜନୀତିର ଚର୍ଚ୍ଚା ଏବେ ବେଶ ସରଗରମ ହେବାକୁ ଲାଗିଛି । ଦୁଇ ଦଳରେ ନେତାଙ୍କ ମଧ୍ୟରେ ଦିନକୁ ଦିନ ବିଭିନ୍ନ ମତରେ ଜୋର ସୋରରେ ବୟାନ ବାଜି ଜାରି ରହିଥିବା…

ଖଦି ବ୍ୟବହାର ପାଇଁ ମନମୋହନଙ୍କ ଆହ୍ବାନ

ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଖଦି ବୋର୍ଡ ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଖଦି ବୋର୍ଡର ପୁନରୁଦ୍ଧାର ପାଇଁ ୩୦ ଲକ୍ଷ ଟଙ୍କା କେନ୍ଦ୍ର ଦେଇଛି ବୋଲି ଶ୍ରୀ ସାମଲ କହିଛନ୍ତି। ଦେଶର…

ବହୁତ ଶୀଘ୍ର ଖାଲି ହୋଇଯିବ ବିଜେଡି: ମନମୋହନ ସାମଲ

ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେପିରେ ମିଶିବା ପାଇଁ ବହୁ ବିଜେଡି ନେତା ଆବେଦନ କରିଥିବା ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ସେ କହିଛନ୍ତି ଖୁବଶୀଘ୍ର ବିଜେଡି ଖାଲି ହୋଇଯିବ । କାରଣ ବିଜେପିରେ ମିଶିବାକୁ ବହୁ…

ଲୋକ ସବୁ କଥା ଜାଣିଲେ ବୋଲି ବିଜେଡିକୁ ପ୍ରତ୍ୟାଖ୍ୟାନ କଲେ: ବିରଞ୍ଚି ତ୍ରିପାଠୀ

ବିଜେଡିର ପଦଯାତ୍ରା ଉପଲକ୍ଷେ ବିଜେପି ସରକାର ବିରୋଧରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଅଭିଯୋଗର ଆଟାକ୍‌କୁ କାଉଣ୍ଟର କରି ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ କହିଛନ୍ତି ନବୀନ ଗୋଟିଏ କଥା ସତ କହିଛନ୍ତି ଯେ ଲୋକ…

ନବୀନ ବାବୁ ରାଜନୈତିକ ଫାଇଦା ପାଇଁ ସାମ୍ପ୍ରଦାୟିକ ବୟାନବାଜି କରୁଛନ୍ତି: ଅନିଲ ବିଶ୍ୱାଳ

ଭାଙ୍ଗି ପଡିଥିବା ବିଜେଡି କର୍ମୀଙ୍କୁ ବୋଧ ଦେବାକୁ ଯାଇ ବିଜେଡି ସଭାପତି ନବୀନ ବାବୁ ନିଜେ ଶେଷରେ ଏତେ ତଳକୁ ଖସିଯିବେ ତାହା ଆଶ୍ଚର୍ଯ୍ୟ ଲାଗୁଛି । ନବୀନ ବାବୁଙ୍କ ବକ୍ତବ୍ୟରୁ ଏହା ପ୍ରମାଣିତ ହେଉଛି ଯେ ନବୀନ ବାବୁ ନିଜେ…