ତାଜା ଖବର ରାଜ୍ୟ ଓଡ଼ିଶାରେ ୧ କୋଟି ସଦସ୍ୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ବିଜେପି August 19, 2024 Nirvay ବିଜେପି ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ନୂତନ ସଭ୍ୟ ସଂଗ୍ରହ କରାଯାଇଥାଏ। ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବା ସହ ନୂତନ ଦାୟିତ୍ୱ ବଂଟନ କରାଯାଏ । ସେହି କ୍ରମରେ ବିଜେପିର ଆରମ୍ଭ…
ତାଜା ଖବର ରାଜ୍ୟ ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ: ମନମୋହନ ସାମଲ August 19, 2024 Nirvay ରାଜ୍ୟ କାର୍ଯ୍ୟାଳୟରେ ଆଜି ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ରକ୍ଷା ବନ୍ଧନ ହେଉଛି ସେବା, ସୁରକ୍ଷା, ସଂକଳ୍ପ ଓ ପ୍ରେରଣାର ଉତ୍ସବ। ଭଉଣୀଟିଏ ଯେପରି ରାକ୍ଷୀ ବାନ୍ଧିବା ପରେ ଭାଇ…
ତାଜା ଖବର ରାଜ୍ୟ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ପ୍ରସଙ୍ଗରେ ପରିବହନ ମନ୍ତ୍ରୀଙ୍କ ବୟାନ August 18, 2024 Nirvay ୨୦୧୩ରୁ ୨୦୨୪ ଭିତରେ ଭି କେ ପାଣ୍ଡିଆନ ହେଲିକପ୍ଟରରେ ବୁଲିବାରେ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଛି। ପାଣ୍ଡିଆନଙ୍କ ଗସ୍ତ ପାଇଁ ପ୍ରତି ବ୍ଲକରେ ହେଲିପ୍ୟାଡ୍ ମଧ୍ୟ ତିଆରି ହେଉଥିଲା। ସର୍ବସମ୍ମୁଖରେ ରାଜକୋଷରୁ ଭୂଲୁଣ୍ଠନ କରୁଥିଲେ। ତେବେ ବିଜେପି…
ତାଜା ଖବର ରାଜନୀତି ରାଜ୍ୟ ବିଧାୟକ ପ୍ରଶିକ୍ଷଣ ଶିବିର ଦଳୀୟ ବ୍ୟାପାର ନୁହେଁ: ମନମୋହନ ସାମଲ August 16, 2024 Papirani ବିଧାୟକ ପ୍ରଶିକ୍ଷଣ ଶିବିରକୁ ନେଇ ତେଜୁଛି ରାଜନୀତି । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ।୧୭ ଓ ୧୮ ତାରିଖରେ ହେବାକୁ ଥିବା ବିଧାନସଭା ପ୍ରଶିକ୍ଷଣ ଶିବିରକୁ ବିଜୁ ଜନତା ଦଳ ପ୍ରତ୍ୟାଖ୍ୟାନ…
ତାଜା ଖବର ରାଜନୀତି ରାଜ୍ୟ ବିଜେପିରେ ଯୋଗଦେଲେ କର୍ପୋରେଟର ବନ୍ଦିତା ପାଲ August 16, 2024 Papirani ଭୁବନେଶ୍ୱର ମହାନଗର ନିଗମ (ବିଏମସି) କର୍ପୋରେଟର ଥିବା ବନ୍ଦିତା ପାଲ ଆଜି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରି ବିଜେପିରେ ଯୋଗ ହେଇଛନ୍ତି |।ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ବନ୍ଦିତା ।…
ତାଜା ଖବର ରାଜ୍ୟ ଦେଶ ବିଭାଜନ ସମୟର ଯନ୍ତ୍ରଣା କେବେ ଭୁଲି ହେବନି: ମନମୋହନ ସାମଲ August 14, 2024 Nirvay ଭାରତ ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଭାଇ ଓ ଭଉଣୀମାନେ ବିସ୍ଥାପିତ ହେବା ସହ ନିଜ ଜୀବନ ମଧ୍ୟ ବଳୀଦାନ ଦେଇଥିଲେ। ଦେଶ ବିଭାଜନର ଯନ୍ତ୍ରଣା କେବେ ବି ଭୁଲି ହେବନି । ବିଭାଜନରେ…
ତାଜା ଖବର ରାଜନୀତି ରାଜ୍ୟ ବିଜେଡି ରାଜ୍ୟରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଛି: ବିଜେପି August 14, 2024 Papirani ଦୀର୍ଘ ୨୫ବର୍ଷ ଶାସନ କ୍ଷମତାରେ ରହି ନବୀନ ବାବୁ ଓଡ଼ିଆ ଓ ଓଡିଶାବାସୀଙ୍କ ସହ ଖେଳ ଖେଳିଆସିଲେ । ଓଡିଆ ଅସ୍ମିତାର ଧଜିଆ ଉଡାଇଲେ । ଆଜି ବିଜେଡି ଓଡିଆ ଅସ୍ମିତାର ସମ୍ପର୍କରେ ସମାଲୋଚନା କରିବା ହାସ୍ୟାସ୍ପଦ ଏବଂ ଦୁର୍ଭାଗ୍ୟଜନକ ।…
ତାଜା ଖବର ରାଜନୀତି ରାଜ୍ୟ କଳାଟଙ୍କାର ପାହାଡ ସୃଷ୍ଟି କରିଥିବା ବିଜେଡି ସରକାରର ଗେହ୍ଲାପୁଅମାନେ ଏବେ ଜେଲ୍ ମୁହାଁ: ବିଜେପି August 13, 2024 Papirani ବିଜୁ ଜନତା ଦଳ ସରକାର ସମୟରେ କିଭଳି ଦୁର୍ନୀତି ଖୁଲମଖୁଲା ଚାଲିଥିଲା, ସରକାରୀ ଅର୍ଥକୁ ବେଧଡକ୍ ଲୁଟ୍ କରି ସରକାରୀ ଅଧିକାରୀମାନେ କଳାଟଙ୍କାର ପାହାଡ ତିଆରି କରିଥିଲେ ଏହାର ପ୍ରମାଣ ଏବେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହେବା ପରେ ସାମ୍ନାକୁ…
ରାଜନୀତି ରାଜ୍ୟ ବିଜେଡିର ଜନଜାଗରଣ ପ୍ରତିଶୃତି ହାସ୍ୟାସ୍ପଦ: ଡ. ଯତୀନ ମହାନ୍ତି August 12, 2024 Nirvay ନିର୍ଲଜତାର ସବୁ ସୀମା ପାର କରିଛି ବିଜେଡି । ହତାଶ ଏବଂ ପରାଜୟ ଗ୍ଲାନିରେ ନିରାଶ ଭାବକୁ ପ୍ରକାଶ କରିବା ପାଇଁ ଯେତେବେଳେ କୌଣସି ରାସ୍ତା ନଥାଏ, ସେତେବେଳେ ଏଭଳି ଔଷଧ ବିକଳରେ ତାଟିଆ କାମୁଡିବା ପ୍ରକୃତି ଦେଖାଯାଏ । ୨୫…
ତାଜା ଖବର ରାଜ୍ୟ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ସ୍ପଷ୍ଟତା ଦରକାର: ଆଇନ ମନ୍ତ୍ରୀ August 11, 2024 Nirvay ୨୦୨୪ ସାଧାରଣ ନିର୍ବାଚନ ବେଳେ ଓ ତା’ ପୂର୍ବରୁ ହେଲିକପ୍ଟରରେ ଜିଲ୍ଲାରୁ ଜିଲ୍ଲା ଚକ୍କର କାଟୁଥିଲେ ଭି.କେ ପାଣ୍ଡିଆନ। ଲୋକଙ୍କ ସହିତ ସେଲ୍ଫି ଉଠାଇବା ସହ ଅଭିଯୋଗ ସଂଗ୍ରହ କରୁଥିଲେ। ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତା’ର ତଥ୍ୟ ମାଗି…