ତାଜା ଖବର ରାଜନୀତି ରାଜ୍ୟ ପରଲୋକରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ July 5, 2024 Papirani କାକଟପୁରର ବରିଷ୍ଠ ନେତା ତଥା ପୂର୍ବତନ ବିଜେଡି ବିଧାୟକ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ । ୯୩ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନରୁ ସୁରେନ୍ଦ୍ର ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ସୂଚନା । ଆଜି…
ରାଜନୀତି ରାଜ୍ୟ ଥମୁନି ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ July 4, 2024 Nirvay ଥମିବାର ନାଁ ଧରୁନି ଭୁବନେଶ୍ୱର ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ। ଆଜି ସିଧାସଳଖ ଦୁଇ ବରିଷ୍ଠ ନେତାଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ବରିଷ୍ଠ ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର। ନାଁ ନନେଇ ଅଶୋକ ପଣ୍ଡା, ଅନନ୍ତ ଜେନାଙ୍କ ଆଡ଼କୁ ଇଙ୍ଗିତ କଲେ…
ରାଜନୀତି ରାଜ୍ୟ ବିଜେଡିରେ ଦଳୀୟ ବିବାଦ: ମୁହଁ ଖୋଲିଲେ ସୁଲୋଚନା July 4, 2024 Nirvay ବିଜେଡିରେ ଦଳୀୟ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ମେୟର ସୁଲୋଚନା ଦାସ ଆମେ ସମସ୍ତେ ଏକଜୁଟ ଅଛୁ ବୋଲି କହିଛନ୍ତି । ବିଜେଡିର ୫୭ ଜଣ କର୍ପୋରେଟର ଏକାଠି ଅଛନ୍ତି । ବିଜେଡିର ସବୁ କର୍ପୋରେଟର ଏକାଠି କାମ କରୁଛନ୍ତି ।…
ରାଜ୍ୟ ବିଜେଡିରେ ବିଭୀଷଣ କିଏ? ଚାଲିଛି ଆଲୋଚନା July 3, 2024 Nirvay ବିଜେଡିରେ ଅନେକ ବିଭୀଷଣ ଅଛନ୍ତି ଯେଉଁମାନେ ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ବୁଧବାର ପ୍ରତାପ ଦେବଙ୍କ ବାସଭବନରେ ବିଜେଡି ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରୁ ବାହାରିବା ବିଜେଡି କର୍ପୋରେଟର ଅମରେଶ ଜେନା ଏଭଳି ମନ୍ତବ୍ୟ ଦେଇଛନ୍ତି । ଏହା ଉପରେ ଆଲୋଚନା…
ରାଜ୍ୟ ପ୍ରତାପଙ୍କ ଘରେ ବିଜେଡି ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ July 3, 2024 Nirvay ପ୍ରତାପ ଦେବଙ୍କ ବାସଭବନରେ ବିଜେଡି ନେତାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ। ବିଧାୟକ ସୁଶାନ୍ତ ରାଉତଙ୍କ ସହ କିଛି କର୍ପୋରେଟର ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି। ବିଜେଡିରେ ଅନ୍ତଃକନ୍ଦଳ…
ତାଜା ଖବର ରାଜନୀତି ରାଜ୍ୟ ଦରଦାମ ବୃଦ୍ଧିକୁ ନେଇ ବିଜେଡିର ପ୍ରେସମିଟ୍: ଦରଦାମ ନିୟନ୍ତ୍ରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି July 3, 2024 Papirani ଶଙ୍ଖ ଭବନରେ ଆଜି ଦରଦାମ ବୃଦ୍ଧିକୁ ନେଇ ପ୍ରେସମିଟ କରିଛି ବିଜେଡି । ପ୍ରେସମିଟ୍ ମାଧ୍ୟମରେ ବିଜେଡି କହିଛି ଦିନକୁ ଦିନ ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କୁ ବେଶ ବଢୁଛି ଏବଂ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…
ତାଜା ଖବର ରାଜନୀତି ରାଜ୍ୟ ବବି ଓ ପାଣ୍ଡିଆନ ଦଳର କ୍ଷତି କଲେ, କର୍ମଫଳ ଭୋଗିଲେ: ପ୍ରଭାତରଂଜନ ବିଶ୍ବାଳ July 3, 2024 Papirani ଚୌଦ୍ବାର କଟକରେ ସୌଭିକ ବିଶ୍ବାଳଙ୍କ ବିଜୟ ପାଇଁ କଟକର ମହାନଦୀବିହାରସ୍ଥିତ ସେଲିବ୍ରେସନ ମଣ୍ଡପରେ ଆୟୋଜିତ ବିଜେଡି କର୍ମୀଙ୍କୁ ଧନ୍ୟବାଦ ପ୍ରଦାନ ସମାରୋହରେ ଉଦ୍ବୋଧନ ଦେଇ ନିର୍ବାଚନରେ ବିଜେଡିର ପରାଜୟକୁ ନେଇ ସିଧାସଳଖ ଭି. କେ. ପାଣ୍ଡିଆନ ଓ ବିଜେଡିର ସଙ୍ଗଠନ ସଂପାଦକ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମିଛ ପ୍ରଚାର କରୁଥିଲେ ପ୍ରଧାନମନ୍ତ୍ରୀ: ସୁଲତା ଦେଓ July 2, 2024 Papirani ରାଜ୍ୟସଭାରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ । ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ପ୍ରଶ୍ନ ବଣରେ ବିଜେପିକୁ ଘାଇଲା କରିଛନ୍ତି ସୁଲତା, ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ସମୟରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଭୋଜି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଖରେ ବିଶାଳ ଦାସ July 2, 2024 Papirani ରାଜନୈତିକ ମାହୋଲରେ ଏବେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସ୍ୱର୍ଗତ ନବ ଦାସଙ୍କ ପୁଅ ତଥା ବିଜେଡି ନେତ୍ରୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ଫଟୋ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ଦଳୀୟ ନେତୃବୃନ୍ଦଙ୍କ ସହିତ ଏକ…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶା ସ୍ବାର୍ଥକୁ ନେଇ ସାଲିସ କରାଯିବନି : ବିଜେଡି June 29, 2024 Papirani ଆଜି ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ବିଜେଡି ବିଧାୟକ ତଥା ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ବିଧାନସଭାରେ ଓଡ଼ିଶା ସ୍ବାର୍ଥକୁ ନେଇ ସାଲିସ କରାଯିବ ନାହିଁ । ଓଡ଼ିଶା ସ୍ବାର୍ଥ ବାଧାପ୍ରାପ୍ତ ହେଲେ ଆମେ ବିରୋଧ କରୁଥିଲୁ ଆଉ…