Tag: BJD

ବିଜେଡିର ପ୍ୟାନେଲିଷ୍ଟ ଟିମ ଘୋଷଣା

ବିଜେଡିର ନୂଆ ପ୍ୟାନେଲିଷ୍ଟ ଟିମ ଘୋଷଣା ହୋଇଛି । ଏହି ପ୍ୟାନେଲିଷ୍ଟ ଟିମ୧୬ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି । ପ୍ୟାନେଲିଷ୍ଟ ଟିମରେ ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟ, ସୁବାସ ସିଂ, ରମେଶ ବେହେରା, ମନ୍ମଥ ରାଉତରାୟ, ତୁମ୍ବନାଥ ପଣ୍ଡା,…

ଏଏସଓଙ୍କୁ ମାଡ ମାରିବା ପ୍ରସଙ୍ଗରେ ପ୍ରତିବାଦ କରି କକ୍ଷତ୍ୟାଗ କଲେ ବିଜେଡି ଓ କଂଗ୍ରେସ ବିଧାୟକ

ବିଧନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ଗୃହରେ ଦେଖା ଯାଇଛି ହଟ୍ଟଗୋଳ । ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗରେ ପ୍ରତିବାଦ କରି କକ୍ଷତ୍ୟାଗ କଲେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ।

ଆକ୍ରୋଶମୂଳକ ରାଜନୀତିରୁ କ୍ଷାନ୍ତ ରୁହନ୍ତୁ ବିଜେପି ସରକାର: ବିଜେଡି

ରାଜ୍ୟ ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ପ୍ରସଙ୍ଗରେ ଶଙ୍ଖ ଭବନରେ ବିଜେଡି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛି। ସରକାର ଗଠନକୁ ମାସେ ପୂରିନି। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁରେ ଥିବା କ୍ରୀଡା ପୁରାସ୍କାରର ନାଁ…

ବିଧାନସଭାରେ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଲଢେଇ କରିବୁ: ବିଜେଡି

ଶଙ୍ଖ ଭବନଠାରେ ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ଆଗାମୀ ବିଧାନସଭା ଅଧିବେଶନ ପାଇଁ ଦଳର ରଣନୀତି ପ୍ରସ୍ତୁତ କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି…

ଶଙ୍ଖ ଭବନ ପ୍ରସଙ୍ଗରେ ମୁହଁ ଖୋଲିଲା ବିଜେଡି

ଶଙ୍ଖ ଭବନ ପ୍ରସଙ୍ଗରେ ବିଜେଡିର ପ୍ରେସମିଟରେ ରାଜସ୍ବମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ରଖିଲା ବିଜେଡି । ବିଜେଡି କହିଛି ବେଆଇନ ନୁହେଁ ଶଙ୍ଖ ଭବନ । ଶଙ୍ଖ ଭବନକୁ ନେଇ ବିଭ୍ରାନ୍ତି କରାନଯାଉ । ଆଇନ ଆଧାରରେ ନିର୍ମାଣ ହୋଇଛି ଶଙ୍ଖ ଭବନ…

ରାଜ୍ୟବାସୀ ମର୍ମାହତ ହେବା ପରି କିଛି ନକରନ୍ତୁ ବିଜେପି ସରକାର: ବିଜେଡି

ବିଜେପି ସରକାର ପୂର୍ବରୁ ରହିଥିବା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନର ନାଁ ପରିବର୍ତନ କରି ଓଡିଶା ରାଜ୍ୟ କ୍ରୀଡା ସମ୍ମାନ ରଖିବା ପାଇ ଘୋଷଣା କରିବା ପରେ ଏହି ନିଷ୍ପରିକୁ କଡା ବିରୋଧ କରିଛନ୍ତି ବିଜେଡି ବିଧାୟକ ଡ. ଅରୁଣ କୁମାର…

ତଦନ୍ତର ଅନ୍ତର୍ଭୁକ୍ତ ହେବ ଶଙ୍ଖ ଭବନ

ବିଜେଡିର ପାର୍ଟି ଅଫିସ୍ ତଥା ଶଙ୍ଖ ଭବନର ହେବ ତଦନ୍ତ। ରାଜଧାନୀର ଛାତିରେ ବେଆଇନ ଭାବେ ବିଜେଡିର ଶଙ୍ଖ ଭବନ ନିର୍ମାଣ ହୋଇଥିବା ଅଭିଯୋଗ ପରେ ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ। ସେ କହିଛନ୍ତି ବିଜେଡିର ଶଙ୍ଖ ଭବନକୁ…

5T ନାଁରେ ବର୍ଷକୁ ୫୦ ହଜାର କୋଟି ଟଙ୍କା ଲୁଟ୍‌ ଅଭିଯୋଗ 

ପୁରୀରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ପେଟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରେସମିଟ୍ । ସେ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁଛୁ । କ୍ୟାବିନେଟ୍‌ରେ ୯ଟି ପ୍ରସ୍ତାବ ଗ୍ରହଣ କରିସାରିଛୁ । ଶ୍ରୀମନ୍ଦିରର ୪ଟି ଦ୍ବାର ମଧ୍ୟ…

ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ମିଳିଲା ଆଗୁଆ ଜାମିନ

ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ମିଳିଛି ଆଶ୍ୱସ୍ତି। ରଘୁନନ୍ଦନ ଦାସଙ୍କ ମିଳିଲା ଆଗୁଆ ଜାମିନ । ମହିଳା ସମ୍ବାଦିକଙ୍କୁ କୁକୁର ଲଗାଇ ଭୟଭୀତ କରିବାକୁ ଉଦ୍ୟମ ମାମଲାରେ ତାଙ୍କୁ ଆଗୁଆ ଜାମିନ ଆବେଦନକୁ ମଞ୍ଜୁର ଦେଇଛନ୍ତି ହାଇକୋର୍ଟ…

ନବୀନଙ୍କ ଛାୟା ମନ୍ତ୍ରୀମଣ୍ଡଳ

ଦଳ ଗଠନ ହେବା ଦିନଠୁ ରାଜ୍ୟବାସୀଙ୍କୁ ଶାସନ କରି ପ୍ରଥମ ଥର ହାରିବାର ସ୍ୱାଦ ଚାଖିଛି ବିଜେଡି। ପ୍ରଥମ ଥର ବିରୋଧୀ ଦଳ ଭାବେ ଉଭା ହୋଇଛି । ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ରଚିବାକୁ…