Tag: BJD

Mid-Day Operation: ବବିଙ୍କୁ ଭିଡ଼ିବା ପାଇଁ ଆରମ୍ଭ ହେଲା ଚକ୍ରାନ୍ତ

କଦଳୀ ଗଛରୁ ଯେମିତି ଅନେକ ପୁଆ ବାହାରେ ଠିକ ସେମିତି ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ ଅଭିଯୋଗରେ ବିଜଦ ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ କରିବା ପରେ ଅନେକ ପୁଆ ବାହାରିଲାଣି। ଆହୁରି ବି ଅନେକ ବାହାରିବ। ଗଲା ଗୁରୁବାର ନବୀନ…

BJD Targets Bibhuti Jena: ଖଣି ମନ୍ତ୍ରୀ ବିଭୁତି ଜେନାଙ୍କ ବହିଷ୍କାର ଦାବି କଲା ବିଜେଡି

ରାଜ୍ୟରେ ବାଲି, ମୋରମ ଓ ପଥର ଚୋରି ବ୍ୟାପକ ହୋଇଥିବା ବେଳେ ଏଥିରେ ସରକାରୀ ଦଳର ନେତା କର୍ମୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ନିକଟରେ ଗଞ୍ଜାମ ଜିଲ୍ଲାରେ ଇଡି ରେଡ୍ରେ ଖଣି…

Shreemayee Target BJD: ଶ୍ରୀମୟୀଙ୍କ ବିଶ୍ବାସଘାତକ ତୀର; ବିଭିନ୍ନ ପ୍ରଶ୍ନ ବାଣରେ ବିଜେଡିକୁ କଲେ ଘାଇଲା

ବିଜେଡିର ଦୁଇ ବିଧାୟକଙ୍କ ନିଲମ୍ବନ ପରେ ରାଜ୍ୟ ରାଜନୀତିରେ ବୟାନ ବାଜି ଜାରି ରହିଛି । ଏହାରି ମଧ୍ୟରେ ବିଜେଡିକୁ ପୁଣି ଶ୍ରୀମୟୀ ମିଶ୍ରଙ୍କ ଟାର୍ଗେଟ୍। ଏଥର ସୋସିଆଲ ମିଡିଆରେ ଦଳର ସଭାପତିଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରିବା ସହ ଓ ପାଣ୍ଡିଆନଙ୍କୁ…

Early Morning Operation of 2023: ଆର୍ଲି ମର୍ଣ୍ଣିଂ ଅପରେସନର କିଏ ସୂତ୍ରଧର?

ନିର୍ଭୟ ମିଡିଆ, ଭୁବନେଶ୍ୱର: ୨୦୨୩ ଅଗଷ୍ଟ ୫ । ଏହିଦିନ ସକାଳେ ମେ’ ଫେୟାର ହୋଟେଲରେ ନବୀନ ସରକାରଙ୍କ ପତନର ଷଡ଼ଯନ୍ତ୍ରର କାହାଣୀ ରଚିତ ହୋଇଥିଲା । ସେହିଦିନ ହିଁ ଭାରତୀୟ ଜନତା ପାର୍ଟିକୁ କ୍ଷମତାକୁ ଆଣିବା ପାଇଁ ମଞ୍ଜି ପୋତାଯାଇଥିଲା…

Corruption, Traitor & Naveen: ଦୁର୍ନୀତି, ବିଶ୍ୱାସଘାତକ ଓ ନବୀନ ବାବୁ

ନବୀନ ଦାସ: ଚମ୍ପୁଆ ବିଧାୟକ ସନାତନ ମହାକୁଡ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜୁ ଜନତା ଦଳ ସଭାପତି ନବୀନ ପଟନାୟକ ‘ଦଳ ବିରୋଧୀ’ କାର୍ଯ୍ୟ ପାଇଁ ନିଲମ୍ବନ କରିଛନ୍ତି । ଏହା ନବୀନଙ୍କଦ୍ୱାରା ସ୍ୱାକ୍ଷରିତ ପ୍ରେସ ବିବୃତିରେ ଉଲ୍ଲେଖ…

Naveen’s Failed Narrative: କିଛି ନେରେସନ ଦାନା ଧରୁନି; ନିଲମ୍ବନର ନୂଆ କାହାଣୀ ମିଡ୍‌ ଡେ ଅପରେସନ

ନିର୍ଭୟ ମିଡିଆ, ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିର ଔଚିତ୍ୟ ପ୍ରତିପାଦନ ପାଇଁ ପୁଣି ଏକ କାହାଣୀ ସଂରଚିତ ହୋଇଛି । ସଭାପତିଙ୍କ ଦସ୍ତଖତରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ…

Suspension Controversy: ବିଜେଡି ଅଭିଯୋଗ ନେଇ ଉତ୍ତର ରଖିଲେ ବିଧାୟକ ଅରବିନ୍ଦ ମହାପାତ୍ର

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ନିଲମ୍ବନକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବିଜେଡିର ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ସବୁ ଦିନ ବିଜୁ ଜନତା ଦଳ ତାଙ୍କ ବିରୋଧରେ ନୂଆ ନୂଆ ଅଭିଯୋଗ…

Lenin alleges Mid-Day Ops: ବିଜେଡିକୁ ଦୁର୍ବଳ କରିବାକୁ ଯୋଜନା ହୋଇଥିଲା ମିଡ୍ ଡେ’ ଅପରେସନ୍: ଲେନିନ୍ ମହାନ୍ତି

ବିଜେଡିକୁ ଦୁର୍ବଳ କରିବାକୁ ଯୋଜନା ହୋଇଥିଲା ମିଡ୍ ଡେ’ ଅପରେସନ୍। ପୂର୍ବରୁ ‘ମିଡ୍ ନାଇଟ୍ ଅପରେସନ ଫେଲ୍ ହୋଇଥିଲା, ଏବେ ମିଡ୍ ଡେ’ ଅପରେସନ ବି ଫେଲ୍’ ହୋଇଛି। ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ବୟାନ ଏହି ଚର୍ଚ୍ଚାକୁ ସରଗରମ କରିଦେଇଛି…

BJD Suspends Two MLAs: ସୌମ୍ୟଙ୍କ ଘଟଣାରୁ କିଛି ଶିଖିଲେନି ବିଜୟ

୨୧ ସେପ୍ଟେମ୍ବର ୨୦୨୩। ଏକାଥରକେ ଦୁଇ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଥିଲେ ବିଜଦ ସଭାପତି ନବୀନ ପଟନାୟକ । ସେମାନେ ଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା । ଯେମିତି ଅରବିନ୍ଦ ପାଇଁ ସନାତନ…

Arvind–Sanatan Suspension: ଅରବିନ୍ଦ, ସନାତନ ନିଲମ୍ବନ ପଛର ରହସ୍ଯ; ପ୍ରାୟୋଜିତ ଷଡ଼ଯନ୍ତ୍ର, ପ୍ରାୟୋଜିତ ସଂଳାପ

ପାଟକୁରା ଓ ଚମ୍ପୁଆ ବିଧାୟକଙ୍କୁ ଦଳରୁ ନିଲମ୍ବନ କରିବା ନିଷ୍ପତ୍ତି ନବୀନ ପଟନାୟକଙ୍କର ଏକ ପ୍ରାୟୋଜିତ ଷଡ଼ଯନ୍ତ୍ର ଥିଲା । କାହାଣୀ ତାଙ୍କର । ଚରିତ୍ରମାନେ ତାଙ୍କର । କେଉଁ ଚରିତ୍ର କେଉଁ ସଂଳାପ କହିବେ ତାହା ମଧ୍ୟ ନବୀନ ପଟନାୟକଙ୍କର…