ତାଜା ଖବର ରାଜନୀତି ରାଜ୍ୟ ଯୁବନେତାଙ୍କ ଅସନ୍ତୋଷ ବିଜଦରେ ଟାଣିପାରେ ବିଭାଜନ ରେଖା ! October 23, 2024 Papirani ଯୁବନେତାଙ୍କ ଅସନ୍ତୋଷ ବିଜଦରେ ଟାଣିପାରେ ବିଭାଜନ ରେଖା ! ଯୁବ ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବିଜେଡି ନେତୃତ୍ବ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି । ଦଳର ବରିଷ୍ଠମାନେ ଅସନ୍ତୁଷ୍ଟ ଥିଲେ। ସେମାନଙ୍କ ଭିତରୁ କେତେଜଣ ଗତ ନିର୍ବାଚନ ବେଳେ…
ତାଜା ଖବର ରାଜନୀତି ରାଜ୍ୟ କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ଗୁରୁତ୍ବ ଦେଇ ନବୀନଙ୍କ ଦ୍ବାରା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ October 22, 2024 Papirani କୁଚିଣ୍ଡାରେ ଦଳିତ ସମ୍ପ୍ରଦାୟର ଏକ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ପୋଲିସର ଟାଳଟୁଳ ନୀତିକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ଶ୍ରୀ…
ତାଜା ଖବର ରାଜନୀତି ରାଜ୍ୟ ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଗୁରୁତ୍ବପୂର୍ଣ ବୈଠକ October 21, 2024 Papirani ବିଜୁ ଜନତା ଦଳର ଦ୍ଵିତୀୟ ପର୍ଯ୍ୟାୟ ଜନ ସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଆଜି ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଏକ ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ସମନ୍ୱୟ…
ତାଜା ଖବର ରାଜନୀତି ରାଜ୍ୟ ପାଣ୍ଡିଆନଙ୍କୁ ସୁରକ୍ଷା ଦେବ କିଏ ? October 19, 2024 Papirani ପ୍ରବଳ ରାଜନୈତିକ ଚାପରେ ପଡ଼ିଛନ୍ତି ଏକଦା ଅତ୍ୟନ୍ତ ଶକ୍ତିଶାଳୀ ଏବଂ ସୁପର ସିଏମ୍ ବୋଲାଉଥିବା ଭିକେ ପାଣ୍ଡିଆନ। କିନ୍ତୁ ପୂର୍ବତନ ବିଜଦ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଅମୋଘ ଅସ୍ତ୍ର ପ୍ରୟୋଗ ପରେ କିଏ ସୁରକ୍ଷା ଦେବ ପାଣ୍ଡିଆନଙ୍କୁ। ବର୍ତମାନ କେବଳ ନବୀନ…
ତାଜା ଖବର ରାଜନୀତି ରାଜ୍ୟ ଜନ୍ମଦିନରେ ନବୀନଙ୍କୁ ଲତିକା ପ୍ରଧାନଙ୍କ ଉପହାର ! October 16, 2024 Papirani ଆଜି ୭୮ ବର୍ଷରେ ପାଦ ଦେଇଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଅବସରରେ ନବୀନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ରାଜନୀତି ଓ ଅନ୍ୟ କ୍ଷେତ୍ର ସହ ଜଡ଼ିତ ଅନେକ…
ତାଜା ଖବର ରାଜନୀତି ରାଜ୍ୟ ବିଜେଡିକୁ ଛି କଲେ ଅମର ଶତପଥୀ; ଲେନିନ ଙ୍କୁ ଦେଲେ କଡ଼ା ଜବାବ October 14, 2024 Papirani ଗଣମାଧ୍ୟମକୁ ସାକ୍ଷାତକାରରେ ବିଜେଡ଼ି ଦଳ ତାଙ୍କୁ ଅଣଦେଖା କରାଯାଉଛି ଏବଂ ଦଳରେ ସେ ଅଣନିଃଶ୍ୱାସୀ ହୋଇ ଅଛନ୍ତି ବୋଲି ଦେଇଥିବା ମନ୍ତବ୍ୟକୁ ଆଜି ଟାର୍ଗେଟ କରି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯାହାଙ୍କୁ ଦଳରେ ଅଣନିଃଶ୍ବାସୀ ଲାଗୁଛି ସେ ବିଜେଡି…
ରାଜନୀତି ରାଜ୍ୟ ବଢୁଛି ମୋହନଙ୍କ ପରିବାର; ଭାଙ୍ଗୁଛି ନବୀନ ଗଡ଼ October 11, 2024 Nirvay ମୋହନ ସରକାରଙ୍କ ପରିବାର ବଢୁଥିବା ବେଳେ ଦିନକୁ ଦିନ ନବୀନ ଗଡ଼ ଭାଙ୍ଗିବାରେ ଲାଗିଛି। ଲୋକେ ନବୀନ ବାବୁଙ୍କ ଉପରେ ଆସ୍ଥା ହରାଉଥିବା ବେଳେ ମୋହନ ସରକାରଙ୍କ ଉପରେ ଅତୁଟ ବିଶ୍ୱାସ ରଖି ବିଜେପି ମୁହାଁ ହେଉଛନ୍ତି। ବିଜେଡି ଶିବିର ଫାଙ୍କା…
ତାଜା ଖବର ରାଜନୀତି ରାଜ୍ୟ ପ୍ରକାଶ ବେହେରା ଦଳ ଛାଡ଼ିବା ପ୍ରସଙ୍ଗ: ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁପଡ଼ନ୍ତି ବୋଲି କହିଲେ ସମ୍ବିତ October 11, 2024 Papirani ଗତକାଲି ପ୍ରକାଶ ବେହେରା ବିଜେଡିରୁ ଇସ୍ତଫା ଦେବା ପରେ ସେହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ସମ୍ବିତ ରାଉତରାୟ କହିଛନ୍ତି ପ୍ରକାଶ ବେହେରା କେବେ ବିଜେଡିରେ ନଥିଲେ । ସେ କଂଗ୍ରେସରୁ ବିଜେପି ଓ ସେଠାରୁ ବିଜେଡିକୁ ଆସିଥିଲେ । ତାଙ୍କୁ ଦଳ…
ତାଜା ଖବର ରାଜନୀତି ରାଜ୍ୟ ମୋହନ ସରକାରଙ୍କ ସଫଳତା ହୋଇପାରେ ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ October 10, 2024 Nirvay ମୋହନ ସରକାରଙ୍କ ସଫଳତା ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇପାରେ। ୨୪ ବର୍ଷ ଶାସନରେ ରହି କେବେ ହାରିବାର ସ୍ୱାଦ ଚାଖିନଥିବା ବିଜେଡି ଆଜି କ୍ଷମତାଚ୍ୟୁତ ହୋଇଛି। ଏପରିକି ଦଳର ମୁଖିଆ ନବୀନ ବାବୁଙ୍କ ଉପରେ ଆସ୍ଥା ହରାଇ…
ତାଜା ଖବର ରାଜନୀତି ରାଜ୍ୟ ବିଜେଡି ଛାଡିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା October 10, 2024 Papirani ବିଜୁ ଜନତା ଦଳକୁ ପୁଣି ଲାଗିଲା ଶକ୍ତ ଝଟକା । ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ନେତା । ଆଜି ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ନିଜର…