Tag: BJD

ରାଜ୍ୟସଭାରୁ ସୁଜିତ କୁମାରଙ୍କ ଇସ୍ତଫା; ବିଜେଡିରୁ ବହିଷ୍କୃତ

ବିଜେଡି ସାଂସଦ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ବିଜେଡିକୁ ଶକ୍ତ ଝଟକା ଲାଗିଛି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ପଠାଇଛନ୍ତି । କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ରାଜ୍ୟସଭାରୁ ଇସ୍ତଫା…

ରେଭେନ୍ସା ପ୍ରସଙ୍ଗ; ଦଳୀୟ ନେତାଙ୍କ ବିରୋଧରେ ମିଥ୍ୟା ଏତଲାକୁ ନିନ୍ଦା କଲା ବିଜେଡି

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ହୋଇଥିବା ବିକ୍ଷୋଭକୁ ନେଇ ଦଳର ସମ୍ମାନିତ ନେତା ବ୍ୟୋମକେଶ ରାୟ, ବିଧାୟକ ଡ. ଲେନିନ ମହାନ୍ତି ଓ ଛାତ୍ର ନେତା ଆକ୍ରମ ଖାଁଙ୍କ ବିରୋଧରେ କରାଯାଇଥିବା ଏତଲା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ବିଜୁ ଜନତା ଦଳ…

ରେଭେନ୍ସାଙ୍କ ପରେ ଫକୀରମୋହନଙ୍କ ପାଳି କି: ବିଜେଡି

ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତି ବିଜେପି ଯୁବମୋର୍ଚ୍ଚାର ସଭାପତି ଯେଉଁଭଳି କଟୁ ଓ ନିମ୍ନରୁଚିର ମନ୍ତବ୍ୟ ଦେଇଛନ୍ତି ତାହାକୁ ବିଜେଡି ଦୃଢ ନିନ୍ଦା କରିଛି। ଆଜି ଶଙ୍ଖଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି ଓ ତୁମ୍ବନାଥ ପଣ୍ଡା…

ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା ସମାବେଶ; ବିଜେପିର ମିଛକୁ ପର୍ଦ୍ଦାଫାସ କରିବାକୁ ଆହ୍ବାନ

ଶଙ୍ଖ ଭବନରେ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା ସମାବେଶ ଅନୁଷ୍ଠିତ ହୋଇଛି। ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଓ ରାଜ୍ୟ ନେତୃବୃନ୍ଦକୁ ସମ୍ବୋଧିତ କରିବା ଅବସରରେ ବିଜେପିର ମିଛକୁ ପର୍ଦ୍ଦାଫାସ କରିବାକୁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।…

ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ସାମିଲ ନକଲେ ଆନ୍ଦୋଳନ ହେବ: ବିଜେଡି

ସୁଭଦ୍ରା ଯୋଜନାର ଏସଓପିକୁ ନେଇ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଛୁରିଆ…

ନାଁ ବଡ଼ ନୁହେଁ କାମ ବଡ଼: ସୌମ୍ୟ

ତେଜୁଛି ରେଭେନ୍ସା ରାଜନୀତି। ଏହି ପ୍ରସଙ୍ଗରେ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି ନାଁ ବଡ଼ ନୁହେଁ କାମ ବଡ଼ ବୋଲି କହିଲେ। ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି କହିଛନ୍ତି। ନାଁ ପରିବର୍ତ୍ତନ କଲେ ଚରିତ୍ର ବଦଳେନି କି…

ଠକେଇ ଅଭିଯୋଗରେ ସସ୍ମିତା ମାଝୀ ଗିରଫ

ବିଜେଡିରୁ ବହିଷ୍କୃତ ହୋଇଥିବା ମାଥିଲି ବ୍ଲକ ୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ଗିରଫ ହୋଇଛନ୍ତି। ମାଥିଲି ପୋଲିସ ଜଗତସିଂହପୁରରୁ ସସ୍ମିତାଙ୍କୁ ଗିରଫ କରିଛି । ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି। ଭିକେ ପାଣ୍ଡିଆନଙ୍କ…

ପାଣ୍ଡିଆନଙ୍କ ସପକ୍ଷରେ ଆଗେଇ ଆସିଲା ବିଜେଡି

ବିଧାନସଭା ଉତ୍ତର ନେଇ ଖୋଲାଖୋଲି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ବିଜେଡି। ପାଣ୍ଡିଆନଙ୍କୁ ପ୍ରୋଟେକ୍ସନ ଦେବାକୁ ଖୋଲାଖୋଲି ଆଗେଇ ଆସିଲା ବିଜେଡି। ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନଙ୍କୁ ଖୋଲା ପ୍ରୋଟେକ୍ସନ ଦେଲେ ବିଜେଡି ନେତା। ପାଣ୍ଡିଆନଙ୍କୁ ଖୁଲମଖୁଲା ସମର୍ଥନ କଲେ ସୁଲତା ଦେଓ ଓ…

ମୋହନଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି ନୂଆ ମନ୍ତ୍ରୀ

ବିଜେପି ଓଡ଼ିଶାରେ ନୂଆ କରି ସରକାର ଗଠନ କରିଥିବା ବେଳେ ସରକାରକୁ ତିନି ମାସ ପୂରିବାକୁ ଯାଉଛି। ଏବେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳରେ ୧୬ ମନ୍ତ୍ରୀ ଥିବା ବେଳେ ମୋହନଙ୍କ କ୍ୟାବିନେଟରେ ମନ୍ତ୍ରୀଙ୍କ ସଂଖ୍ୟା ୨୨ ଛୁଇଁପାରେ ବୋଲି ଆଶା କରାଯାଉଛି…

ଓଡ଼ିଶାର ମହିଳାଙ୍କ ବିଶ୍ୱାସରେ ବିଷ ଦେଇଛି ବିଜେପି ସରକାର: ବିଜେଡି

ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାକୁ ନେଇ କ’ଣ ପ୍ରତିଶ୍ରୁତି ଦେଇଥିଲେ ଓ…