Tag: BJD

ରାଜ୍ୟସଭା ସାଂସଦଙ୍କ ଶପଥ ଭରିପାରୁ ନାହିଁ ଉତ୍ସାହ; ରାଜନୀତିର ଚଉମୁହାଁଣିରେ ବିଜଦ

ରାଜନୀତିର ଦୋଛକିରେ ନୁହେଁ ଚଲମୁହାଁଣିରେ ପଢ଼ିଛି ବିଜୁ ଜନତା ଦଳ। ପ୍ରଥମ ଆଶଙ୍କା ହେଲା, ନବୀନଙ୍କ ପରେ ଦଳ ସମ୍ଭାଳିବ କିଏ ? ଦ୍ଵିତୀୟ ଆଶଙ୍କାଟି ହେଲା, ବ୍ଲକସ୍ତର ସଂଗଠନକୁ ନେଇ । ଭାଜପା ଗୋଟିଏ ପରେ ଗୋଟିଏ ବ୍ଲକ୍‌ରେ ବିଜଦକୁ…

ଜାନୁଆରୀରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବ ବିଜେଡି

ଡିସେମ୍ୱର ୨୬ରେ ବିଜେଡି ପାଳିବ କରିବାକୁ ଯାଉଛି ପ୍ରତିଷ୍ଠା ଦିବସ। ସବୁ ନିର୍ବାଚନ ମଣ୍ଡଳିରେ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ । ଏଥିରେ ବିଜେଡିର ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ମନେ ପକାଇବ । ଏହି କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ…

ପ୍ରମିଳା ମଲ୍ଲିକଙ୍କ ଭାଇ ଘରେ ଇଡି

ଠକେଇ ଅଭିଯୋଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡିର ବଡଧରଣର ଚଢାଉ। ୨୩୧ କୋଟି ଠକେଇ ଅଭିଯୋଗରେ ପ୍ରମିଳାଙ୍କ ଭାଇ ମୃତ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡିର ଚଢାଉ କରିଛି। ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ…

ରାଷ୍ଟ୍ରପତିଙ୍କ ପ୍ରତି ବିଜେଡି ସାଂସଦଙ୍କ ଆକ୍ଷେପ ଘଟଣା; ବିଜେପିର ସମାଲୋଚନା

ରାଜ୍ୟସଭାରେ ‘ଭାରତୀୟ ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା ଉପରେ ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ସାଂସଦ ସୁଲତା ଦେଓ ରାଷ୍ଟ୍ରପତିଙ୍କ ପ୍ରତି କରିଥିବା ଆକ୍ଷେପ ଘଟଣାରେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳଙ୍କ ସମାଲୋଚନା । ସେ କହିଛନ୍ତି ମହାମହିମ ରାଷ୍ଟ୍ରପତି…

ଶେଷ ନିଃଶ୍ୱାସ ଯାଏଁ ବିଜେଡିରେ ରହିବୁ ବୋଲି ପଣ ନେଲେ ୭ ରାଜ୍ୟ ସଭା ସାଂସଦ

ବିଜେପିରେ ଯୋଗଦାନ ଖବର ପ୍ରସାରଣ ପରେ ରାଜ୍ୟସଭାର ୭ ବିଜେଡି ସାଂସଦଙ୍କ ସାମ୍ୱାଦିକ ସମ୍ମିଳନୀ । ଦିଲ୍ଲୀରେ ସାମ୍ୱାଦିକ ସମ୍ମିଳନୀ କରି ବର୍ଷିଲେ ସସ୍ମିତ ପାତ୍ର । ସେ କହିଚନ୍ତି ଆମେ ୭ ସାଂସଦ ଶେଷ ନିଃଶ୍ୱାସ ଯାଏ ବିଜେଡି ସହ…

ଜଗଦୀପଙ୍କ ବିରୋଧରେ ଆସିଥିବା ଅନାସ୍ଥାକୁ ସମର୍ଥନ ଦେବନାହିଁ ବିଜେଡି

ରାଜ୍ୟସଭା ଅଧକ୍ଷ ଜଗଦୀପ ଧନକଡଙ୍କ ବିରୋଧରେ ଆସିଥିବା ଅନାସ୍ଥାକୁ ସମର୍ଥନ ଦେବ ନାହିଁ ବିଜୁ ଜନତା ଦଳ । ବିଜେଡ଼ି ଦଳର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଦ୍ଵାରା ଦିଆଯାଇଥିବା ମନ୍ତବ୍ୟରେ ଶ୍ରୀଯୁକ୍ତ ବିଶି କହିଛନ୍ତି, ବିଜେଡ଼ି ଅନାସ୍ଥା କୁ ସମର୍ଥନ…

ମହାନଦୀ ସ୍ଥିତି ପାଇଁ ନବୀନ ଦାୟୀ: ପୃଥ୍ବୀରାଜ

ମହାନଦୀକୁ ନେଇ ତେଜୁଛି ବିରୋଧି ଆଉ ଶାସନଦଳଙ୍କ ବୟାନ ବାଜି । ମହାନଦୀକୁ ନେଇ ସାଙ୍ଘାତିକ ବୟାନ ଦେଇଛନ୍ତି ବିଜେଡି ନେତା ପ୍ରସନ୍ନା ଆଚାର୍ଯ୍ୟ ସେ କହିଛନ୍ତି ମହାନଦୀ ଧିରେ ଧିରେ ଶୁଖିବାକୁ ଆରମ୍ଭ କଲାଣି । ମହାନଦୀ ଓଡ଼ିଶାରେ ଲୀନ…

ନବୀନ ପଟ୍ଟନାୟକଙ୍କ ବିକୃତ ଫଟୋକୁ ନେଇ ରାଜନୀତିରେ ଝଡ଼; ନିନ୍ଦା କଲା ବିଜେଡି

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିକୃତ ଫଟୋକୁ ନେଇ ଜୋର ଧରିଛି ରାଜନୀତି। ଓଡିଶା ବିଜେପିର ଟ୍ବିଟର ହେଣ୍ଡେଲରେ ନବୀନ ପଟ୍ଟନାୟକ ଓ ଭିକେ ପଣ୍ଡିଆନଙ୍କ ବିକୃତ ଫଟୋକୁ ଦେଖି ନିନ୍ଦା କରିଛି ବିଜେଡି । ବିଜେପିର…

ଅଗ୍ନି ପରୀକ୍ଷା ପୂର୍ବରୁ ମୋଦୀଙ୍କ ଶରଣରେ ନବୀନ

କ୍ଷମତାଚ୍ଯୁତ ହେବାପରେ ନବୀନ ପଟନାୟକ କଂଗ୍ରେସ ସହ ତାଙ୍କର ବହୁ ପୁରୁଣା ସମ୍ପର୍କକୁ ଆଉଥରେ ନୂଆ ରୂପ ଦେବାପାଇଁ ଚେଷ୍ଟିତ ଥିବାବେଳେ ରାଜ୍ୟ ରାଜ୍ୟସଭା ଅଧ୍ଯକ୍ଷ ଜଗଦୀପ ଧନଖଡ଼ଙ୍କ ରୋଧରେ ବିରୋଧୀ ଦଳର ଅନାସ୍ଥା ପ୍ରସ୍ତାବ ତାଙ୍କୁ ବଡ଼ ଅଗ୍ନି ପରୀକ୍ଷା…

ଜେଲ୍‌ରୁ ମୁକୁଳିଲେ ଭବପ୍ରସାଦ ଦାସ

ଜେଲ୍‌ରୁ ମୁକୁଳିଲେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ । ଜାତିଆଣ ଆକ୍ଷେପ ମାମଲାରେ ଭବପ୍ରସାଦ ଦାସ (ଲଲ)ଙ୍କୁ ମିଳିଛି ଜାମିନ୍ । ଭବପ୍ରସାଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ଯାଜପୁର ଜିଲ୍ଲା ଜଜ୍ । ପୂର୍ବରୁ ୪ଟି ମାମଲାରେ…