Tag: BJD

ୱାକଫ୍ ବୋର୍ଡ଼ : କଂଗ୍ରେସ ସହ ସ୍ବର ମିଳାଇଲା ବିଜଦ

ସଂସଦ ଦର ଶୀତକାଳୀନ ଅଧିବେଶନରେ ଓ୍ବାକଫ୍ ବୋର୍ଡ଼ ବିଲ୍ ଆସିବାର ସମ୍ଭାବନା ଅଛି। ଯୁଗ୍ମ ସଂସଦୀୟ କମିଟିରେ ବିଲ୍ ଉପରେ ଆଲୋଚନ ହୋଇସାରିଛି। ଗତ ଅଧିବେଶନରେ କିଛି ଦଳର ଦାବିକ୍ରମେ ଏହାକୁ ଯୁଗ୍ମ ସଂସଦୀୟ କମିଟି ପଠାଯାଇଥିଲା। କମିଟିର ଅଧ୍ୟକ୍ଷ ଅଛନ୍ତି…

ଝାଡ଼ଖଣ୍ଡବାସୀ ଆଞ୍ଚଳିକ ଦଳ ଉପରେ ପୁନଃ ଆସ୍ଥା ପ୍ରକଟ କଲେ: ବିଜେଡି

ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିବା ବେଳେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ବରେ ଜେଏମଏମର ବିଜୟ ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ଆଞ୍ଚଳିକ ଦଳ ଗୁଡିକ ଉପରେ ଲୋକଙ୍କ ଭରସା ଅକ୍ଷୁର୍ଣ୍ଣ ରହିଛି ବୋଲି ବିଜୁ ଜନତା ଦଳ…

ଅତନୁଙ୍କୁ ଭଲ କି ଧୋଇଲେ ବଦ୍ରି

ଶଙ୍ଖ ଦଳର କିଛି ନେତାଙ୍କର ଏବେ ବି କ୍ଷମତା ଲୋଭ ଯାଇନି । ଦିନରେ ବି ଦେଖୁଚନ୍ତି ସପ୍ନ। ନବୀନ ପୁଣି ହଉଚନ୍ତି ସିଏମ । ସେମାନେ ବି ଜଣେଜଣେ ମନ୍ତ୍ରୀ ହେଇ ନାଲିବତୀ ଗାଡିରେ ବୁଲୁଛନ୍ତି। କିନ୍ତୁ ପାଣ୍ଡିଆନ ବାବୁଙ୍କୁ…

ଓଡ଼ିଶା ସରକାରୀ ଅଧିକାରୀଙ୍କୁ ଆଦାନୀ ଲାଞ୍ଚ ଦେଇଥିବା ଅଭିଯୋଗକୁ ଖଣ୍ଡନ କଲା ବିଜେଡ଼ି

୨୦୦୦ ରୁ ଜୁନ୍ ୨୦୨୪ ପର୍ଯ୍ଯନ୍ତ ଓଡ଼ିଶାରେ କ୍ଷମତାରେ ଥିବା ବିଜେଡ଼ି ଶୁକ୍ରବାର ଦିନ କହିଛି ଯେ ରାଜ୍ଯ ସରକାରୀ ଅଧିକାରୀମାନେ କେନ୍ଦ୍ରୀୟ ପୁଲରୁ ରାଜ୍ଯକୁ ଅକ୍ଷୟ ଶକ୍ତି ଯୋଗାଣ ପାଇଁ ଆଦାନୀ ଗ୍ରୁପ୍ ଠାରୁ ଦେୟ ଗ୍ରହଣ କରିଥିବା ଦାବି…

ହରେକୃଷ୍ଣ ମହତାବଙ୍କ ଜୟନ୍ତୀକୁ ନେଇ ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି ନେତା

ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପୁର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଦୁଇ ବର୍ଷ ଧରି ମହତାବଙ୍କ ଜୟନ୍ତୀ ବନ୍ଦ କରିଥିଲା ବିଜେଡ଼ି। ବିଜୁ ବାବୁଙ୍କୁ ସମ୍ମାନ ନାଁରେ ଅନ୍ୟ…

ଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ: ବିଜେଡି

ରାଜ୍ୟରେ ଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ କରିବାରେ ରାଜ୍ୟ ସରକାର ବିଫଳ ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇଛି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ…

ବିଜେଡି ସରକାରକୁ ଫେରିବା ଅବାସ୍ତବ କଥା: ବଦ୍ରୀପାତ୍ର

ପୁଣି ବିଜେଡି ଫେରିବା ବୟାନବାଜିକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଛି। ବିଜେଡିର ବହୁ ବରଷ୍ଠେ ନେତା, ନବୀନ ପଟ୍ଟନାୟକ ପୁଣି କ୍ଷମତାକୁ ଫେରିବେ ବୋଲି କହୁଛନ୍ତି। ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଘସିପୁରା ବିଧାୟକ ତଥା ଦଳର ବରିଷ୍ଠ…

ଡବଲ ଇଂଜିନ ସରକାର ବାଲିଯାତ୍ରାକୁ ଜାତୀୟ ଉତ୍ସବ ମାନ୍ୟତା ଦିଅନ୍ତୁ: ବିଜେଡି

ଏବର୍ଷର ବାଲିଯାତ୍ରା କାର୍ଯ୍ୟକ୍ରମର ପରିଚାଳନାରେ ହୋଇଥିବା ଅନେକ ବିଭ୍ରାଟକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ବିଜୁ ଜନତା ଦଳ ତରଫରୁ ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ…

ଅଯଥା ପ୍ରସଙ୍ଗକୁ ଦୋହରାଇ ମିଛ ସତ ଲଗାଇ ମନଗଢା କାହାଣି ଶୁଣାଉଛନ୍ତି ବିଜେଡି ନେତୃବୃନ୍ଦ: ଦିଲୀପ ମଲ୍ଲିକ

ବିରୋଧୀ ବିଜେଡି ପାଖରେ କୈାଣସି ପ୍ରସଙ୍ଗ ନାହିଁ । ଶାସନରୁ ବିତାଡିତ ହେବା ପରେ ଅଯଥା ପ୍ରସଙ୍ଗକୁ ଦୋହରାଇ ଓ ପାଳି କରି ବିଜେଡିର ନେତାମାନେ ମିଛ ସତ ଲଗାଇ ମନଗଢା କାହାଣି ଶୁଣାଉଛନ୍ତି । ବିଜେଡି ନେତା ତଥା ପୂର୍ବତନ…

ଅନାସ୍ଥା ଭୋଟ୍ ହାରି ପଦ ହରାଇଲେ ଢେଙ୍କାନାଳ ବିଜେଡି ବ୍ଲକ ଅଧ୍ୟକ୍ଷା

ଢେଙ୍କାନାଳ ବିଜେଡିକୁ ବଡ ଝଟକା । ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ । ଅନାସ୍ଥା ଭୋଟିଂର ଆଜି ଫଳ ପ୍ରକାଶ ପାଇଛି । ଅନାସ୍ଥା ଭୋଟିଂରେ ଅଧ୍ୟକ୍ଷାଙ୍କ ବିପକ୍ଷରେ ୪୪ ଭୋଟ୍ ରହିଥିବା ବେଳେ ସପକ୍ଷରେ…