Tag: BJD

ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗ; ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବ ବିଜେଡି: ନବୀନ

ବିଧାନସଭାରେ ପୋଲାଭରମ ତାତି । ପୋଲାଭରମ ପ୍ରକଳ୍ପକୁ ନେଇ କମ୍ପିଛି ଗୃହ । ଏହାପରେ ପୋଲାଭରମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି ବିଜେଡ଼ି ଆଗରୁ ବି ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ…

ଓଡ଼ିଶାରେ ହେବ ଗୋହତ୍ୟା ବନ୍ଦ: ବିଜେପିର ଦୃଢ଼ୋକ୍ତି; ବିଜେଡିର ପ୍ରଶ୍ନ

ଗୋ ହତ୍ୟା ରୋକିବାକୁ ବିଭିନ୍ନ ପଦକ୍ଷେପ ରାଜ୍ୟସରକାର ନେଉଥିଲେ ମଧ୍ୟ ଏହା ବନ୍ଦ ହେବାର ନାଆଁ ଧରୁନି। ତେଣୁ ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ସଂପର୍କରେ ସୁଚନା ଦେଇ କହିଛନ୍ତି ଆସାମ ପରି ଓଡ଼ିଶାରେ ମଧ୍ୟ ବନ୍ଦ ହେବ…

ନବୀନଙ୍କ ଥିବା ଭିତରେ ସରକାର ଗଲା, ଦଳ ବି ଯିବ !

ବିଜୁ ଜନତା ଦଳର ଗଡ଼ ଥିଲା ବଡ଼ମ୍ବା। ୧୯୯୦ରୁ ଏହି ଆସନରୁ ଅଣକଂଗ୍ରେସ ପ୍ରାର୍ଥୀ ଜିତି ଆସୁଥିଲେ। ୧୯୯୫ରେ ଜନତା ଦଳ ଟିକଟରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଦେବୀ ପ୍ରସାଦ ମିଶ୍ର । ବିଜଦ ଟିକଟରେ ୨୦୦୦…

ପୋଲାଭରମ ପ୍ରକଳ୍ପ ନେଇ ଜଳ ଶକ୍ତି ମନ୍ତ୍ରୀଙ୍କୁ ଭେଟିଲା ବିଜେଡି ଟିମ

ଦେବୀ ମିଶ୍ରଙ୍କ ନେତୃତ୍ୱରେ ବିଜେଡ଼ି ପ୍ରତିନିଧିମଣ୍ଡଳ ରାଜ୍ଯସଭାର ବିଜେଡ଼ି ସାଂସଦ, ବିଧାୟକ, ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ଏବଂ କୋରାପୁଟ ଅଞ୍ଚଳର ପୂର୍ବତନ ବିଧାୟକମାନଙ୍କ ସହ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭାରତ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ…

ବିଜେଡିର ପୋଲାଭରମ ପ୍ରକଳ୍ପକୁ ବିରୋଧ; ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବ ବିଜେଡି ଟିମ୍

ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଗ୍ରାମ ଜଳମଗ୍ନ ହେବ ଓ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ଏହି ପ୍ରକଳ୍ପ କାମ ଆଗକୁ ବଢ଼ିବା ଉଚିତ ନୁହେଁ ବୋଲି ବିଜୁ ଜନତା ଦଳ ତରଫରୁ ଆଜି…

ବିଜେଡ଼ି ଛାଡ଼ିଲେ ନୟନା ସାହୁ ଓ ଆଲୋକ କୁମାର ସାହୁ

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ଶକ୍ତ ଝଟକା। ବଡମ୍ବା ବ୍ଲକ ଛାଡୁଛନ୍ତି ବିଜେଡ଼ି ନେତା । ବିଜେଡ଼ି ଛାଡ଼ିଲେ ବଡମ୍ବା ବ୍ଲକ ୩୧ ନମ୍ୱର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ନୟନା ସାହୁ । ସେ…

ବିଜେଡି ଛାଡ଼ିଲେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି

ବଡ଼ମ୍ବାରେ ବିଜେଡିକୁ ବଡ଼ ଝଟକା । ବିଜେଡି ଛାଡ଼ିଲେ ରଘୁପତି ମହାନ୍ତି । କଟକ ଜିଲ୍ଲା ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା…

ତଥାପି କମିନି ନବୀନ ଚମକ

ପପୁ ବାବୁ ଭାରି ଆଶା ବାନ୍ଧିଥିଲେ ଯେ, ପବନ ବାବୁଙ୍କ ସିଏମ ରେକର୍ଡ ଭାଙ୍ଗିବେ। ପବନ ବାବୁ ସିକିମର ମୁଖ୍ୟମନ୍ତ୍ରୀ ଥିଲେ । ଛୋଟିଆ ରାଜ୍ୟ । କିନ୍ତୁ ଓଡ଼ିଶାର ସିଏମ ହେଇ ଏକ ବିରଳ ରେକର୍ଡ କରିବାକୁ ସପ୍ନ ଦେଖୁଥୁବା…

ସୁଜିତ ଯିବେ ଭାଜପାରୁ, ବିଜଦ ପାଇଁ ବାଜିଲା ବିପଦ ଘଣ୍ଟି

ଓଡ଼ିଶାରେ ଖାଲି ପଡ଼ି ଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ ଡିସେମ୍ବର ୨୦ରେ । ଏଥିସହିତ ୪ଟି ରାଜ୍ୟର ୬ଟି ଆସନ ପାଇଁ ମଧ୍ଯ ହେବ ଉପନିର୍ବାଚନ। ନିର୍ବାଚନ କମିଶନଙ୍କ ଘୋଷଣା ସହ ବିଜୁ ଜନତା ଦଳ ପାଇଁ…

ନବୀନଙ୍କ ନିରାଶା; ରାହୁଲ ହିଁ ଭରସା

ବହୁଦିନ ପରେ ଶଙ୍ଖୁଆମାନେ ଆନନ୍ଦିତ ହେଲେ। ପାଖାପାଖି ୬ ମାସ ପରେ ସେମାନଙ୍କ ମୁହଁରେ ହସ ଫୁଟିଲା । ହସ ଫୁଟିବାର କାରଣ ହେଲା ଝାଡ଼ଖଣ୍ଡ ନିର୍ବାଚନରେ ଜିଣି ପାରିଲାନି ପଦ୍ମ । ବିଷାଦ ଯୋଗରେ ପଡିଥିବା ପପୁ ମହାରାଜାଙ୍କ ପାଇଁ…