Tag: BJD

ବିଦେଶ ଗସ୍ତରୁ ଫେରିଲେ ସାଂସଦ ସସ୍ମିତ ପାତ୍ର; ୱାକଫ ବିଲ୍‌କୁ ନେଇ ଦେଲେନାହି କୌଣସି ପ୍ରତିକ୍ରିୟା

ୱାକଫ ବିଲ୍ ଭୋଟିଂକୁ ନେଇ ବିବାଦରେ ଅଛନ୍ତି ସାଂସଦ ସସ୍ମିତ ପାତ୍ର । ଏହାକୁ ନେଇ ବିଜେଡି ଦଳରେ ବିବାଦ ବଢ଼ି ଚାଲିଥିବା ବେଳେ ଆଜି ଭାରତ ଫେରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ଦିଲ୍ଲୀରେ ପହଞ୍ଚିବା ପରେ ୱାକଫ୍‌…

ୱାକ୍‌ଫ ପ୍ରସଙ୍ଗ ଘୋଡ଼ାଇବାକୁ ଚେଷ୍ଟା କରାଯାଉଛି: ପ୍ରଭାତ ତ୍ରିପାଠୀ

ନବୀନ କହିଲେ ବିଜେଡି ଦଳରୁ ପ୍ରଭାତ ତ୍ରିପାଠୀ ବିଦା ହୋଇଥିବା ଓ ଚିଟଫଣ୍ଡ ମାମଲାରେ ଜେଲ୍ ବି ଯାଇଛନ୍ତି ନବୀନଙ୍କ ମନ୍ତବ୍ୟକୁ ଉପରେ କଡ଼ା ଜବାବ ଦେଇଛନ୍ତି ପ୍ରଭାତ ତ୍ରିପାଠୀ । ଆଜି ସାମ୍ବାଦିକ ସମ୍ମିଳନୀ ସେ କହିଛନ୍ତି ମୁଁ ନିଲମ୍ବନ…

୨୦୧୭ ମସିହାରେ ପ୍ରଭାତ ତ୍ରିପାଠୀଙ୍କ ନିଲମ୍ବନ ନିଜେ ଉଠାଇଥିଲେ ନବୀନ

ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ୨୦୧୭ ମସିହାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜେ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଥିଲେ । ଚିଟ୍‌ଫଣ୍ଡ ସଂସ୍ଥା ସହ ଲିଙ୍କ ଅଭିଯୋଗରେ ସିବିଆଇ ପ୍ରଭାତଙ୍କୁ ୨୦୧୪ ରେ ଗିରଫ କରିଥିଲା ।…

ପାଣ୍ଡିଆନଙ୍କୁ କ୍ଲିନ ଚିଟ ଦେଲେ ନବୀନ ପଟ୍ଟନାୟକ

ପାଣ୍ଡିଆନ କୁ କ୍ଲିନ ଚିଟ ଦେଲେ ନବୀନ ପଟ୍ଟନାୟକ । ପାଣ୍ଡିଆନ ଙ୍କ ବିଷୟରେ ଗଣମାଧ୍ୟମକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ, କାର୍ତ୍ତିକେୟନ ପାଣ୍ଡିଆନ ଅତୀତରେ କେବଳ ରାଜ୍ୟ ପାଇଁ ନୁହେଁ ବରଂ ଦଳ ପାଇଁ ବହୁତ ଭଲ…

ନାଁ ନ ନେଇ କିଛି ବିଜେଡି ନେତାଙ୍କ ଉପରେ ବର୍ଷିଲେ ଦେବାଶିଷ ସାମନ୍ତରାୟ

ୱାକଫ ବିଲ୍ ଭୋଟିଂକୁ ନେଇ ବିଜୁ ଜନତା ଦଳରେ ଉଠିଥିବା ଝଡ ପ୍ରଶମିତ ହେବା ବଦଳରେ ଆହୁରି ଜଟିଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଦଳର ପରାଜୟର କାରଣ କହିଛନ୍ତି ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ । ବିଜେଡିର ପରାଜୟ…

ୱକଫ୍ ବିଲ୍ ଭୋଟିଂ ମାମଲା; ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କ ମେଳି

ୱକଫ୍ ବିଲ୍ ସପକ୍ଷରେ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ଏବେ ବିଜେଡିରେ ଦେଖିବାକୁ ମିଳିଛି ବିବାଦ । ଦଳର ଭିତରେ ଥିବା ନେତାଙ୍କ ମଧ୍ୟରେ ମତ ମତାନ୍ତର ଆରମ୍ଭ ହୋଇଯାଇଛି । ଦଳର ସ୍ଥିତି ପାଇଁ ବାରମ୍ୱାର ବସୁଛି ବୈଠକ ।…

ଅଂଶୁମାନ ମହାନ୍ତିଙ୍କ ଘରେ ଏକାଠି ହେଲେ ବିଜେଡିର ଯୁବ ନେତା

ରାଜ୍ୟସଭାରେ ୱାକଫ୍ ବିଲ୍‌ ଭୋଟିଂକୁ ନେଇ ବିଜେଡିରେ ଦେଖିବାକୁ ମିଳିଛି ବିବାଦ । ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଦଳର ଭିତରେ ଥିବା ନେତାଙ୍କ ମଧ୍ୟରେ ମତ ମତାନ୍ତର ଆରମ୍ଭ ହୋଇଯାଇଛି । ଦିନକୁ…

ପ୍ରଥମଥର ନବୀନ ନିବାସରେ ପଡ଼ିଲା ନବୀନ ମୁର୍ଦ୍ଦାବାଦ

୨୯ ବର୍ଷ ଭିତରେ ଯାହା ଶୁଣାଯାଇନଥିଲା, ଯାହା ବି କେହି ସପ୍ନରେ ଭାବିନଥିଲେ ସୋମବାର ତାହା ଲୋକେ ଶୁଣିଲେ, ଦେଖିଲେ ଏବଂ ଚମକି ପଡ଼ିଲେ । ପ୍ରଥମଥର ପାଇଁ ନବୀନ ନିବାସରେ ନବୀନ ମୁର୍ଦ୍ଦାବାଦ ପକାଇବାକୁ ସାହସ କଲେ ମୁସଲମାନ ମାନେ…

ୱକଫ ବିଲ୍‌ରେ ବିଜେଡି ଭୋଟିଂ ଘଟଣା; ନବୀନ ସାମ୍ନାକୁ ଆସି ସ୍ପଷ୍ଟ କରିବା ଦରକାର: ପ୍ରଫୁଲ୍ଲ ଘଡ଼ାଇ

ୱକଫ ବିଲ୍‌ରେ ବିଜେଡି ଭୋଟିଂକୁ ନେଇ ଝଡ଼ ଥମିବାର ନାମ ନେଉନି। ଜଣକ ପରେ ଜଣେ ବରିଷ୍ଠ ନେତା ଦଳର ସୁପ୍ରିମୋଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି । ଏହି ମଧ୍ୟରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼ାଇଙ୍କ ବିସ୍ଫୋରକ ବୟାନ…

ୱକଫ ବିଲ୍‌ରେ ବିଜେଡି ଭୋଟିଂ ଘଟଣା; ପାଣ୍ଡିଆନଙ୍କୁ ଦାୟୀ କଲେ ବିଜେଡିର ବରିଷ୍ଠ ନେତା

ୱକଫ ବିଲ୍‌ରେ ବିଜେଡି ଭୋଟିଂକୁ ନେଇ ଝଡ଼ ଥମିବାର ନାମ ନେଉନି। ରାଜନୈତିକ ମହଲରେ ବିଚାର ବିମର୍ଶ ଲାଗିରହିଛି। ବିଲକୁ ବିରୋଧ କରା ନଯିବାକୁ ନେଇ ଏବେ ମୁହଁ ଖୋଲିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ଦଳର ବରିଷ୍ଠ ନେତା ।…