Tag: BJD

ରେଭେନ୍ସା ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ଘେରିଲା ବିଜେଡି

ମହିଳା ମାନେ ସନ୍ଧ୍ୟା ୫.୩୦ ପରେ କାର୍ଯ୍ୟସ୍ଥଳୀରେ ରହିପାରିବେ ନାହିଁ ବୋଲି ଏକ ତାଲିବାନୀ ଅର୍ଡର ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରକାଶ ପାଇବାର କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରିଦିଆଯାଇଥିଲା । ଏହାକୁ ନେଇ ବିଜୁ ଜନତା ଦଳ ସରକାରଙ୍କ…

ଏଫ୍‌ଏମ୍‌ କଲେଜ ଘଟଣା; ସିଲଭର୍ ମେଡାଲ୍ ପାଇଁ ବିଜେଡି-କଂଗ୍ରେସ ମଧ୍ୟରେ ଚାଲିଛି ପ୍ରତିଯୋଗିତା: ଜୟନାରାୟଣ ମିଶ୍ର

ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ବିରୋଧୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଏହି ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ସେ…

ପାଣ୍ଡିଆନଙ୍କ ରି-ଲଞ୍ଚିଂ ଅଭିଯାନ ଫୁସୁକି ଗଲା !

୨୦୦୪ ପରଠାରୁ ରାହୁଲ ଗାନ୍ଧୀଙ୍କର ଶୁଭାରମ୍ଭ ବା ଲଞ୍ଚିଂ ପାଇଁ କଂଗ୍ରେସ କେତେଥର ଯେ ଉଦ୍ୟମ କଲାଣି ଏଥିରେ ସନ୍ଦେହ ନାହିଁ । ୨୦୧୪ରେ ମନମୋହନ ସିଂଙ୍କ ଜାଗାରେ ତାଙ୍କୁ ଦଳର ପିଏମ୍ ଚେହେରା ଭାବେ ଆଗକୁ ଆଣିବା ଲାଗି ଚେଷ୍ଟା…

ସୌମ୍ୟାଶ୍ରୀ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ଦାବିରେ ବିଜେଡିର ମୌନ ପ୍ରତିବାଦ

ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜୁ ଜନତା ଦଳର ବରିଷ୍ଠ ନେତା ଓ କର୍ମୀ ମାନେ ଆଜି ଭୁବନେଶ୍ୱରସ୍ଥିତ ମହାତ୍ମା ଗାନ୍ଧୀ ପାର୍କରେ ଗାନ୍ଧିଜୀ ଙ୍କ ମୁର୍ତ୍ତି ତଳେ ଶାନ୍ତିପୂର୍ଣ୍ଣ…

ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲେ ବିଜେଡି ମହିଳା ନେତ୍ରୀ ବୃନ୍ଦ 

ବିଜେପିର ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ସୌମ୍ୟାଶ୍ରୀ ଆତ୍ମହୁତି ଘଟଣାରେ ଆଜି ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜୁ ଜନତା ଦଳ କଟୁ ସମାଲୋଚନା କରିଛି। ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ଉପସଭାପତି…

ରବର ବୁଲେଟ୍‌କୁ ନେଇ ନବୀନଙ୍କ ମିଥ୍ୟା ନ୍ୟାରେଟିଭ କାହିଁକି ?

ଏଫ୍‌ଏମ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ବୁଧବାର ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । କିଛି ବିଜଦ କର୍ମୀ ଏବଂ କିଛି ପୁଲିସ ଆହତ ହୋଇଛନ୍ତି । ଆଉ…

ମମିତା-କୁନ୍ଦୁଲି-ଇତିଶ୍ରୀ କଥା ଭୁଲିଗଲାଣି ବିଜଦ ?

ଇତିଶ୍ରୀ ପ୍ରଧାନ ବୋଲି ଜଣେ ଶିକ୍ଷୟତ୍ରୀ ଥିଲେ। ଶଙ୍ଖ ନେତାମାନେ ନିହାତି ନାଁ ଶୁଣିଥ‌ିବେ । ସେ ନିଜେ ଦିହରେ ନିଆଁ ଲଗାଇ ମରିନଥିଲେ। କେହି ଜଣେ ତାଙ୍କ ଦିହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲା । ବିଚାରା ଇତିଶ୍ରୀ…

ବିଜେଡିର ଶାନ୍ତିପୂର୍ଣ୍ଣ ପ୍ରତିବାଦ ଉପରେ ପୋଲିସର ଅମାନୁଷିକ ଆକ୍ରମଣକୁ ନବୀନଙ୍କ ଦୃଢ଼ ନିନ୍ଦା

ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା । ଏଥିରେ ବିଜେଡି ର ହଜାର ହଜାର କର୍ମୀ ଶାନ୍ତିପୂର୍ଣ୍ଣ ଭାବରେ ଲୋୟାର…

ବିଜେଡିର ଲୋକସେବା ଭବନ ଘେରାଉ ବେଳେ ବବି, ସୁଲତା, ଡାନି ଆହତ

ଫକୀରମୋହନ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରି ବିଜେଡି ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ଜୋରଦାର ବିକ୍ଷୋଭ କରିବା ସହ ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ବିଜେଡି-ପୋଲିସ ମୁହାଁମୁହିଁ ହୋଇଛନ୍ତି ଫଳରେ ବିଜେଡି…

ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ

ଏଫଏମ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ନ୍ୟାୟିକ ତଦନ୍ତ ଦାବିରେ ଭୁବନେଶ୍ୱରର ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଛି ବିଜେଡି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଲୋୟର ପିଏମଜିରେ ବିଜେଡିର ବରିଷ୍ଠ ନେତାଙ୍କ ଶହଶହ ବିଜେଡିର ଯୁବ-ଛାତ୍ର ଓ ମହିଳା…