ତାଜା ଖବର ରାଜନୀତି ରାଜ୍ୟ ପରାଜିତ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଦ୍ବାରା ନବନିର୍ମିତ ଶ୍ମଶାନ ଉଦଘାଟନକୁ ନେଇ ତେଜିଲା ରାଜନୀତି July 23, 2024 Papirani ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ଭାରତୀୟ ଜନତା ପାର୍ଟି ଆଜି ସରକାର ଗଠନ କରିଛି । ବିଜେଡି ହାରିଯାଇଥିଲେ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରୁନାହିଁ । ଲୋକେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ମଧ୍ୟ ସେ କ୍ଷମତାରେ ରହିଛି ବୋଲି ମନେ ମନେ ଭାବୁଛି…
ତାଜା ଖବର ରାଜନୀତି ରାଜ୍ୟ ଅସହଯୋଗ ମାନସିକତା ଛାଡି ବିଜେଡି ଧୈର୍ଯ୍ୟ ଧରିବା ଆବଶ୍ୟକ: ପୃଥ୍ୱୀରାଜ ହରିଚନ୍ଦନ July 22, 2024 Papirani ଓଡ଼ିଶାବାସୀଙ୍କ ଆର୍ଶୀବାଦରୁ ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିଛି । ଓଡିଶାବାସୀଙ୍କ ବିପୁଳ ସମର୍ଥନ ଓ ଆଶୀର୍ବାଦ ପ୍ରାପ୍ତ କରି ଜନତାଙ୍କ ସରକାର ହୋଇଛି ବିଜେପି ସରକାର । ବିକଶିତ ଓଡ଼ିଶା ଗଠନ ପାଇଁ ଏହି ସରକାର ପ୍ରତିଶ୍ରୁତିବଦ୍ଧ ।…
ତାଜା ଖବର ରାଜନୀତି ରାଜ୍ୟ ଗୃହରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ହୋଇଛି ଅପମାନ: ବିଜେଡି July 22, 2024 Papirani ଆଜିଠୁ ଆରମ୍ଭ ହୋଇଯାଇଛି ଓଡ଼ିଶା ବିଧାନସଭାରେ ବଜେଟ ଅଧିବେଶନ । ବଜେଟ ଅଧିବେଶନ ସମୟରେ ଗୃହରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ଆଣିଛି ବିଜେଡି । ଅଭିଯୋଗ ଅନୁସାରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ…
ରାଜନୀତି ରାଜ୍ୟ ବିଜେଡିର ପ୍ୟାନେଲିଷ୍ଟ ଟିମ ଘୋଷଣା July 22, 2024 Nirvay ବିଜେଡିର ନୂଆ ପ୍ୟାନେଲିଷ୍ଟ ଟିମ ଘୋଷଣା ହୋଇଛି । ଏହି ପ୍ୟାନେଲିଷ୍ଟ ଟିମ୧୬ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି । ପ୍ୟାନେଲିଷ୍ଟ ଟିମରେ ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟ, ସୁବାସ ସିଂ, ରମେଶ ବେହେରା, ମନ୍ମଥ ରାଉତରାୟ, ତୁମ୍ବନାଥ ପଣ୍ଡା,…
ତାଜା ଖବର ରାଜନୀତି ରାଜ୍ୟ ଏଏସଓଙ୍କୁ ମାଡ ମାରିବା ପ୍ରସଙ୍ଗରେ ପ୍ରତିବାଦ କରି କକ୍ଷତ୍ୟାଗ କଲେ ବିଜେଡି ଓ କଂଗ୍ରେସ ବିଧାୟକ July 22, 2024 Papirani ବିଧନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ଗୃହରେ ଦେଖା ଯାଇଛି ହଟ୍ଟଗୋଳ । ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗରେ ପ୍ରତିବାଦ କରି କକ୍ଷତ୍ୟାଗ କଲେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ।
ରାଜ୍ୟ ଆକ୍ରୋଶମୂଳକ ରାଜନୀତିରୁ କ୍ଷାନ୍ତ ରୁହନ୍ତୁ ବିଜେପି ସରକାର: ବିଜେଡି July 21, 2024 Nirvay ରାଜ୍ୟ ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ପ୍ରସଙ୍ଗରେ ଶଙ୍ଖ ଭବନରେ ବିଜେଡି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛି। ସରକାର ଗଠନକୁ ମାସେ ପୂରିନି। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁରେ ଥିବା କ୍ରୀଡା ପୁରାସ୍କାରର ନାଁ…
ତାଜା ଖବର ରାଜନୀତି ରାଜ୍ୟ ବିଧାନସଭାରେ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଲଢେଇ କରିବୁ: ବିଜେଡି July 20, 2024 Papirani ଶଙ୍ଖ ଭବନଠାରେ ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ଆଗାମୀ ବିଧାନସଭା ଅଧିବେଶନ ପାଇଁ ଦଳର ରଣନୀତି ପ୍ରସ୍ତୁତ କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ ଶଙ୍ଖ ଭବନ ପ୍ରସଙ୍ଗରେ ମୁହଁ ଖୋଲିଲା ବିଜେଡି July 20, 2024 Papirani ଶଙ୍ଖ ଭବନ ପ୍ରସଙ୍ଗରେ ବିଜେଡିର ପ୍ରେସମିଟରେ ରାଜସ୍ବମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ରଖିଲା ବିଜେଡି । ବିଜେଡି କହିଛି ବେଆଇନ ନୁହେଁ ଶଙ୍ଖ ଭବନ । ଶଙ୍ଖ ଭବନକୁ ନେଇ ବିଭ୍ରାନ୍ତି କରାନଯାଉ । ଆଇନ ଆଧାରରେ ନିର୍ମାଣ ହୋଇଛି ଶଙ୍ଖ ଭବନ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟବାସୀ ମର୍ମାହତ ହେବା ପରି କିଛି ନକରନ୍ତୁ ବିଜେପି ସରକାର: ବିଜେଡି July 20, 2024 Papirani ବିଜେପି ସରକାର ପୂର୍ବରୁ ରହିଥିବା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନର ନାଁ ପରିବର୍ତନ କରି ଓଡିଶା ରାଜ୍ୟ କ୍ରୀଡା ସମ୍ମାନ ରଖିବା ପାଇ ଘୋଷଣା କରିବା ପରେ ଏହି ନିଷ୍ପରିକୁ କଡା ବିରୋଧ କରିଛନ୍ତି ବିଜେଡି ବିଧାୟକ ଡ. ଅରୁଣ କୁମାର…
ତାଜା ଖବର ରାଜନୀତି ରାଜ୍ୟ ତଦନ୍ତର ଅନ୍ତର୍ଭୁକ୍ତ ହେବ ଶଙ୍ଖ ଭବନ July 20, 2024 Papirani ବିଜେଡିର ପାର୍ଟି ଅଫିସ୍ ତଥା ଶଙ୍ଖ ଭବନର ହେବ ତଦନ୍ତ। ରାଜଧାନୀର ଛାତିରେ ବେଆଇନ ଭାବେ ବିଜେଡିର ଶଙ୍ଖ ଭବନ ନିର୍ମାଣ ହୋଇଥିବା ଅଭିଯୋଗ ପରେ ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ। ସେ କହିଛନ୍ତି ବିଜେଡିର ଶଙ୍ଖ ଭବନକୁ…