Tag: BJD

Woman BDO Attacked: ମହିଳା ବିଡିଓଙ୍କୁ ବିଜେପି କର୍ମୀଙ୍କ ସଂଘବଦ୍ଧ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ: ବିଜେଡି

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବିଜେପି କର୍ମୀଙ୍କ ଦାଦାଗିରି ଏବଂ ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିଛି । ବିଜେପି ସରକାର ରାଜ୍ୟରେ ଶାସନ ଭାର ଗ୍ରହଣ କରିବା ପରଠାରୁ ଆଇନଶୃଙ୍ଖଳା ବ୍ୟବସ୍ଥା ନିମ୍ନଗାମୀ ହେଉଛି ।…

BJD Crisis: ନବୀନ ବାବୁଙ୍କ ପାଇଁ ଓଡ଼ିଶାବାସୀ ଉତ୍ତରାଧିକାରୀ ବାଛିବେ- ଅଶୋକ ପଣ୍ଡା

ନୂତନ ବର୍ଷ ଆରମ୍ଭରୁ ପୁଣି ଚର୍ଚ୍ଚାରେ ନବୀନଙ୍କ ଉତ୍ତରାଧିକାରୀ । ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପରେ ଉତ୍ତରାଧିକାରୀ ପ୍ରତିକ୍ରିୟା ଦେଇଛନ୍ତି ଅଶୋକ ପଣ୍ଡା । ସେ କହିଛନ୍ତି ନବୀନ ବାବୁ ନିଜେ କହିଛନ୍ତି ଓଡ଼ିଶାବାସୀ ଉତ୍ତରାଧିକାରୀ ବାଛିବେ ।କିଏ ଚାହିଁଚି…

BJD Target BJP Govt: ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଓଡିଶା ଲଜ୍ଜିତ ଓ
ନିନ୍ଦିତ ହେଉଛି: ବିଜେଡି

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ଡ଼ ସସ୍ମିତ ପାତ୍ର ଓ ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଆଇନ ଶୃଙ୍ଖଳା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାର ଏକ…

BJD And Congress: ସରକାରଙ୍କୁ କେମିତି ଘେରିବେ ଦୁଇ ବିରୋଧୀ ?

ମୁଖ୍ୟ ବିରୋଧୀ ଦଳ ବିଜଦକୁ ନୂଆପଡ଼ାରେ ତୃତୀୟ ସ୍ଥାନକୁ ଠେଲିଦେଇ କଂଗ୍ରେସ ଏକ ବିରାଟ ସଫଳତା ପାଇଥିଲା ବୋଲି ଦଳୀୟ ନେତୃତ୍ୱ ପ୍ରଚାର କଲେ । କିନ୍ତୁ ବିଜଦକୁ ପଛରେ ପକାଇ କଂଗ୍ରେସ ଦ୍ବିତୀୟ ସ୍ଥାନ ଦଖଲ କରିପାରିବ କି ?…

Biju Janata Dal: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା

ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ବିଜୁ ଜନତା ଦଳ ଘୋଷଣା କରିଛି । ଯୁବ ସଂଗଠନ ପାଇଁ ୧୬୦ ଓ ଛାତ୍ର ସଂଗଠନ ପାଇଁ ୧୪୫ ଜଣିଆ ତାଲିକା ପ୍ରକାଶ ପାଇଛି…

Foundation Day of BJD: ଶଙ୍ଖଭବନରେ ଚାରି ଯୁବନେତା ନଥିଲେ କାହିଁକି ?

ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସରେ ଚାରି ଯୁବନେତାଙ୍କୁ ଶଙ୍ଖଭବନରେ ଦେଖ‌ିବାକୁ ମିଳିଲା ନାହିଁ । ସେମାନେ ହେଲେ ପୂର୍ବ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କାର୍ଯ୍ୟାଳୟ ସମ୍ପାଦକ ସଞ୍ଜୟ ଦାସବର୍ମା, ସୁଜାତା ଲାଓ ପାର୍ଟି ବଚାଓ ଅଭିଯାନର…

Violence Against Women in Odisha: ଡବଲ ଇଞ୍ଜିନ ସରକାର ମହିଳା ହିଂସାରେ ଓଡିଶାକୁ କଳଙ୍କିତ କରିଛି: ବିଜେଡି

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ବୋଲି ବିଜୁ ଜନତା ଦଳ କହିଛି । ଆଜି ଶଙ୍ଖ ଭବନଠାରେ ଆୟୋଜିିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଉପସଭାପତି ସଂଜୟ…

BJD Foundation day: ବିଜେଡି ପ୍ରତିଷ୍ଠା ଦିବସରେ ଦଳୀୟ ନେତାଙ୍କ ଉପରେ ବର୍ଷିଲେ ପ୍ରଭାତ ବିଶ୍ୱାଳ; ପଣ୍ଡିଆନ ଦମ୍ପତିଙ୍କୁ କଲେ ପ୍ରଶଂସା

ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଶଙ୍ଖ ଭବନରେ ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବିପୁଳ ଉତ୍ସାହ ସହ ପାଳିତ ହୋଇ ଯାଇଛି । ଏହି ସମୟରେ ଖୋଲା ମଞ୍ଚରେ ବିସ୍ଫୋରଣ…

BJD Will Stay For 100 Years: ଶହେ ବର୍ଷ ରହିବ ବିଜେଡି – ନବୀନ ପଟ୍ଟନାୟକ

ଆଜି ଶଙ୍ଖ ଭବନ ରେ ବିଜୁ ଜନତା ଦଳ ୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ବିପୁଳ ଉତ୍ସାହ ସହ ପାଳିତ ହୋଇ ଯାଇଛି। ଏହି ଅବସରରେ ଉପସ୍ଥିତ ନେତା ଓ କର୍ମୀ ମାନଙ୍କୁ ଉଦବୋଧନ ଦେଇ…

Chandbali Bandh: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲା: ଆଜି ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ 

ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା। ଆଜି ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ ପାଳନ କରାଯାଉଛି। ନାବାଳିକା ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଆଜି ଦୁଇ ବିରୋଧୀ ଦଳ ବିଜେଡ଼ି ଏବଂ କଂଗ୍ରେସ ପୃଥକ ପୃଥକ ୬ ଘଣ୍ଟିଆ ବନ୍ଦ…