Tag: BJD

ଏସଆଇ ପରୀକ୍ଷାରେ ଜାଲିଆତି ମାମଲା: ସିବିଆଇ ତଦନ୍ତ ଦାବି କଲା ବିଜୁ ଯୁବ ଜନତା ଦଳ

ପୋଲିସ ସବ୍ ଇନିସପେକ୍ଟର୍ ପରୀକ୍ଷାରେ ଜାଲିଆତି ନେଇ ସିବିଆଇ ତଦନ୍ତ ଦାବି କରିଛି ବିଜୁ ଯୁବ ଜନତା ଦଳ । ବଡ଼ ଧରଣର ଅର୍ଥ କାରବାର ନେଇ ବିଜୁ ଯୁବଜନତା ଦଳ ଅଭିଯୋଗ କରିଛି । ଯୁବ ବିଜେଡି ସଭାପତି ଚିନ୍ମୟ…

ଗୋପବନ୍ଧୁ ଜୟନ୍ତୀରୁ ମାସେ ପର୍ଯ୍ୟନ୍ତ ବିଜେଡି କରିବ ପଦଯାତ୍ରା

ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ନଭେମ୍ବର ୯ ଯାଏଁ ପଦଯାତ୍ରା କରିବ ବିଜେଡି। ମାସେ ଧରି ଚାଲିବ ଏହି ଅଭିଯାନ । ଏ ନେଇ ଆଜି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ଉପସଭାପତି ଦେବୀ ମିଶ୍ର ଓ ବରିଷ୍ଠ ଉପସଭାପତି ପ୍ରମିଳା…

ବିଜେଡିରୁ ନିଲମ୍ବିତ ଶ୍ରୀମୟୀ ମିଶ୍ରଙ୍କ ‘ନେପୋଟିଜମ୍‌’ ନିଶାନା

ବିଜେଡିରୁ ନିଲମ୍ବିତ ଶ୍ରୀମୟୀ ମିଶ୍ରଙ୍କ ‘ନେପୋଟିଜମ୍‌’ ନିଶାନା । ପୁଣି ସୋସିଆଲ ମିଡ଼ିଆରେ ନିଶାନା କଲେ ଶ୍ରୀମୟୀ ମିଶ୍ର ।ରାଜନେତାଙ୍କ ନାଁ ନ ନେଇଥିଲେ ବି ଅଣଦେଖା ନେଇ ରୋଷ ବଖାଣିଲେ ଶ୍ରୀମୟୀ ମିଶ୍ର । ସେ କହିଛନ୍ତି ଯାହା ଯୋଗ୍ୟତା…

ଗତ ଏକ ବର୍ଷରେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀମୟୀଙ୍କ ଫଟୋ ଭିଡିଓ ଜାରି କଲା ବିଜେଡି

ଗତକାଲି ଶ୍ରୀମୟୀ ମିଶ୍ରଙ୍କୁ ବିଜୁ ଜନତା ଦଳ ତରଫରୁ ନିଲମ୍ୱନ କରାଯିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ, ମୁଁ ଗତ ଏକ ବର୍ଷ ହେଲା ବିଜେଡିରେ ନଥିଲି ବୋଲି ଶ୍ରୀମୟୀ ଦେଇଥିବା ମନ୍ତବ୍ୟ ଉପରେ ଆଜି ପ୍ରତିକ୍ରିୟା ଦେଇ ବିଜେଡି ଶ୍ରୀମୟୀ…

ଯଦି ସଦସ୍ୟଙ୍କ ନମ୍ୱର ନାହିଁ, ତେବେ ନିର୍ବାଚନ ନିୟମାନୁମୋଦିତ ନୁହେଁ: ଶ୍ରୀମୟୀ ମିଶ୍ର

ଦଳରୁ ବାହାରିବା ପରେ ଶ୍ରୀମୟୀ ମିଶ୍ର ଗୋଟିଏ ପରେ ଗୋଟିଏ ପ୍ରହାର କରୁଛନ୍ତି । ବିଜେଡ଼ିରୁ ନିଲମ୍ବନ ପରେ ପୁଣି ବର୍ଷିଛନ୍ତି ଶ୍ରୀମୟୀ ମିଶ୍ର। ସୋସିଆଲ୍ ମିଡ଼ିଆ ପୋଷ୍ଟରେ ଲେଖିଲେ ଗଣତନ୍ତ୍ରର ଅପମାନ । ନିର୍ବାଚନ ପ୍ରକ୍ରିୟା ଏକ ଅଗଣନ୍ତ୍ରାତିକ ପ୍ରକ୍ରିୟା…

ବିଜେଡିରୁ ସସ୍‌ପେଣ୍ଡ ହେଲେ ଶ୍ରୀମୟୀ ମିଶ୍ର; ସୋସିଆଲ ମିଡିଆରେ ଦେଲେ ପ୍ରତିକ୍ରିୟା

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବନ କରାଯାଇଛି । କେବଳ ଶ୍ରୀମୟୀ ନୁହଁନ୍ତି ମୟୂରଭଞ୍ଜ ଜିଲ୍ଲାର ଆଉ ୨ ସଦସ୍ୟ ସୁବାସ ଚନ୍ଦ୍ର ସାଇ ଏବଂ ପ୍ରବୀର…

ବିଜେଡିର ନିମାପଡ଼ା ଦ୍ୱନ୍ଦ୍ୱ; କାହିଁକି ଚୁପ ନବୀନ?

ଦୁର୍ନୀତିର ସବୁ ସୀମା ଲଙ୍ଘିଥିବା ନେତାଙ୍କଠାରୁ ମୋହ ତୁଟାଇ ପାରୁନାହାନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ୨୦୨୪ ସାଧାରଣ ନିର୍ବାଚନର ନିମାପଡ଼ା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ । ସେ ଏବେ ଜମି…

ବିଧାନସଭା ସମ୍ମୁଖରେ ଜୋରଦାର୍ ବିକ୍ଷୋଭ; ବ୍ୟାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ

ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡିର ପ୍ରତିବାଦ। ଗାନ୍ଧୀ ମାର୍ଗରେ ଗର୍ଜିଛନ୍ତି ଶହ ଶହ ସଂଖ୍ୟାରେ କର୍ମୀ । ବହୁ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ୱାର୍ଡମେମ୍ବରଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ନେତା ସାମିଲ ହୋଇଛନ୍ତି । ପ୍ରତାପ ଜେନା,…

ବିଜେପିର ଦାଦନମୁକ୍ତ ଓଡିଶା ଗଠନ ପ୍ରତିଶ୍ରୁତି ପାଣିର ଗାର: ବିଜେଡି

ନିଜର ନିର୍ବାଚନୀ ଇସ୍ତାହାରରେ ଓଡିଶାକୁ ଦାଦନ ମୁକ୍ତ କରିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା କିନ୍ତୁ, କ୍ଷମତାକୁ ଆସିବାର ପନ୍ଦର ମାସ ପରେ ମଧ୍ୟ ରାଜ୍ୟରେ ଦାଦନ ସମସ୍ୟା କମିବା ପରିବର୍ତ୍ତେ ଅଧିକ ଉକ୍ରଟ ହୋଇଛି ବୋଲି ବିଜୁ ଜନତା ଦଳ…

ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ ପଟ୍ଟନାୟକ

ନୂଆପଡ଼ାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ ପଟ୍ଟନାୟକ। ବିଜୁ ଜନତା ଦଳ ର ବରିଷ୍ଠ ନେତା ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ନୂଆପଡାରେ ଆୟୋଜିତ ଶୋକସଭାରେ ଅନଲାଇନରେ ଯୋଗ ଦେଇଥିଲେ ଦଳର ସଭାପତି ତଥା ବିରୋଧୀ ଦଳ ନେତା…