Tag: BJD

ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

ନିର୍ବାଚନ ସମୟରେ ଝରିଗାଁର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଝରୀଗାଁ ଦେଉଳକଣା ୨୦୪ ନମ୍ବର ବୁଥଠାରେ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ କିଛି ବିଜେଡି କର୍ମୀ ଚାରିଆଡୁ ଘେରିଯାଇ ଆକ୍ରମଣ କରିଥିଲେ । ତେବେ…

ବିଜେପିର ପ୍ରଶ୍ନରେ ଘାଇଲା ବିଜେଡି

ବିଜେଡିକୁ ବିଜେପିର ପଞ୍ଚମୁଖୀ ଆକ୍ରମଣ। ବିଜେପି ପକ୍ଷରୁ ଭୁବନେଶ୍ବରର ଏକ ହୋଟେଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ମନମୋହନ ସାମଲ ଏକା ସଙ୍ଗେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।…

ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା,ସନ୍ଦେହରେ ପୋଲିସ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁରରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୩ ତାରିଖରେ ଘଟଣା ଘଟିଥିବା ବେଳେ ମେ ୫ ତାରିଖ ପୀଡିତାଙ୍କ ଅଭିଯୋଗ ପରେ ରୁଜୁ ହୋଉଥିଲା ମାମଲା , ମେ ୭…

ରାଗିଗଲେ ନବୀନ, ମୋଦିଙ୍କ ଉପରେ ବର୍ଷିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିର୍ବାଚନୀ ସଭାରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ପରେ ଆଜି ରାତିରେ ନବୀନ ପାଲଟା ଜବାବ ଦେଇଛନ୍ତି । ଏକ ଭିଡିଓକୁ ନବୀନ ଜାରି କରି ମୋଦିଙ୍କୁ ପାଲଟା ଜବାବ ଦେଇଛନ୍ତି ।…

ସାଧୁ ନେପାକଙ୍କ ଇସ୍ତଫା ବରଗଡ଼ ବିଜେଡି ପାଇଁ ଏକ ଶକ୍ତ ଧକ୍କା

ବରଗଡ଼: ବିଜେଡି ଛାଡ଼ିଲେ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ବରଗଡ଼ ପୂର୍ବତନ ବିଧାୟକ ସାଧୁ ନେପାକ ଇସ୍ତଫାପତ୍ର ପଠାଇଛନ୍ତି। ସେ ଇସ୍ତଫାପତ୍ରରେ ଲେଖିଛନ୍ତି ମୁଁ ଅନୁଭବ କରୁଛି ଯେ ଦଳ…

ଟଙ୍କା ବାଣ୍ଟୁଛନ୍ତି ବିଜେଡି ନେତା! ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି

ନିର୍ବାଚନ ହାରିବାର ଭୟ ଘାରିଛି ବିଜୁ ଜନତା ଦଳକୁ । ଅଭ୍ୟାସଗତ ଭାବେ ନିର୍ବାଚନରେ ଦଳୀୟ କାର୍ଯ୍ୟ ପାଇଁ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରିଆସୁଛି ବିଜେଡି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୨ଦିନ ବାକି ଥିବାବେଳେ ଭୋଟ…

ମୋଦିଙ୍କୁ ପାଣ୍ଡିଆନଙ୍କ ଚାଲେଞ୍ଜ; ନବୀନଙ୍କ ଶପଥ ଗ୍ରହଣକୁ ଦେଲେ ନିମନ୍ତ୍ରଣ

ଆଜି ବୀରମିତ୍ରପୁରରେ ପ୍ରଚାର କରିବା ସହ ସେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ଭିକେ ପାଣ୍ଡିଆନ୍ । ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ୍ କହିଛନ୍ତି ଯେଉଁଠି ବିଜେପି ହାରିବାର ଥାଏ, ସେଠାକୁ ବିଜେପିର ବଡ…

କଣ୍ଟାବାଞ୍ଜିର ୧୦ ଟା ଗାଁ ନାଁ ଲେଖିପାରିବେ କି ନବୀନ ବାବୁ: ମୋଦି

କନ୍ଧମାଳ ପରେ ବଲାଙ୍ଗୀର ସଭାରେ ନବୀନଙ୍କ ଉପରେ ବର୍ଷିଲେ ମୋଦି। “ନବୀନ ବାବୁ ‘କଣ୍ଟାବାଞ୍ଜି’ରୁ ନିର୍ବାଚନ ଲଢ଼ୁଛନ୍ତି। ନବୀନ ବାବୁଙ୍କୁ ଏଠିକି ଆସିଲେ ତାଙ୍କୁ ବିନା କାଗଜରେ ୧୦ଟି ଗାଁ ନାଁ ଲେଖିବାକୁ କହିବେ ବୋଲି କହିଛନ୍ତି ମୋଦି। ସେ ମାଟି…

ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସାରିବ ପ୍ରଚାର

ଭୁବନେଶ୍ବର: ଆସନ୍ତା ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଆମ ରାଜ୍ୟ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ପାଇଁ ହେବ ମତଦାନ। ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନ ସହିତ ୨୮ଟି ବିଧାନସଭା ଆସନ ପାଇଁ ପଡ଼ିବ…

ବିନା କାଗଜରେ ୩୦ଟି ଜିଲ୍ଲାର ନାଁ କହିପାରିବେନି ନବୀନ: ନରେନ୍ଦ୍ର ମୋଦି

ପୂର୍ବରୁ ମିତ୍ର କହିଥିଲେ ହେଲେ ଆଜି।ଫୁଲବାଣୀ ସଙ୍କଳ୍ପ ସମାବେଶ ସଭାରେ ନବୀନଙ୍କୁ ନିଶାନା କସିଛନ୍ତି ମୋଦି। ମୋଦି କହିଛନ୍ତି ନବୀନ ବାବୁଙ୍କୁ ମୁଁ ଆଜି ଏକ ଚାଲେଂଜ ଦେଉଛି, ନବୀନ ବାବୁଙ୍କୁ ସାଧା କାଗଜ ଖଣ୍ଡେ ଧରାଇ ଛିଡ଼ା କରାଯାଉ। ଏବଂ…