ତାଜା ଖବର ରାଜନୀତି ରାଜ୍ୟ Amar Patnaik Join BJP: ବିଜେଡିକୁ ଶକ୍ତ ଧକ୍କା; ବିଜେପିରେ ମିଶିଲେ ଅମର ପଟ୍ଟନାୟକ November 3, 2025 Papirani ଆଜି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପିରେ ମିଶିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଇଟି ସେଲ୍ ଅଧ୍ୟକ୍ଷ ଓ ପୂର୍ବତନ ରାଜ୍ୟସଭା ସାଂସଦ…
ବ୍ୟବସାୟ FIR lodged against Bobby Das: ବିଜେଡି ନେତା ବବି ଦାସଙ୍କ ନାଁରେ ଥାନାରେ ଅଭିଯୋଗ October 31, 2025 Nirvay ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବାବେଳେ ବିଜେଡି ନେତା ବବି ଦାସଙ୍କ ନାଁରେ ଆଜି ନୂଆପଡ଼ା ଜିଲ୍ଲା କୋମନା ଥାନାରେ ଲିଖିତ ଅଭିଯୋଗ ହୋଇଛି । କୋମନାର ଜଣେ ଆଦିବାସୀ ଯୁବକ ଏହି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ…
ବ୍ୟବସାୟ Nuapada Bypoll: ନୂଆପଡାରେ ପ୍ରୀତି ରଞ୍ଜନ ଘଡେଇଙ୍କ ବାସସ୍ଥାନରେ ଚଢ଼ାଉ କରିବା ଘଟଣାକୁ କଡା ନିନ୍ଦା କରିଛି ବିଜେଡି October 31, 2025 Nirvay ନୂଆପଡାରେ ନିର୍ବାଚନ ପ୍ରଚାର ଉଷ୍ମତା ବୃଦ୍ଧି ପାଇଥିବା ବେଳେ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରୀତି ରଞ୍ଜନ ଘଡେଇ ନୂଆପଡାରେ ରହୁଥିବା ଘର ଉପରେ ପ୍ରଶାସନ ତରଫରୁ ଆଜି ଚଢ଼ାଉ କରାଯାଇଥିଲା, ଯାହାକୁ ବିଜୁ ଜନତା ଦଳ ତରଫରୁ କଡା…
ତାଜା ଖବର ରାଜନୀତି ରାଜ୍ୟ Nuapada By-Election: ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲା ବିଜେଡି October 31, 2025 Papirani ନୂଆପଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଗଣତନ୍ତ୍ରର ମୂଲ୍ୟକୁ ଦଳିମକଚି ନିର୍ବାଚନ ପରିଚାଳନା କରୁଛନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆଣି ଆଜି ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଛି ବିଜେଡି । ଏକ ବିରାଟ ପଟୁଆରରେ ବିଜେଡି ନେତୃବୃନ୍ଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
ତାଜା ଖବର ରାଜନୀତି ରାଜ୍ୟ Nuapada By-Election: ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ପୋଲିସ ଚଢ଼ାଉ October 31, 2025 Papirani ନୂଆପଡ଼ା ଖରିଆର୍ ରୋଡ୍ରେ ରହୁଥିବା ଘରେ ପୋଲିସର ଚଢ଼ାଉ । ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ବରେ ଅଛନ୍ତି ପ୍ରୀତିରଞ୍ଜନ। ନୂଆପଡ଼ା ଖରିଆର୍ ରୋଡ୍ ରେ ରହୁଥିବା ଘରେ ପୋଲିସର ଚଢ଼ାଉ କରୁଛି ପୁଲିସ। ଘରେ ପ୍ରୀତିରଞ୍ଜନ ନଥିବାରୁ ପୋଲିସ ଫେରି…
ରାଜନୀତି ରାଜ୍ୟ Nuapada Bypoll: ପ୍ରଭାତୀ ପରିଡ଼ାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ବିଜେଡି October 28, 2025 Nirvay ନୂଆପଡ଼ା ଉପନିର୍ବାଚନରେ ପ୍ରଚାର କରୁଥିବା ଉପମୁଖ୍ୟମନ୍ତ୍ରୀ ତଥା ମହିଳା, ଶିଶୁ ବିକାଶ ଓ ମିଶନଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ କରିଥିବା ତଥ୍ୟ ଓ ପ୍ରମାଣ ସହ ଅଭିଯୋଗ କରିଛି ବିଜେଡି । ଆଜି ବିଜୁ…
ତାଜା ଖବର ରାଜନୀତି ରାଜ୍ୟ Nuapada Bypoll: ଆସନ୍ନ ବାତ୍ୟା ଓ ଉପନିର୍ବାଚନ ପୂର୍ବରୁ ଡିଆଇଜିଙ୍କ ଛୁଟିରେ ଯିବାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି October 28, 2025 Papirani ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଆଜି ରାଜ୍ୟର ମୁଖ୍ୟ ନିର୍ବାଚନ କମିସନରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ, ଯେଉଁଥିରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଲ ସିଂ ଅଚାନକ ଛୁଟିରେ ଯିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି…
ରାଜନୀତି ରାଜ୍ୟ Nuapada Bypoll: ନିରଞ୍ଜନ ବିଶିଙ୍କୁ ଆମେରିକା ଯାତ୍ରାରୁ ରୋକିଲା ବିଜେଡି October 28, 2025 Nirvay ମୁଣ୍ଡ ଉପରେ ନୂଆପଡ଼ା ଉପନିର୍ବାଚନ । ଏ ନେଇ ସରଗରମ ହେଉଛି ରାଜନୈତିକ ପାଣିପାଗ । ନଭେମ୍ବର ୧୧ରେ ନିର୍ବାଚନ ଥିବାବେଳେ ପ୍ରଚାର ପ୍ରସାର ଜୋରଦାର ଚାଲିଛି । ବିଜେପି, ବିଜେଡି ଓ କଂଗ୍ରେସ, ୩ ପ୍ରମୁଖ ଦଳର ନେତା ନୂଆପଡ଼ାରେ…
ତାଜା ଖବର ରାଜ୍ୟ Nuapada ByElection: ପ୍ରଭାତୀ ପରିଡ଼ାଙ୍କ ‘ବାପ ଘର ପର, ମାମୁଁ ଘର ସାତ ପର’ ମନ୍ତବ୍ୟ: କଡ଼ା ଜବାବ୍ ଦେଇ ବର୍ଷା ସିଂ ବରିହା October 27, 2025 Papirani ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ‘ବାପ ଘର ପର, ମାମୁଁ ଘର ସାତ ପର’ ମନ୍ତବ୍ୟକୁ କଡ଼ା ଜବାବ୍ ଦେଇ ବର୍ଷା ସିଂ ବରିହା । ସେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓଡ଼ିଶାର ଇତିହାସ, ସଂସ୍କୃତି ଓ ପରମ୍ପରା ଜାଣିନାହାନ୍ତି…
ରାଜନୀତି ରାଜ୍ୟ Nuapada By-Poll: ସରକାରୀ ସମ୍ପତ୍ତିର ଦୁରୁପଯୋଗ ନେଇ ବିଜେପି ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେଡି October 25, 2025 Nirvay ବିଜେଡିର ବରିଷ୍ଠ ନେତୃବୃନ୍ଦ ଆଜି ସିଇଓଙ୍କ କାର୍ଯ୍ୟାଳୟରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ବିଜେପି ପକ୍ଷରୁ ଲଗାଯାଇଥିବା ସମସ୍ତ ଅବୈଧ ବ୍ୟାନର ଏବଂ ହୋର୍ଡିଂ ତୁରନ୍ତ ହଟାଇବା ପାଇଁ ବିଜେଡି ଦାବି କରିଛି । ନୂଆପଡ଼ା ଉପନିର୍ବାଚନରେ ସରକାରୀ…