Tag: BJD

Soumya Ranjan Targets BJD: ବିଜେଡି ନେତୃତ୍ୱକୁ ନେଇ ଟାର୍ଗେଟ କଲେ ସୌମ୍ୟ ପଟ୍ଟନାୟକ

ବିଜେଡି ଉପରେ ବର୍ଷିଲେ ପୁରୁଖା ନେତା ସୌମ୍ୟ ପଟ୍ଟନାୟକ ।ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପରେ ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ବିଜୁ ଜନତା ଦଳ ଏବଂ ଏହାର ସଭାପତି ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ସୌମ୍ୟ ପଟ୍ଟନାୟକ କହିଛନ୍ତି ଯେ…

Rajya Sabha Election: ରାଜ୍ୟସଭା ନିର୍ବାଚନ; ବିଜୟୀ ହେଲେ ବିଜେଡ଼ି ପ୍ରାର୍ଥୀ ସଂତୃପ୍ତ ମିଶ୍ର

ରାଜ୍ୟସଭା ନିର୍ବାଚନର ଫଳାଫଳ ଆସିଯାଇଛି । ରୋଚକ ହୋଇଛି ରାଜ୍ୟସଭା ନିର୍ବାଚନ । ମଇଦାନରେ ଥିବା ୫ ଜଣ ପ୍ରାର୍ଥୀଙ୍କ ମଧ୍ୟର ୪ ଜଣ ବିଜୟ ହୋଇଛନ୍ତି । ବିଜେଡ଼ି ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହୋଇଥିବା ବେଳେ ବିଜେପିର ଦୁଇ…

BJD Issues Show Cause Notice: ଦୁଇ ବିଧାୟକଙ୍କୁ ସୋ କଜ ନୋଟିସ ଜାରି କଲା ବିଜେଡି

ଦୁଇ ବିଧାୟକଙ୍କୁ ସୋ କଜ ନୋଟିସ । ରାଜ୍ୟସଭା ନିର୍ବାଚନ ପୂର୍ବରୁ, ହ୍ୱିପ୍ ସତ୍ତ୍ୱେ ଦଳୀୟ ବିଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଅଭିଯୋଗରେ ବିଜୁ ଜନତା ଦଳ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କୁ କାରଣ ଦର୍ଶାଅ…

Rajya Sabha Election: ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିବାଦରେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର

ବିବାଦ ଘେରରେ ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ । କାଲି ରାଜ୍ୟସଭା ନିର୍ବାଚନ ଥିବାବେଳେ ଠିକ୍ ଏହା ପୂର୍ବରୁ ମୁଣ୍ଡ ଟେକିଛି ବିଜେଡିର ପାଣ୍ଠି ପ୍ରସଙ୍ଗ। ଦଳର ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ସହ ଜଡିତ ଡକ୍ୟୁମେଣ୍ଟ ପ୍ରକାଶ ପାଇବା ପରେ, ଦଳ ଏବଂ…

Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ

ଆସନ୍ତାକାଲି ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ। ମୈଦାନରେ ଅଛନ୍ତି ୫ ଜଣ ପ୍ରାର୍ଥୀ। ଘୋଡା ବେପାର ଏବଂ କ୍ରସ ଭୋଟିଂ ମଧ୍ୟରେ ଆସନ୍ତାକାଲି ଭୋଟ୍ ଦେବେ ସବୁ ଦଳର ବିଧାୟକ । ତେବେ ଆସନ୍ତାକାଲିର ରାଜ୍ୟସଭା ନିର୍ବାଚନ ଲାଗି ୩ ଦଳ…

ଡ଼ ମାୟାଧର ମାନସିଂହଙ୍କୁ ଉପେକ୍ଷା ଓ ନନ୍ଦଳାକୁ ଅବହେଳା କରିବା ସରକାରଙ୍କ ହୀନମନ୍ୟତା: ବିଜେଡି

ରାଜ୍ୟ ସରକାରଙ୍କ ସଂସ୍କୃତିି ବିଭାଗ ଓଡ଼ିଶାର ୨୫ ଜଣ ବରପୁତ୍ରଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବରେ ଘୋଷଣା କରିଛନ୍ତି । ଅଥଚ ଏ ତାଲିକାରେ କବି ପଦ୍ମଶ୍ରୀ ଡ. ମାୟାଧର ମାନସିଂହଙ୍କ ଗାଁ ନନ୍ଦଳା ଗ୍ରାମ ନାହିଁ । ସରକାରଙ୍କ ଏହି…

Rajya Sabha Election: ବିଜେଡି ବିଧାୟକଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି; ହ୍ବିପ୍‌ ମାନିବାକୁ ଦେଲେ କଡା ନିର୍ଦ୍ଦେଶ

ରାଜ୍ୟସଭା ନିର୍ବାଚନକୁ ଆଉ ମାତ୍ର ତିନି ଦିନ ବାକି ଅଛି । ଆଗାମୀ ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ରୋକିବା ପାଇଁ କୌଣସି ଉପାୟରେ ବିଧାୟକଙ୍କୁ ଏକାଠି କରିବାକୁ ସବୁ କଳବଳ ଲଗାଇ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଓଡ଼ିଶାରେ…

BJD issues Whip to MLAs: ବିଜେଡି ବିଧାୟକଙ୍କୁ ଭୁବନେଶ୍ୱର ଛାଡ଼ିବା ମନା

ବିଜୁ ଜନତା ଦଳ ରାଜ୍ୟସଭା ନିର୍ବାଚନ ପୂର୍ବରୁ ସମସ୍ତ ବିଧାୟକଙ୍କୁ ହ୍ୱିପ ଜାରି କରିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଜାରି କରିଥିବା ହ୍ୱିପ ରେ ମାର୍ଚ୍ଚ ୧୩ ତାରିଖ ରୁ ୧୬ ଯାଏ ଭୁବନେଶ୍ୱର ନ…

LPG Price Hike: ଏଲପିଜି ଦରବୃଦ୍ଧି ପ୍ରତିବାଦରେ ବିଜେଡିର ବିଶାଳ ବିକ୍ଷୋଭ

ଏଲପିଜି ସିଲିଣ୍ଡର, ଖାଦ୍ୟ ତେଲ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ବିଜୁ ଜନତା ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳର ହଜାର…

2 Block Chairpersons Resign From BJD: ବିଜେଡି ଛାଡିଲେ ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା ଓ ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳୀ ଦାସ

ବାଲେଶ୍ୱରରେ ପୁଣି ବିଜେଡ଼ିକୁ ଝଟକା । ବାଲେଶ୍ୱରରେ ଜଣଙ୍କ ପରେ ଜଣେ ଛାଡୁଛନ୍ତି ବିଜେଡି ହାତ । ବିଜେଡି ଛାଡିଲେ ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା । ବାଲେଶ୍ୱର ସଦର ବ୍ଲକର ଅଧ୍ୟକ୍ଷା ସୁନିତା ବେହେରା ବିଜୁ ଜନତା ଦଳ…