Tag: BJD

ଇସ୍ତଫା ଦେବା ପରେ ଦଳରୁ ନିଲମ୍ୱନ ହେଲେ ପ୍ରଫୁଲ୍ଲ କୁମାର ମଲ୍ଲିକ

ବିଜେଡିରୁ ବିଦା ହେଲେ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକ । ଇସ୍ତଫା ଦେବା ପରେ ଦଳରୁ ନିଲମ୍ୱନ ହେଲେ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକ । ଦଳ ବିରୋଧୀ କାର୍ଯ୍ୟପାଇଁ ଉପସଭାପତି ପ୍ରତାପ ଜେନା ପ୍ରଫୁଲ୍ଲଙ୍କୁ ଶୁକ୍ରବାର ନିଲମ୍ବିତ…

ଭାରତୀୟ ଜନତା ପାର୍ଟି ମହିଳାଙ୍କୁ ଅପମାନିତ ଓ ନିର୍ଯ୍ୟାତିତ କରିଛି: ଲେଖାଶ୍ରୀ ସାମନ୍ତସିଂହାର

ଆଜି ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ଡ଼ ଲେଖାଶ୍ରୀ ସାମନ୍ତସିଂହାର ଓ ତାଙ୍କର ଓକିଲ ସମନ କୁମାର ରାଉତରାୟ ଭାରତୀୟ ଜନତା ପାର୍ଟିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ମହିଳାଙ୍କ ପ୍ରତି ସର୍ବସାଧାରଣରେ ଦେଇଥିବା…

ଗଠନ ହେବ ନୂଆ ବିଜେଡି; ସଂକେତ ଦେଲେ ଅମର ଶତପଥୀ

ନୂଆ ବିଜେଡି ଗଠନର ସଂକେତ ଦେଇଛନ୍ତି ବରିଷ୍ଠ ନେତା ଅମର ଶତପଥୀ । ସେ କହିଛନ୍ତି ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି । ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି ବର୍ତ୍ତମାନର ବିଜେଡି । ନିର୍ଦ୍ଦିଷ୍ଟ…

ପଞ୍ଚଭୂତରେ ବିଲୀନ ହେଲେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ

ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ନୂଆପଡ଼ାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ନୂଆପଡ଼ା ଠାରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଏହି ଅବସରରେ ସ୍ଥାନୀୟ ଜନସାଧାରଣଙ୍କ ସମେତ ବିଜେଡିର ବରିଷ୍ଠ ନେତୃବୃନ୍ଦ, ଅନ୍ୟ ରାଜନୈତିକ ଦଳର…

ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫା ଦ୍ୱାରା ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ: ବିଜେଡି

ରାୟଗଡା ଜିଲ୍ଲାରେ ଏନ୍. ଭାସ୍କର ରାଓ, ଲାଲ ବିହାରୀ ହିମିରିକା ଓ ବିଜୁ ଜନତା ଦଳର କିଛି କର୍ମକର୍ତ୍ତା ଆଜି ଦଳରୁ ଇସ୍ତଫା ଦେଇଥିବା ବେଳେ, ଏହା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜୁ ଜନତା…

ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ଭାସ୍କର ରାଓ

ବିଜେଡି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଜିଲ୍ଲା ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିବାରୁ ବିଜେଡି ଛାଡ଼ିଥିବା…

ରିସ୍କ ନେବାକୁ ଡର, ଅନୁପସ୍ଥିତ ରହିବ ବିଜଦ

ଉପ-ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବ ନାହିଁ ବିଜୁ ଜନତା ଦଳ । ଏହି ମର୍ମରେ ଦଳର ନିଷ୍ପତ୍ତି ଘୋଷଣା କରିଛନ୍ତି ରାଜ୍ୟସଭାରେ ଦଳର ନେତା ସସ୍ମିତ ପାତ୍ର । ଗତ ୫ତାରିଖ ନିର୍ଭୟ ସଂସ୍କରଣରେ ଏହା ହିଁ ପୂର୍ବାନୁମାନ କରାଯାଇଥିଲା। କୌଣସି…

ଶ୍ରୀମୟୀ ଆମ ସହିତ ଅଛନ୍ତି, ନବୀନ ବାବୁ ତାଙ୍କୁ ଗୁରୁ ଦାୟିତ୍ଵ ଦେଇଛନ୍ତି: ସ୍ନେହାଙ୍ଗିନୀ ଛୁରିଆ

ବିଜେଡିର ଆଭ୍ୟନ୍ତରୀଣ କନ୍ଦଳର ଆଉ ଏକ ଚିତ୍ର ଆଜି ପଦାକୁ ଆସିଛି । ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସୋସିଆଲ ମିଡିଆରେ ‘ମହାଭାରତର ଧୃତରାଷ୍ଟ୍ର’ ଉପାଖ୍ୟାନର ଉଦାହରଣ ଦେଇ ପରୋକ୍ଷରେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିବାବେଳେ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ…

ସୋସିଆଲ୍‌ ମିଡିଆରେ ଶ୍ରୀମୟୀଙ୍କ ଧୃତରାଷ୍ଟ୍ର ଉଦାହରଣ ନିଶାନା !

ସୋସିଆଲ୍‌ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ର। କାହା ନାଁ ନ ନେଇ ପରୋକ୍ଷରେ କଡ଼ା ଆକ୍ଷେପ କଲେ ଶ୍ରୀମୟୀ ମିଶ୍ର। ଶ୍ରୀମୟୀ କାହାକୁ ରାଜନୀତିରେ ‘ଧୃତରାଷ୍ଟ୍ର’ ଆଖ୍ୟା ଦେଇଛନ୍ତି ତାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର…

ଉପରାଷ୍ଟ୍ରପତି ନିର୍ବାଚନରୁ ବିରତ ରହିବ ବିଜେଡି

ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ବିଜେଡି କାହାକୁ ସମର୍ଥନ ଦେବ ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ନେଇ ପୁନଚ୍ଛେଦ। ଭୋଟିଂ ବେଳେ ଅନୁପସ୍ଥିତ ରହିବ ବିଜୁ ଜନତା ଦଳ। ଏ ନେଇ ଦଳୀୟ ସାଂସଦଙ୍କ ସୂତ୍ରରୁ…