Tag: Bibhav Kumar arrested

ଗିରଫ ହେଲେ କେଜରିୱାଲଙ୍କ ସହଯୋଗୀ ବୈଭବ କୁମାର

ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ PS। କେଜ୍ରିୱାଲଙ୍କ ସହଯୋଗୀ ତଥା ପୂର୍ବତନ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ। ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ମାମଲାରେ ତାଙ୍କୁ ଗିରଫ କରାଯାଇଛି। କେଜରିୱାଲଙ୍କ ଦିଲ୍ଲୀ ଘରେ…