Tag: Bhubaneswar

Sexual Assault In Bhubaneswar: ଆଇଆରଏସ୍ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଆଇଆରଏସ୍ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ସହିଦ୍‌ନଗର ଥାନା ଅଞ୍ଚଳ ସତ୍‌ସଙ୍ଗ ବିହାର ସରକାରୀ କ୍ବାର୍ଟର୍ସରେ ଦୁଷ୍କର୍ମ ସହ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ଭାଇରାଲ୍ କରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ସହୀଦନଗର ପୋଲିସ୍‌…

Handi Bhanga Ritual At Lingaraj Temple: ୧୧ ବର୍ଷ ପରେ ଆଜି ହେବ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଯାତ୍ରା ହେବ, ଯାହା ୧୧ ବର୍ଷ ପରେ ପାଳନ କରାଯାଉଛି । ଦୀର୍ଘ ୧୧ ବର୍ଷ ଧରି ବିବାଦ ପାଇଁ ବନ୍ଦ ହୋଇଥିଲା ଯାତ । ଚଳିତ ବର୍ଷ ପ୍ରଶାସନର ବୁଝାସୁଝା ପରେ ଆରମ୍ଭ ହୋଇଛି…

6 Lane Road In Palasuni: ଭିଡ଼ ନିୟନ୍ତ୍ରଣ ପାଇଁ NHAIର ପଦକ୍ଷେପ; ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା

ଭୁବନେଶ୍ୱରରେ ପଦଯାତ୍ରୀ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଦୃଢ଼ ପଦକ୍ଷେପ ନେଇଛି । ପଳାଶୁଣୀରେ ଭିଡ଼ ନିୟନ୍ତ୍ରଣ ପାଇଁ ୪ ଲେନ ବିଶିଷ୍ଟ ଏନଏଚ-୧୬ କୁ ୬ ଲେନ୍…

Skywalk Project: ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ହେବ ସ୍କାଏୱାକ୍‌

ଭୁବନେଶ୍ବର ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ହେବ ସ୍କାଏୱାକ୍‌ । ଭୁବନେଶ୍ୱରରେ ପଦଯାତ୍ରୀ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ବୁଧବାର ଜାତୀୟ ରାଜପଥ-୧୬ର ବ୍ୟସ୍ତବହୁଳ ପଳାସୁଣୀ-ରସୁଲଗଡ଼ ପାର୍ଶ୍ୱରେ ୫ ଶହ…

Maha Shivratri: ନିର୍ଦ୍ଧାରିତ ସମୟ ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ନିର୍ଦ୍ଧାରିତ ପୂର୍ବରୁ ଉଠିଲା ଲିଙ୍ଗରାଜ ମନ୍ଦିରରେ ମହାଦୀପ। ଆଜି ରାତି ୧୦ଟାରେ ମହାଦୀପ ଉଠିବାର ସୂଚନା ଥିଲେ ବି ୮ଟା ୪୦ ମିନିଟରେ ମହାଦୀପ ଉଠିଲା । ସେବାୟତମାନେ ନୀତିକାନ୍ତି ଶୃଙ୍ଖଳିତ ଭାବେ ଶେଷ କରିଥିବାରୁ ଏହା ନିର୍ଦ୍ଧାରିତ ସମୟ ପୂର୍ବରୁ…

Clash Inside Lingaraj Temple: ଲିଙ୍ଗରାଜ ମନ୍ଦିର ଭିତରେ ୨ ସେବାୟତ ଗୋଷ୍ଠୀ ମୁହାଁମୁହିଁ

ଆଜି ସକାଳେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଛି । ଏହାକୁ ମଧ୍ୟରେ ଲିଙ୍ଗରାଜ ମନ୍ଦିର ଭିତରେ ୨ ସେବାୟତ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଧସ୍ତାଧସ୍ତି ସାଙ୍ଗକୁ ମାର୍‌ପିଟ୍‌ ପରିସ୍ଥିତିରୁ ଉତ୍ତେଜନା ଦେଖା ଦେଇଛି। ନିଜ…

BBSR Traffic Advisory For Mahashivratri: ମହାଶିବରାତ୍ରି ପାଇଁ ଜାରି ହେଲା ଟ୍ରାଫିକ କଟକଣା

ଆସନ୍ତାକାଲି ମହାଶିବରାତ୍ରି। ଲିଙ୍ଗରାଜ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଇଁ ଯାନବାହାନ ଚଳାଚଳ ଓ ପଥଚାରୀଙ୍କ ସୁବିଧା ନିମନ୍ତେ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ସର୍ବସାଧାରଣଙ୍କ ସୁବିଧା ନିମନ୍ତେ ବିଜ୍ଞପ୍ତି ଜାରି କରାଯାଇଛି। ପୋଲିସ ଟ୍ରାଫିକ…

Satyabrata Murder Case: ସତ୍ୟବ୍ରତ ହତ୍ୟା ମାମଲା ଉପରୁ ଉଠିଲା ପର୍ଦ୍ଦା; ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କଲେ ଏସିପି

ଭୁବନେଶ୍ବର ନୀଳାଦ୍ରିବିହାର ସତ୍ୟବ୍ରତ ହତ୍ୟା ଉପରୁ ପର୍ଦ୍ଦା ଉଠାଇଲା ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କଲେ ଏସିପି ସୋନାଲ ସିଂ ପରମାର। ହତ୍ୟାରେ ଲିଜାର ସମ୍ପୃକ୍ତି ନଥିବା ଜଣାପଡିଛି। କେମିତି ହେଇଥିଲା ହତ୍ୟାକାଣ୍ଡ ତାହା ଜଣାପଡିଛି। ଏନେଇ ଗତକାଲିଠୁ…

Wedding Gift Bag Theft In Bhubaneswar: ବିବାହ ମଣ୍ଡପରୁ କନ୍ୟାର ଗିଫ୍ଟ ବ୍ୟାଗ୍ ଚୋରି; ସାଢ଼େ ୩ ଲକ୍ଷ ଟଙ୍କା ନେଇ ଚମ୍ପଟ୍‌ ମାରିଲା ଚୋର

ରାଜଧାନୀର ବିବାହ ମଣ୍ଡପରୁ କନ୍ୟାର ଗିଫ୍ଟ ଚୋରି କରି ଚମ୍ପଟ୍‌ । ଗିଫ୍ଟ ବ୍ୟାଗରେ ଥିବା ସାଢ଼େ ୩ ଲକ୍ଷ ଟଙ୍କା ନେଇ ଚୋର ଛୁ ।ବରଯାତ୍ରୀ ବେଶରେ ଆସି ଟଙ୍କା ବ୍ୟାଗ୍ ନେଇ ଚମ୍ପଟ୍‌ ମାରିଲା ଭଦ୍ରମୁଖା ପିନ୍ଧା ଚୋରା…

New Azad Nagar Blast: ଏୟାରଫିଲ୍ଡ ଥାନା ନିୟୁ ଆଜାଦ ନଗର ବିସ୍ଫୋରଣ ଘଟଣା; ଜଣେ ମୃତ

ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ନିୟୁ ଆଜାଦ ନଗର ବିସ୍ଫୋରଣ ଘଟଣାରେ ଜଣେ ମୃତ । ବୋମା ବିସ୍ଫୋରଣରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୁଖ୍ୟ ଅଭିଯୁକ୍ତ ସେହନୱାଜ ମଲ୍ଲିକ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି…