Tag: Bhubaneswar

ରାଜଧାନୀରେ ଅନୁଭୂତ ହେଲା ମୃଦୁ ଭୂମିକମ୍ପ ଝଟ୍‌କା !

ଆଜି ରାଜଧାନୀ ଭୁବନେଶ୍ୱରରେ ଅନୁଭୂତ ହୋଇଛି ମୃଦୁ ଭୂମିକମ୍ପ । ସକାଳ ୭ଟା ୧୫ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି। ତେବେ ୨ରୁ ୩ ସେକେଣ୍ଡ ପାଇଁ ଭୂମିକମ୍ପ ହୋଇଥିବା ସୂଚନା ରହିଥିବା ବେଳେ ଏହା…

ଗତକାଲି ରାଜଧାନୀରେ ବୋମାମାଡ଼ ଘଟଣା; ମୁଖ୍ୟ ଅଭିଯୁକ୍ତ ସମେତ ୨ଜଣ ଅଟକ

ଗତକାଲି ସହିଦନଗର ୱିନର କ୍ଳବ ସମ୍ମୁଖରେ ହୋଇଥିବା ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ କାହ୍ନା ଓରଫ ବିଶ୍ୱରଞ୍ଜନ ବିଶ୍ଵାଳ ସମେତ ଦୁଇଜଣଙ୍କୁ ଅଟକ ରଖିଛି ପୋଲିସ । ଏହା ସହ ଫେରାର ଥିବା ଅନ୍ୟ ସହଯୋଗୀ ମାନଙ୍କୁ ଚିହ୍ନଟ କରି ପୋଲିସ…

ମାର୍କେଟ ବିଲ୍ଡିଂର ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ

ଦୀପାବଳିରେ ରାଜଧାନୀରେ ବଡ଼ ଅଘଟଣ । ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ମାର୍କେଟ ବିଲ୍ଡିଂ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ ।ଏକ ନମ୍ବର ହାଟକୁ ସଂଯୋଗ କରୁଥିବା ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେ ଅଗ୍ନିକାଣ୍ଡ ଘଟି…

ଲିଙ୍ଗରାଜ ମନ୍ଦିରରେ ଫଟୋ ଓ ଭିଡିଓ କରି ବିବାଦରେ ଶିଳ୍ପା ସେଟ୍ଟୀ ଓ ମନ୍ଦିର ପ୍ରଶାସନ

ଲିଙ୍ଗରାଜ ମନ୍ଦିର ପରିସରରେ ଫଟୋ ଓ ଭିଡିଓ ଉତ୍ତୋଳନ କରି ବିବାଦରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ମନ୍ଦିର ପ୍ରଶାସନ। ଯାହାର ଫଟୋ ଓ ଭିଡିଓ ଏବେ ଚାରିଆଡ଼େ ଭାଇରାଲ୍ ହେବାକୁ ଲାଗିଛି। ମନ୍ଦିର ଭିତରକୁ ଅନୁମତି ନ ଥାଇ…

ରାଜଧାନୀରେ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଷ୍ଟ୍ରୀୟ ଏକତା ଦିବସ ପାଳନ ପାଇଁ ଆଜି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ଭାରତର ଏକତା ଓ…

ଚୋରଙ୍କ କବଳରୁ ଆପାର୍ଟମେଣ୍ଟକୁ ଜଗିବ ଆଇପି କ୍ୟାମେରା

ଦିନକୁ ଦିନ ଟୁଇନସିଟିରେ ଥିବା ଆପାର୍ଟମେଣ୍ଟରେ ବଢ଼ିବାରେ ଲାଗିଛି ଚୋରି ମାମଲା । ଏହାକୁ ରୋକିବା ପାଇଁ ସମସ୍ତ ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନ ଦ୍ବାରରେ ଏଣିକି ଲାଗିବ କ୍ୟାମେରା । ଏବେ ଆପାର୍ଟମେଣ୍ଟକୁ ଜଗିବ କ୍ୟାମେରା । ଟୁଇନସିଟିର ସମସ୍ତ…

ଭୁବନେଶ୍ବର ବିମାନ ବନ୍ଦରରେ ବାଘ !

ଭୁବନେଶ୍ବର ବିମାନ ବନ୍ଦରରେ ପୁଣି କଲରାପତରିଆ ବାଘ ଆତଙ୍କ । ବିମାନ ବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘଟିକୁ ଡମ୍ପିୟାର୍ଡ କର୍ମଚାରୀ ମାନେ ଦେଖିଥିବା ସୂଚନା ମିଳିଛି । ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃ୍ଷ୍ଟି…

ବାତ୍ୟା ପାଇଁ ବନ୍ଦ ହେଲା ଭୁବନେଶ୍ୱରରେ ୪୦ ବିମାନ ସେବା

ବାତ୍ୟା ‘ଦାନା’ ପାଇଁ ଭୁୁବନେଶ୍ୱରରେ ୪୦ ବିମାନ ସେବା ପ୍ରଭାବିତ । ଆଜି ସନ୍ଧ୍ୟା ୫ଟାରୁ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ଭୁବନେଶ୍ବର ବିମାନ ବନ୍ଦରକୁ ଉଡାଣ ବନ୍ଦ ରହିବ । ବାତ୍ୟା ପାଇଁ ୪୦ଟି ବିମାନ ବାତିଲ କରାଯାଇଥିବା ନେଇ…

ସୁଧୁରିବନି ରାଜଧାନୀର ଟ୍ରାଫିକ୍ ସମସ୍ୟା; ବରମୁଣ୍ଡାରୁ ରସୁଲଗଡକୁ ଯିବାକୁ ଲାଗୁଛି ୨ ଘଣ୍ଟା

ସୁଧୁରିବନୀ ରାଜଧାନୀର ଟ୍ରାଫିକ୍ ସମସ୍ୟା । ବରମୁଣ୍ଡାରୁ ରସୁଲଗଡକୁ ଯିବାକୁ ଲାଗୁଛି ୨ ଘଣ୍ଟା । ରାସ୍ତା ଭିଡ଼ ଫଳରେ ରାସ୍ତା ମଝିରେ ଫଶି ରହୁଛି ଆମ୍ବୁଲାନ୍ସ ଓ ଭିଡ ଯୋଗୁ ଲୋକ ହେଉଛନ୍ତି କଲବଲ । ଦିନକୁ ଦିନ ରାଜଧାନୀରେ…

ଭୁବନେଶ୍ବରରେ ଜାନୁଆରି ୮ରୁ ୩ ଦିନ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ

୨୦୨୫ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଓଡ଼ିଶାରେ ଅନୁଷ୍ଠିତ ହେବ ୧୮ ତମ ପ୍ରବାସୀ ଭାରତୀୟ ଦିବସ। ଏହି ସମାରୋହ ଆୟୋଜନ ପାଇଁ ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ଓଡ଼ିଶାର…