Tag: Bhubaneswar

ଭୁବନେଶ୍ବରରେ ପହଞ୍ଚିଲେ ଏନ୍‌ଏସ୍‌ଏ ଅଜିତ ଡୋଭାଲ

ଡିଜିପି ସମ୍ମିଳନୀ ପାଇଁ ଭୁବନେଶ୍ଵରରେ ପହଞ୍ଚିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଏହି ଅବସରରେ କମିଶନରେଟ ପୋଲିସ ପକ୍ଷରୁ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେହିପରି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରଏ, ସିବିଆଇ ନିର୍ଦ୍ଦେଶକ ମଧ୍ୟ…

ଭୁବନେଶ୍ବରରେ ଆଜି ଦିନ ୧ଟାରୁ ବନ୍ଦ ହେବ ସମସ୍ତ ସ୍କୁଲ

ଭୁବନେଶ୍ୱରରେ ଆଜି ଦିନ ୧ଟା ଯାଏଁ ଚାଲିବ ସ୍କୁଲ । ଆଜିଠୁ ଭୁବନେଶ୍ବରରେ ୩ ଦିନିଆ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ…

ଶିଳ୍ପପତି ଦେବଜ୍ୟୋତି ପଟ୍ଟନାୟକଙ୍କ ଅଫିସରେ ଆୟକର ବିଭାଗର ଚଢ଼ାଉ

ଭୁବନେଶ୍ୱରରେ ଶିଳ୍ପପତି ଦେବଜ୍ୟୋତି ପଟ୍ଟନାୟକ (ଜୁଲିଆ ପଟ୍ଟନାୟକ)ଙ୍କ ଅଫିସ୍‌ରେ ଆୟକର ବିଭାଗର ଚଢ଼ାଉ। ଏସ୍‌.ଏନ୍‌. ମହାନ୍ତି କଂପାନୀ ସହ ଲିଙ୍କ୍ ରହିଥିବାରୁ ଆଇଟି ପକ୍ଷରୁ ରେଡ୍‌ କରାଯାଇଛି । ଏସ୍‌.ଏନ୍‌ ମହାନ୍ତି କଂପାନୀଠାରୁ ଲୁହାପଥର କାରବାରରେ ହିଁ ଟିକସ ଫାଙ୍କିଥିବା ନେଇ…

ମୋଦିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗୁରୁତ୍ବପୂର୍ଣ୍ଣ ଗସ୍ତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୋଦୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ସଂସ୍ଥା…

ରାଜଧାନୀରେ ପିଲା ବିକ୍ରି ଅଭିଯୋଗ; ୬ ଅଭିଯୁକ୍ତ ଅଟକ

ରାଜଧାନୀ ଭୁବନେଶ୍ୱରରେ ୪ ବର୍ଷର ପିଲା ବିକ୍ରି ଅଭିଯୋଗ ।ପେଟ ପାଟଣା ପାଇଁ ଜଣେ ଦମ୍ପତ୍ତି ନିଜ ପିଲାକୁ ଅନ୍ୟ ହାତରେ ବିକ୍ରି କରିଦେଇ ଥିବା ନେଇ ଅଭିଯୋଗ ଆସିଛି । ୪୦ ହଜାର ଟଙ୍କାରେ ବିକ୍ରି କରିଥିଲେ ବାପା ମା।ଏ…

ଭିଆଇପି ଗସ୍ତ ନେଇ ରାଜଧାନୀ ର ସୌନ୍ଦର୍ଯ୍ୟକରଣ,ରାଜ୍ୟ ସରକାର ପକ୍ଷ ରୁ ୧୦ କୋଟି ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରମୁଖ କାର୍ଯ୍ଯକ୍ରମ ଏବଂ ଗସ୍ତ ପାଇଁ ଭୁବନେଶ୍ୱରର ସୌନ୍ଦର୍ଯ୍ଯକରଣ ଅଭିଯାନରେ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ।ରାଜଧାନୀ ଭୁବନେଶ୍ୱର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ଯକ୍ରମ ଆୟୋଜନ କରିବାକୁ ଯାଉଛି…

ଭୁବନେଶ୍ୱରରେ ସେକ୍ସ ରାକେଟ ଠାବ, ୨୩ ବାଂଲାଦେଶୀ ଯୁବତୀ ଉଦ୍ଧାର

ଭୁବନେଶ୍ୱର ସହରରେ ଚାଲୁଥିବା ଏକ ବେଶ୍ୟାବୃତ୍ତି ଚକ୍ରରୁ ୨୩ଜଣ ବାଂଲାଦେଶୀ ମହିଳାଙ୍କୁ ଉଦ୍ଧାର କରାଯାଇଛି। ପୀଡ଼ିତମାନେ, ଯେଉଁମାନଙ୍କୁ ଚୋରାଚାଲାଣ କରାଯାଇଥିଲା ଏବଂ ବେଶ୍ୟାବୃତ୍ତି ପାଇଁ ବାଧ୍ଯ କରାଯାଇଥିଲା, ସେମାନେ ପ୍ରକାଶ କରିଥିଲେ ଯେ ସେମାନଙ୍କୁ ପ୍ରଲୋଭିତ କରିବା ଏବଂ ଶୋଷଣ କରିବା…

ଭୁବନେଶ୍ୱରରେ ବୈକୁଣ୍ଠ ଧାମ ଆଶ୍ରମ ଭାଙ୍ଗିବା ଉପରେ ହାଇକୋର୍ଟଙ୍କ ରୋକ

ରାଜଧାନୀ ସହରର ଖଣ୍ଡଗିରି ଅଞ୍ଚଳରେ ଥିବା କାଶୀନାଥ ମିଶ୍ରଙ୍କ ଶ୍ରୀ ବୈକୁଣ୍ଠ ଧାମ ଆଶ୍ରମକୁ ଭାଙ୍ଗିବା ଲାଗି ପୌର କର୍ତ୍ତୃପକ୍ଷଙ୍କ ଯୋଜନା ଉପରେ ଓଡ଼ିଶା ହାଇକୋର୍ଟ ଆଜି ମଧ୍ଯବର୍ତ୍ତୀକାଳୀନ ରୋକ ଲଗାଇଛନ୍ତି। ସରକାରୀ ଜମିରେ ଏହି ପ୍ରାସାଦ ନିର୍ମାଣ କରାଯାଇଥିବା ଜଣାପଡ଼ିବା…

ଡ଼ଃ ହରେକୃଷ୍ଣ ମହତାବଙ୍କ ଜନ୍ମବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କରାଗଲା ମାଲ୍ୟାର୍ପଣ

ଜନ୍ମବାର୍ଷିକୀ ଅବସରରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଥିବା ଡ଼ଃ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଉକ୍ତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ…

କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ବେଡ୍ ସଂଖ୍ୟା ୪୦ ହେବ

କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ବେଡ୍ ସଂଖ୍ୟା ୧୬ରୁ ୪୦କୁ ବଢ଼ିବ । କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ଅଧ୍ଯକ୍ଷା ତଥା ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ଏବେ କ୍ୟାପିଟାଲ ହସପିଟାଲରେ ୧୬ଟି ଆଇସିୟୁ ବେଡ୍ ରହିଛି।…