Tag: bhakta das

Nuapada Bypoll: ନୂଆପଡ଼ାରେ ଉପନିର୍ବାଚନ ନଥିଲା, ଗଣତନ୍ତ୍ର ପ୍ରତି ଉପହାସ ଥିଲା: ଭକ୍ତ ଦାସ

ନୂଆପଡ଼ା ଉପନିର୍ବାଚନ ଶେଷ ହେବା ପରେ ଆଜି ଭୁବନେଶ୍ୱର ଫେରି ବିମାନବନ୍ଦରରେ ପିସିସି ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଭକ୍ତ ଦାସ କହିଛନ୍ତି, ବିଭୀଷଣ ସମସ୍ତ ଦଳରେ ଅଛନ୍ତି। କଂଗ୍ରେସରେ ମଧ୍ୟ କିଛି ବିଭୀଷଣ ଭଳି ଆତ୍ମଘାତୀ…

Odisha Politics: କଂଗ୍ରେସ ଆଗକୁ ବିଜେପି ର ବିକଳ୍ପ ହେବାକୁ ଯାଉଛି କହିଲେ ଭକ୍ତ ଦାସ

ନୂଆପଡ଼ା ଉପନିର୍ବାଚନ ରେଜଲ୍ଟ ନେଇ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କଂଗ୍ରେସ ଆଗକୁ ଭାରତୀୟ ଜନତା ପାର୍ଟି ର ବିକଳ୍ପ ହେବାକୁ ଯାଉଛି ।ସେ ପୁଣି କହିଛନ୍ତି ଯେ, କଂଗ୍ରେସ ମୁଖ୍ୟ ବିରୋଧୀଦଳ ଭାବେ କାର୍ଯ୍ୟ…

ମା’ ଦୁର୍ଗାଙ୍କ ଭସାଣି ସମୟରେ କଟକରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ଦୃଢ଼ ନିନ୍ଦା କରିଛନ୍ତି ଭକ୍ତ ଦାସ

କଟକରେ ଦଶହରାରେ ମା’ ଦୁର୍ଗାଙ୍କ ଭସାଣି ସମୟରେ, ଦରଘା ବଜାର ଠାରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ଏହି ଘଟଣାର ଦୃଢ଼ ନିନ୍ଦା କରିଛନ୍ତି…

ଶିକ୍ଷକଙ୍କୁ ମୋହନ ସରକାର ପ୍ରତାରଣା କରନ୍ତୁ ନାହିଁ: ଭକ୍ତ ଦାସ

ବିଜେପି ସରକାର ଗଠନ କରିବା ୧୪ ମାସ ମଧ୍ୟରେ ନାରୀ ନିର୍ଯାତନା, ଅପରାଧ, ଲୋକଙ୍କ ଦୁର୍ଦ୍ଦଶା, ମିଥ୍ୟା ପ୍ରତିଶ୍ରୁତି ଆଦି ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ବର୍ତ୍ତମାନ ମୋହନ ସରକାରଙ୍କ ଦ୍ୱାରା ପ୍ରତାରିତ ଶିକ୍ଷକ ରାଜରାସ୍ତାରେ ବୋଲି ପ୍ରଦେଶ…

ସାତ ଦିନରେ ଦୃର୍ବୁତ୍ତ ଧରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ: ଭକ୍ତ ଦାସ

ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଖବର ଶୁଣି ଆଜି ପ୍ରେସ ବାର୍ତ୍ତା ମାଧ୍ୟମରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ ବଳଙ୍ଗା ପୀଡିତାଙ୍କ ଘଟଣାରେ ସାତଦିନରେ ଦୃର୍ବୁତ୍ତ ଧରା ନ ପଡ଼ିଲେ ଓଡିଶା କଂଗ୍ରେସ…

ବିସ୍ଥାପିତଙ୍କ ପାଇଁ ଲଢ଼ିବ କଂଗ୍ରେସ: ଭକ୍ତ ଦାସ

ଆଜି କଂଗ୍ରେସ ଭବନଠାରେ ଏଆଇସିସି ମାନବିଧିକାର ସଂଘଟନ ପକ୍ଷରୁ ପ୍ରାୟ ୧୫ ଗୋଟି ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତା ଓ ଶତାଧିକ ସ୍ୱେଛାସେବୀ ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏବଂ ଏଆଇସିସି…

ଗିରଫ ଛାତ୍ର କଂଗ୍ରେସ ନେତାଙ୍କୁ ଜେଲରେ ଭେଟିଲେ ପିସିସି ସଭାପତି

ବାଲେଶ୍ୱର ଫକୀର ମୋହନ କଲେଜର ଆତ୍ମହୃତି ଦେଇ ମୃତ୍ୟୁ ବରଣ କରିଥିବା ଛାତ୍ରୀକୁ ନ୍ୟାୟ ଦେବା ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଗତ ୧୬ ତାରିଖ ଦିନ ଛାତ୍ର କଂଗ୍ରେସ କର୍ମୀମାନେ ଘେରାଉ କରିଥିବାବେଳେ ତାଙ୍କ ବାସଭବନକୁ ଅଣ୍ଡାମାଡ ହୋଇଥିଲା…

ସୌମ୍ୟାଶ୍ରୀଙ୍କ ପରିବାରକୁ ଭେଟିଲେ ଭକ୍ତ ଦାସ; କ୍ୟାଣ୍ଡଲ ଯାତ୍ରାରେ ହେଲେ ସାମିଲ

ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଗାଁରେ କଂଗ୍ରେସ । ଭୋଗରାଇ ବ୍ଲକ ପଳାସିଆକୁ ଯାଇ ସୌମ୍ୟାଶ୍ରୀଙ୍କ ପରିବାରକୁ ଭେଟିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ତାଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର…

ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସହଯୋଗ କରିବା ପାଇଁ ପିସିସି ସଭାପତିଙ୍କ ନିବେଦନ

ନାର୍ଯ୍ୟ ଦାବି ନେଇ ଡ୍ରାଇଭର ମହାସଂଘ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନ କୁ ପିସିସି ସଭାପତି ଭକ୍ତ ଚରଣ ଦାସ ପୂର୍ଣ୍ଣ ସମର୍ଥନ କରିଛନ୍ତି । ଏହି ଅବସରରେ ଦାସ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା କଂଗ୍ରେସ ସଂଯୋଜକ ଏବଂ ନେତୃବୃନ୍ଦ…

ସମ୍ବିଧାନ ପାଇଁ ସଡ଼କରୁ ସଂସଦ ଲଢ଼େଇ ହେବ: ଭକ୍ତ ଚରଣ ଦାସ

କଂଗ୍ରେସ ସମ୍ବିଧାନ ବଞ୍ଚାଇବା ପାଇଁ ଯେଉଁ ଅଭିଯାନ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ତାହା ସଡ଼କରୁ ସଂସଦ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ପିସିସି ସଭାପତି ଭକ୍ତ ଚରଣ…