Tag: bhakta das

Priyanka Gandhi’s Odisha Visit: ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି

ଆସନ୍ତା ମାର୍ଚ୍ଚ ମାସରେ ଓଡ଼ିଶା ଆସିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି । ଏନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ୧୦ଟି ଜିଲ୍ଲାରେ କଂଗ୍ରେସ ମହିଳା…

Chandbali Shame: ଚାନ୍ଦବାଲି ଦିବଙ୍ଗତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଦାବି କଲେ ଭକ୍ତ ଦାସ

ପିସିସି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଏବଂ ପିସିସିର ଏକ ବୃହତ ପ୍ରତିନିଧି ଦଳ ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ପୀଡ଼ିତାଙ୍କ ଆତ୍ମୀୟ ସ୍ୱଜନଙ୍କ ସହିତ ସାକ୍ଷାତ କରିବା ସହ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କୁ କଂଗ୍ରେସ ଦଳ ପକ୍ଷରୁ ଦାବି ଜଣାଇଥିଲେ…

Bhakta Das Targets CEC: ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭକ୍ତ ଦାସଙ୍କ ଟାର୍ଗେଟ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ସଭାପତି ଭକ୍ତ ଚରଣ ଦାସ ଆଜି ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ କଡ଼ା ସମାଲୋଚନା କରି ଭାରତୀୟ ଜନତା ପାର୍ଟି ସପକ୍ଷରେ କାର୍ଯ୍ୟ କରୁଥିବା ଏବଂ ତାଙ୍କର ସାମ୍ବିଧାନିକ ଦାୟିତ୍ୱ ବଜାୟ…

Chandbali minor girl’s rape-murder case: ୨୭ ତାରିଖରେ ଭକ୍ତଙ୍କ ନେତୃତ୍ୱରେ ଚାନ୍ଦବାଲି ଗସ୍ତ କରିବେ ପିସିସି ପ୍ରତିନିଧି ଦଳ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଠାରେ ଜଣେ ନାବାଳିକା ଦିବ୍ୟାଙ୍ଗ‌ଙ୍କୁ ଦୁଷ୍କର୍ମ ଓ ହତ୍ୟା ପରି ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଯାଇଛି। ରାଜ୍ୟରେ କ୍ରମବଦ୍ଧିଷ୍ଣୁ ନାରୀ ନିର୍ଯାତନାର ଏହା ଅଉ ଏକ ଉଦାହରଣ। ଉକ୍ତ ଦିବଙ୍ଗତା ନାବାଳିକାଙ୍କ ପରିବାରକୁ ସମବେଦନା ଜଣାଇବା…

Bhakta Das: ମୁଁ ଦଳିତ କିନ୍ତୁ ସଦା ଆଦିବାସୀଙ୍କ ପାଇଁ ଲଢ଼ିଛି ଓ ଲଢ଼ୁଛି: ଭକ୍ତ ଦାସ

ମାଲକାନଗିରି ଜିଲ୍ଲାର ରାକାଲଗୁଡାକୁ କଂଗ୍ରେସ ଦଳର ବିଶିଷ୍ଟ ନେତୃବୃନ୍ଦଙ୍କ ସହିତ ପିସିସି ସଭାପତି ଭକ୍ତ ଚରଣ ଦାସ ପରିଦର୍ଶନ କରିବା ସହ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ତଥା ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ରାକାଲଗୁଡା ସଭାରେ ସଭାପତି ଦାସ…

Malkangiri Violence: ୨୩ରେ ପିସିସି ସଭାପତିଙ୍କ ନେତୃତ୍ୱରେ ମାଲକାନଗିରି ଗସ୍ତ କରିବେ କଂଗ୍ରେସ ପ୍ରତିନିଧି ଦଳ

ମାଲକାନଗିରିର ଅଶାନ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଉକ୍ତ ଅଞ୍ଚଳରେ ଶାନ୍ତି ଫେରାଇବାର ପ୍ରୟାସରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆସନ୍ତା ୨୩ ତାରିଖ, ମଙ୍ଗଳବାର ଦିନ ମାଲକାନଗିରି ଗସ୍ତ…

Odisha Congress: ମୋକିମ ଦଳରେ ରହିବାକୁ ଚାହୁଁ ନଥିଲେ- ଭକ୍ତ

କଂଗ୍ରେସରୁ ମୋକିମଙ୍କ ବହିଷ୍କାର ପରେ ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ଯଦି ମୋକିମଙ୍କ ସୋନିଆ ଗାନ୍ଧୀଙ୍କ ପ୍ରତି ସମ୍ମାନ ଥାଆନ୍ତା, ତେବେ ଚିଠି ଦେଇ ଗଣମାଧ୍ୟମରେ କାହିଁକି କହିଲେ ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ । ସେ…

Mohammed Moquim Expelled From Congress: ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ

କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି । ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି ମୋକିମ୍ । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଚିଠି ଜରିଆରେ ସୂଚନା ଦେଇଛନ୍ତି । ଦଳ ବିରୋଧୀ…

Gynaecologist Dr K Laxmi Bai: ଶତାୟୁ ଡାକ୍ତର କେ. ଲକ୍ଷ୍ମୀବାଇଙ୍କ ନିସ୍ୱାର୍ଥପର ସେବାକୁ ସ୍ୱୀକୃତି ଦେବାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭକ୍ତ ଦାସଙ୍କ ଅନୁରୋଧ

ଶତାୟୁ ଡାକ୍ତର କେ. ଲକ୍ଷ୍ମୀବାଇଙ୍କ ନିସ୍ୱାର୍ଥପର ସେବାକୁ ସ୍ୱୀକୃତି ଦେବାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭକ୍ତ ଦାସଙ୍କ ଅନୁରୋଧ କରିଛନ୍ତି । ଭକ୍ତ ଦାସ କହିଛନ୍ତି ଡାକ୍ତର କେ. ଲକ୍ଷ୍ମୀ ବାଈ ପ୍ରକୃତରେ ଓଡ଼ିଶାର ଗୌରବ, ଯିଏ ମହିଳାଙ୍କ କର୍କଟ ରୋଗ ଚିକିତ୍ସା…

Vibhishan Controversy: ସ୍ପଷ୍ଟୀକରଣ ସତ୍ତ୍ବେ ଥମିବ ନାହିଁ ବିଭୀଷଣ ବିବାଦ !

ସଭାପତି ଭକ୍ତଚରଣ ଦାସଙ୍କର ସ୍ପଷ୍ଟୀକରଣ ପରେ କଂଗ୍ରେସ ବିବାଦର ଅବସାନ ଘଟିବ କି ? କଂଗ୍ରେସର ପରମ୍ପରା କହୁଛି ଯେ, ଅବସାନ ଘଟିବାର ସମ୍ଭାବନା କ୍ଷୀଣ। ନୂଆପଡା଼ ସଫଳତାର ଆନନ୍ଦ ହଠାତ ବିଭୀଷଣ ବିତର୍କ କାରଣରୁ ଉଭେଇ ଗଲା । ସଭାପତି…