Tag: BDO

BJP Social Media Head Attacks Woman BDO: ଡେରାବିଶରେ ମହିଳା ବିଡିଓଙ୍କୁ ବିଜେପି ନେତାଙ୍କ ଆକ୍ରମଣ

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଡେରାବିଶ ମହିଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ନମିତା ବାରିକଙ୍କ ଚାମ୍ବରରେ ପଶି ତାଙ୍କୁ ମରଣାନ୍ତକ ଆକ୍ରମଣ ଓ ଅସହ୍ୟ ଗାଲିଗୁଲଜ କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ…

Chameli Ojha Controversy: ତିଖିରି ସରପଞ୍ଚ ଚାମେଲି ଓଝାଙ୍କର କୌଣସି ବିଲ୍ ପେଣ୍ଡିଂ ନାହିଁ: ମହାକାଳପଡ଼ା ବିଡ଼ିଓ

ମହାକାଳପଡ଼ାର ଚର୍ଚ୍ଚିତ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ଧରୁ ନାହିଁ । ଦିନକୁ ଦିନ ବଢୁଥିବା ବିବାଦକୁ ନେଇ ଆଜି ମୁହଁ ଖୋଲିଛନ୍ତି ମହାକାଳପଡ଼ା ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ । ସେ କହିଛନ୍ତି ଜୁନ…

BDO Row Turns Violent In Bolagarh: ବୋଲଗଡ଼ ବିଡ଼ିଓଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟକୁ ବିଜେଡିର ନିନ୍ଦା

ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକର ବିଡ଼ିଓ ସୁମନ ସୁଧା କୁଣ୍ଡୁଙ୍କ ଦ୍ୱାରା ଅଗଣତାନ୍ତ୍ରିକ କାର୍ଯ୍ୟ ଓ ଦଳୀୟ ଭିତ୍ତିରେ ପକ୍ଷପାତ ବ୍ୟବହାର, ପ୍ରଶାସନିକ ଅନିୟମିତାକୁ ତୀବ୍ର ଭାବେ ନିନ୍ଦା କରିଛି ବିଜୁ ଜନତା ଦଳ । ବୋଲଗଡ଼ ବ୍ଲକରେ ଘଟୁଥିବା ଘଟଣାକୁ…

Nuapada BDO Assaulted: ନୂଆପଡ଼ା BDOଙ୍କୁ ମାଡ଼

ନୂଆପଡ଼ା ବିଡିଓଙ୍କୁ ମାଡ଼ । ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ନୂଆପଡ଼ା ବିଡିଓଙ୍କୁ ବିଚରାସ୍ତାରେ ମାଡ଼ । ଏହାପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଡିଓ ରୋହିତ ଭୋଇ । ଆଜି କିଛି ଯୁବକ ବ୍ଲକ କାର୍ଯ୍ୟାଳୟକୁ ଆସି ତାଙ୍କୁ ମାଡ ମାରିଥିବା…

Public Representatives Protest: ବିଡ଼ିଓଙ୍କୁ ଘେରିଲେ ଜନପ୍ରତିନିଧି: ବିଧାୟକଙ୍କ ଇଙ୍ଗିତରେ ପରିଚାଳିତ ହେଉଛନ୍ତି କି ବିଡ଼ିଓ ?

ପଞ୍ଚାୟତ ସମିତି ବୈଠକ ଡକାଇବାର କ୍ଷମତା ରହିଛି ବ୍ଲକ୍ ଅଧ୍ଯକ୍ଷ-ଅଧକ୍ଷାଙ୍କର । ଏହି ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟ କରିଥାନ୍ତି ବ୍ଲକ୍ ବିଡ଼ିଓ । ଅତିଥି ଭାବେ ଯୋଗ ଦେଇଥାନ୍ତି ସ୍ଥାନୀୟ ବିଧାୟକ ଓ ସାଂସଦ । ତେବେ ଅତିଥିଙ୍କ…

ବିଡିଓ ମାନଙ୍କ ଉପରେ ପ୍ରବଳ ଅସନ୍ତୁଷ୍ଟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସିଡିଓ ଓ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ। ଭୁବନେଶ୍ୱରରେ ଅନୁଷ୍ଠିତ ଦୁଇଦିନିଆ ସିଡିଓ ଏବଂ ବିଡିଓ ସମ୍ମିଳନୀରେ ବିଡିଓଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବ୍ଲକ୍‍ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟରେ ସଂସ୍କାର ଆଣିବାକୁ ପରାମର୍ଶ ଦେଇ…

ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ; ବଦଳିଲେ ୪୩ ଜଣ ବିଡିଓ

ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ରାଜ୍ଯର ୪୩ଜଣ ବିଡିଓଙ୍କ ବଦଳି କରାଯାଇଛି । ଏନେଇ ଗୁରୁବାର ପଞ୍ଚାୟତରାଜ ଓ ପାନୀୟ ଜଳ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେମାନେ ହେଲେ :- ଚନ୍ଦ୍ରମଣି ନାଗଙ୍କୁ ରାଜଭୋରାସମ୍ବର, ବରଗଡରୁ…

ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ବିଡିଓ

ବିଭିନ୍ନ ଅଭିଯୋଗ ଆଧାରରେ ରାଜ୍ୟର ମୋଟ ୯୧ ବିଡିଓଙ୍କ ବିରୋଧରେ ରାଜ୍ୟସରକାର ନେଇପାରନ୍ତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ବିଧାନସଭାରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନ ରାଜ୍ୟର କେଉଁ କେଉଁ ବ୍ଲକ ଉନ୍ନୟନ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧିନ ଅଛି,…

ଭିଜିଲାନ୍ସ ପଞ୍ଝାରେ ଆଠଗଡ଼ ବିଡିଓ

ପୁଣି ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ। ପ୍ରଦ୍ୱୀବଙ୍କ ଘରେ ରେଡ଼ କରୁଛି ଭିଜିଲାନ୍ସ । ଏକକାଳୀନ ୮ଟି ସ୍ଥାନରେ ରେଡ୍‌…

ଗିରଫ ହେଲେ ଲାଞ୍ଚୁଆ ବିଡିଓ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକ ଗୁରୁବାର ୪.୯୨ ଲକ୍ଷ ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରାପଡିଥିବା ବେଳେ ଶୁକ୍ରବାର ତାଙ୍କୁ ଗିରଫ କରାଯାଇଛି । ଏ ନେଇ କୋରାପୁଟ ଭିଜିଲାନ୍ସ ବିଭାଗ କେସ ନମ୍ବର ୧୪/୨୦୨୪ରେ ଏକ…