Tag: BCCI

Abhishek Sharma Hospitalised: ଅଭିଷେକ ଶର୍ମା ଅସୁସ୍ଥ, ପେଟ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି

ଟି-୨୦ ବିଶ୍ୱକପ୍ ମଧ୍ୟରେ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି । ଭାରତୀୟ କ୍ରିକେଟ ଟିମର ଓପନର ଅଭିଷେକ ଶର୍ମା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ପେଟ ଯନ୍ତ୍ରଣା ଏବଂ ସଂକ୍ରମଣ ଯୋଗୁଁ ଚିକିତ୍ସିତ ହେଉଛନ୍ତି । ବିସିସିଆଇ…

BCCI Announces Reward for India’s U19 Team: ଅଣ୍ଡର ୧୯ ଟିମ କୁ ବିସିସିଆଇର ୭.୫ କୋଟି ଟଙ୍କା ପୁରସ୍କାର ଘୋଷଣା

ଆୟୁଷ ମହାତ୍ରେଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଅଣ୍ଡର-୧୯ କ୍ରିକେଟ ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ୧୦୦ ରନରେ ହରାଇ ଷଷ୍ଠଥର ପାଇଁ ଚାମ୍ପିଅନ ହୋଇଥିବାବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ବିଜୟୀ ଭାରତୀୟ ଦଳ ପାଇଁ ୭.୫ କୋଟି ଟଙ୍କା ପୁରସ୍କାର ଘୋଷଣା…

Women Cricketers’ Match Fees Increase: ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି ବୃଦ୍ଧି

ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି ବୃଦ୍ଧି କଲା ବିସିସିଆଇ । ଭାରତରେ କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଅଫ୍ ଆପେକ୍ସ କାଉନସିଲ୍ ଘରୋଇ କ୍ରିକେଟ୍ ରେ ମହିଳା ଖେଳାଳିଙ୍କ ମ୍ୟାଚ୍ ଫି ଦୁଇଗୁଣ କରିବାକୁ ନିଷ୍ପତ୍ତି ନେଇଛି। ଏହା ମହିଳା କ୍ରିକେଟର…

୨ ପାକିସ୍ତାନୀ କ୍ରିକେଟରଙ୍କ ବିରୋଧରେ ବିସିସିଆଇର ଅଭିଯୋଗ

୨ ପାକିସ୍ତାନୀ କ୍ରିକେଟରଙ୍କ ବିରୋଧରେ ବିସିସିଆଇର ଅଭିଯୋଗ । ହାରିସ୍ ରୌଫ୍ ଓ ସାହିବଜାଦା ଫରହାନଙ୍କ ନାଁରେ ଅଭିଯୋଗ କଲା ବିସିସିଆଇ । ଭାରତୀୟ ଦଳ ଏସିଆ କପ୍ ଲିଗ୍ ମ୍ୟାଚ୍‌ରେ ପାକିସ୍ତାନକୁ ସାତ ୱିକେଟ୍‌ରେ ଏବଂ ସୁପର-୪ ମ୍ୟାଚ୍‌ରେ ଛଅ…

ଏସିଆ କପ୍‌ ପାଇଁ ଭାରତୀୟ ଦଳ ଘୋଷଣା: ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ବ

ଏସିଆ କପ୍ ୨୦୨୫ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଶୁବମନ ଗିଲଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ସେହିପରି ଜସପ୍ରୀତ ବୁମରାଙ୍କୁ ମଧ୍ୟରେ ସ୍ଥାନ ମିଳିଛି । କିନ୍ତୁ ଧଳା…

ଇଂଲଣ୍ଡ ବିପକ୍ଷରେ ବର୍ମିଂହାମ୍‌ ଟେଷ୍ଟରେ ଇତିହାସ ରଚିଲେ ଗିଲ୍

ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତର ଅଧିନାୟକ ଶୁବମନ ଗିଲ୍‌ ପ୍ରଥମ ଇନିଂସରେ ଦ୍ୱିଶତକ ପରେ ଦ୍ୱିତୀୟ ଇନିଂସରେ ଆଜି ପୁଣି ଶତକ କରିଛନ୍ତି । ୧୨୯ ବଲ୍‌ରେ ଗିଲ୍‌ ୧୦୦ ରନ ପୂରଣ କରିଛନ୍ତି । ବିଶ୍ୱର ନବମ…

ଭାରତୀୟ ସେନାକୁ ସମ୍ମାନିତ କରିବ ବିସିସିଆଇ

ଭାରତୀୟ ସଶସ୍ତ୍ର ବାହିନୀକୁ ସମ୍ମାନିତ କରିବ ବିସିସିଆଇ ।ଅପରେସନ୍ ସିନ୍ଦୂରର ସଫଳତା ପାଇଁ ମିଳିବ ସମ୍ମାନ । ସମାପନୀ ଉତ୍ସବରେ ହେବ ବିଶେଷ କାର୍ଯ୍ୟକ୍ରମ। ଆଇପିଏଲ ୨୦୨୫ର ଉଦଯାପନୀ ସମାରୋହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଇପିଏଲ ଫଇନାଲ ମ୍ୟାଚ୍…

ଭାରତୀୟ ଟେଷ୍ଟ ଟିମ୍ କ୍ୟାପଟେନ ହେଲେ ଶୁବମନ ଗିଲ୍

ଇଂଲଣ୍ଡ ଗସ୍ତ ପାଇଁ ବିସିସିଆଇ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଚୟନ କମିଟି ଦଳର ନୂତନ ଅଧିନାୟକ ଏବଂ ଉପ-ଅଧିନାୟକଙ୍କୁ ମଧ୍ୟ ଚୟନ କରିଛନ୍ତି । ରୋହିତ ଶର୍ମାଙ୍କ ଅବସର ପରେ ଖାଲି ପଡ଼ିଥିବା ପଦବୀରେ ଶୁବମନ…

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା: ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆଇପିଏଲ୍ ବନ୍ଦ୍

ବନ୍ଦ ହେଲା ଆଇପିଏଲ ୨୦୨୫ । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାକୁ ଲାଗୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆଇପିଏଲକୁ ସ୍ଥଗିତ ରଖାଯାଇଛି । ମେ ୯ ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)କୁ ସ୍ଥଗିତ…

ବାର୍ଷିକ ଚୁକ୍ତି ତାଲିକା ଜାରି କଲା ବିସିସିଆଇ

ବିସିସିଆଇ ନିଜର ବାର୍ଷିକ କେନ୍ଦ୍ରୀୟ ଅନୁବନ୍ଧନ ଘୋଷଣା କରିଛି । ଟପ୍ ଖେଳାଳିଙ୍କ ଗ୍ରେଡ ଏ ପ୍ଲସରେ କୌଣସି ପରିବର୍ତ୍ତନ କରାଯାଇନି । ଏଥର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ୩୪ ଖେଳାଳିଙ୍କୁ ରଖାଯାଇଛି । ଗତଥର ଏହି ସଂଖ୍ୟା ୩୦ ଥିଲା ।…