Tag: bangladesh mp

ହନିଟ୍ରାପରେ ଫସାଇ ବାଂଲାଦେଶ ସାଂସଦଙ୍କୁ ହତ୍ୟା, ମୃତଦେହ କାଟିଥିବା କଂସେଇ ଗିରଫ

କୋଲକାତା : ୧୩ ତାରିଖରେ କୋଲକାତାରୁ ନିଖୋଜ ହେବା ପରେ ବାଂଲାଦେଶର ସାଂସଦ ଅନୱରୁଲ ଅଜିମ୍‌ ଅନାରଙ୍କୁ ବୁଧବାର ହତ୍ୟା କରାଯାଇଥିବା ପଶ୍ଚିମବଙ୍ଗ ପୁଲିସ ନିଶ୍ଚିତ କରିଛି। ସାଂସଦ ଅନାରଙ୍କ ହତ୍ୟାମାମଲାରେ ସମ୍ପୃକ୍ତି ଅଭିଯୋଗରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବନଗାଓଁ…