ତାଜା ଖବର ରାଜ୍ୟ ବାଲେଶ୍ବର ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା September 24, 2024 Nirvay ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ମାସ ୧୮ ତାରିଖରେ ବାଲେଶ୍ୱର ଗସ୍ତ କରି କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାକୁ…
ତାଜା ଖବର ରାଜନୀତି ରାଜ୍ୟ ବାଲେଶ୍ବର ଜିଲ୍ଲାରେ ବନ୍ୟାସ୍ଥିତି ଉଦ୍ବେଗଜନକ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 18, 2024 Papirani ବାଲେଶ୍ବର ଜିଲ୍ଲାରେ ବନ୍ୟାଞ୍ଚଳ ପରିଦର୍ଶନ ପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ବନ୍ୟାସ୍ଥିତି ଉଦ୍ବେଗଜନକ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତିନିଟି ନଦୀରେ ଜଳସ୍ତର ବଢ଼ିଛି । ବାଲେଶ୍ବର ଜିଲ୍ଲାର ୬ଟି ବ୍ଲକର…
ତାଜା ଖବର ରାଜନୀତି ରାଜ୍ୟ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 18, 2024 Papirani ଗତ କିଛିଦିନ ଧରି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ବର୍ଷା ଲାଗି ରହିଥିବା ବେଳେ ଏହାର ପ୍ରଭାବରେ ବୁଢ଼ାବଳଙ୍ଗ, ବୈତରଣୀ,ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ବାଲେଶ୍ୱରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।…
ତାଜା ଖବର ରାଜ୍ୟ ବାଲେଶ୍ବର ନାବାଳିକା ଦୁଷ୍କର୍ମ-ହତ୍ୟା ଘଟଣାରେ ସରକାରଙ୍କ ନିଷ୍କ୍ରିୟତା ଦୁର୍ଭାଗ୍ୟଜନକ: ବିଜେଡି September 1, 2024 Nirvay ବାଲେଶ୍ଵର ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଘଟିଥିବା ଆଦିବାସୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ନିଷ୍କ୍ରିୟତା ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ…
ତାଜା ଖବର ରାଜ୍ୟ ପରିତ୍ୟକ୍ତ ଘରୁ ନାବାଳିକାର ମୃତଦେହ ଉଦ୍ଧାର; ସମ୍ପର୍କୀୟ ମାମୁଁ ଅଟକ August 30, 2024 Nirvay ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ପରିତ୍ୟକ୍ତ ଘରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ୩ ଦିନ ତଳୁ ନିଖୋଜ ଥିଲେ ୯ବର୍ଷର ନାବାଳିକା। ସମ୍ପର୍କୀୟ ମାମୁଁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ଡିଇଓ ଅଫିସ କିରାଣୀ August 30, 2024 Nirvay ଭିଜିଲାନ୍ସ ଜାଲରେ ବାଲେଶ୍ବର ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟୟାଳୟର କିରାଣୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କିରାଣୀ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ପ୍ରଦୀପଙ୍କ ଘର ସମେତ ଶେରଗଡ଼ ଛକସ୍ଥିତ ମାର୍କେଟ କମ୍ପ୍ଲେକ୍ସରେ ଚଢ଼ଉ କରିଛି।…
ତାଜା ଖବର ରାଜ୍ୟ ମଧ୍ୟାହ୍ନ ଭୋଜନ ପରିବର୍ତ୍ତେ ବିସ୍କୁଟ୍ ଦେବାରୁ ବିଇଓ ଓ ଏବିଇଓଙ୍କୁ ସ୍କୁଲ୍ରେ ତାଲା ପକାଇଲେ ଅଭିଭାବକ August 12, 2024 Papirani ବାଲେଶ୍ୱରର ରେମୁଣା ବିଇଓ ଓ ଏବିଇଓଙ୍କୁ ସ୍କୁଲ୍ରେ ତାଲା ପକାଇଲେ ଅଭିଭାବକ। ଶ୍ରୀଜଙ୍ଗ ସ୍କୁଲ୍ରେ ଶନିବାର ମଧ୍ୟାହ୍ନ ଭୋଜନ ପରିବର୍ତ୍ତେ ବିସ୍କୁଟ୍ ଖାଇ ଦେଇଥିବାରୁ ବିଇଓ, ଏବିଇଓଙ୍କୁ ତାଲା ପକାଇଲେ ଅଭିଭାବକ । ସୂଚନା ମୁତାବକ ରେମୁଣାରେ ଥିବା ଶ୍ରୀଜଙ୍ଗ ସ୍କୁଲ୍ରେ…
ତାଜା ଖବର ରାଜ୍ୟ ନାଁକୁ ମାତ୍ର ଜଳସେଚନ ଯନ୍ତ୍ରୀ କିନ୍ତୁ କୁବେର ପରି ଅମାପ୍ତ ସମ୍ପତ୍ତି August 3, 2024 Papirani ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲାର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ ଭିଜିଲାନ୍ସ ଚଢ଼ାଉ କରିବା ପରେ ତାଙ୍କର ଅମାପ୍ତ କୁବେର ସମ୍ପତ୍ତି ତାଲିକା ଲମ୍ବିବାରେ ଲାଗିଛି। ଯନ୍ତ୍ରୀ ଆଖି ଖୋସି ହୋଇଯିବା ପରି…
ତାଜା ଖବର ରାଜ୍ୟ ବାଲେଶ୍ୱରରେ ଟ୍ରେନରେ କଟି ଚାଲିଗଲା ୨ ଯୁବକଙ୍କ ଜୀବନ July 9, 2024 Papirani ବାଲେଶ୍ୱର ଜିଲ୍ଲା ବାହାନଗା ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଏକ ଟ୍ରେନରେ କଟି ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ପୁରୀ-ହାୱଡ଼ା ଏକ୍ସପ୍ରେସ ଟ୍ରେନ୍ ଧକ୍କାରେ ୨ ସାଙ୍ଗଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରି ନ ଥିବା ବେଳେ ସେମାନେ…
ତାଜା ଖବର ରାଜନୀତି ରାଜ୍ୟ ବାଲେଶ୍ୱର ସହରରେ ଆହୁରି କୋହଳ ହେଲା କର୍ଫ୍ୟୁ କଟକଣା June 25, 2024 Papirani ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ବାଲେଶ୍ବର ସହର ଅଶାନ୍ତ ଥିବା ବେଳେ ଧୀରେ ଧୀରେ ଶାନ୍ତି ଫେରୁଥିବାର ନଜରକୁ ରଖି ଜିଲ୍ଲା ପ୍ରଶାସନ ଓ ବାଲେଶ୍ବର ପୋଲିସର ମିଳିତ ଉଦ୍ୟମରେ କର୍ଫ୍ୟୁ କୋହଳ କରାଯାଇଛି । ବାଲେଶ୍ୱରରେ ଆହୁରି…