Tag: ASO posts

OPSC Releases Notification for 340 ASO Posts: ଓପିଏସ୍‌ସି ପକ୍ଷରୁ ୩୪୦ଟି ASO ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି; ନଭେମ୍ବର ୯ରୁ ଆବେଦନ ଆରମ୍ଭ  

ଓଡ଼ିଶା ସରକାରଙ୍କ ଗୃହ ବିଭାଗାଧୀନ ଓଡ଼ିଶା ସଚ୍ଚିବାଳୟ ସେବା କ୍ୟାଡ଼ରରେ ୩୪୦ଟି ସହାୟକ ସେକ୍ସନ୍ ଅଫିସର୍ ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ଆସନ୍ତା ନଭେମ୍ବର ୯…