Tag: Asika MLA

Asika MLA Misbehavior Row: ଆସିକା ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗ ମାମଲା: ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ସିଡିଓ ସମୀର ଜେନା

ଗଂଜାମ ଜିଲ୍ଲା ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ଦୁର୍ବ୍ୟବହାରକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ। ଗଂଜାମ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ତଥା ସିଡିଓ ସମୀର ଜେନାଙ୍କୁ ର୍ଦୁବ୍ୟବହାର କରିବା ନେଇ ତାଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ନିଜେ ସମୀର…