Tag: ASI

Police Reshuffle: ଅଳକୁଣ୍ଡ ଥାନାର ଆଇଆଇସି ଓ ଏଏସଆଇଙ୍କୁ ବଦଳି କଲେ ଏସ୍‌ପି

ଅଳକୁଣ୍ଡ ଥାନାର ଆଇଆଇସି ଓ ଏଏସଆଇଙ୍କୁ ବଦଳି କଲେ ଏସ୍‌ପି । ଆଇଆଇସି ଦେବାଶିଷ ଶତପଥୀ ଓ ଏଏସଆଇ ପ୍ରକାଶ ସିଂହଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି । ଏକ ମାମଲାର ଚାର୍ଜସିଟ୍‌କୁ ନେଇ ୨ ଜଣ ହାତାହାତି ହୋଇଥିଲେ । ଏସଡିପିଓ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁରର ମହିଳା ଥାନା ଏଏସଆଇ ବବିତା ସୁନା

ଲାଞ୍ଚ ନେଇ ଧରା ପଡିଲେ ବ୍ରହ୍ମପୁରର ମହିଳା ଥାନା ଏଏସଆଇ ବବିତା ସୁନା। ଏକ ମାମଲାର ରଫାଦଫା ପାଇଁ ୧୦ହଜାର ତାଙ୍କ ଲାଞ୍ଚ ନେଉଥିବା ସମୟରେ ଧରିଥିଲା ଭିଜିଲାନ୍ସ। ବବିତା ସୁନାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ନିଜ ହେପାଜତକୁ…

ଏଏସଆଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଏଏସଆଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଭବାନୀପାଟଣା ଜୁନାଗଡ଼ ଜାତୀୟ ରାଜପଥ ୨୬ ଉପରେ ଏଏସଆଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ନିକଟରେ ଦରପୋଡ଼ା ବାଇକ ମଧ୍ୟ ପଡ଼ି ରହିଛି। କେଗାଁ ଥାନା ଏଏସଆଇ ପବିତ୍ର କିଛିଦିନ ହେବ ଭବାନୀପାଟଣା…

ଭିଜିଲାନ୍ସ ଜାଲରେ ଏଏସଆଇ

ଭିଜିଲାନ୍ସ ଜାଲରେ ଏଏସଆଇ । ଲଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ତିଗିରିଆ ଥାନା ଏଏସଆଇ ପ୍ରଦୀପ କୁମାର ବେହେରା। ଏକ ଫୌଜଦାରୀ ମାମଲାର ରଫାଦଫା ନିମନ୍ତେ ୫୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ପ୍ରଦୀପଙ୍କୁ…

ଭିଜିଲାନ୍ସ ଜାଲରେ ଏଏସ୍ଆଇ

ଭିଜିଲାନ୍ସ ଜାଲରେ ପୋଲିସ ଅଧିକାରୀ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଏଏସ୍ଆଇଙ୍କୁ ଲାଞ୍ଚ ନେବାବେଳେ ଏଏସ୍ଆଇ ବୁଡୁ ଭୋଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ଉକ୍ତ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି । ଏହା ପରେ…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ; ଲାଞ୍ଚୁଆ ଏଏସଆଇ ଫେରାର

ପୁଣି ଭିଜିଲାନ୍ସ ପଞ୍ଜାରେ ସରକାରୀ ବାବୁ। ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡିଲେ କଳାହାଣ୍ଡି ଜୁନାଗଡ଼ ଥାନା ଗ୍ରାମରକ୍ଷୀ। ତେବେ ଏଏସଆଇଙ୍କ ପାଇଁ ୩୫୦୦ ଟଙ୍କା ଗ୍ରାମରକ୍ଷୀ ଲାଞ୍ଚ ନେଉଥିବା ମାଡି ବସିଥିଲା ଭିଜିଲାନ୍ସ। କଳାହାଣ୍ଡି ଜୁନାଗଡ଼ ଥାନା ଗ୍ରାମରକ୍ଷୀ…

ଆଜିଠୁ ରତ୍ନଭଣ୍ଡାର ସର୍ଭେ ପାଇଁ ୩ଦିନ ଦର୍ଶନ ବନ୍ଦ

ଆଜିଠୁ ଆରମ୍ଭ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ । ଏହା ୩ ଦିନ ପର୍ଯ୍ୟନ୍ତ ଯଥା ୨୧, ୨୨ ଓ ୨୩ ତାରିଖରେ ହେବ ରତ୍ନଭଣ୍ଡାରର ବୈଷୟିକ ସର୍ଭେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି । ଦିନ…

ରତ୍ନଭଣ୍ଡାର ତଦାରଖ କରିବ ଏଏସଆଇର ଉଚ୍ଚସ୍ତରୀୟ ଟିମ

ରତ୍ନଭଣ୍ଡାର ବାବଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାର ଯାଞ୍ଚ ଓ ଗଣତି ମଣତି ହେବ ବୋଲି କହିଲେ ଧର୍ମେନ୍ଦ୍ର। ଓଡ଼ିଶା ସରକାର ନିଶ୍ଚିତ ରତ୍ନଗଣତି କରିବେ। ଏ ନେଇ ଏଏସଆଇ ଟିମକୁ ଆସିବାକୁ ରାଜ୍ୟ ସରକାର ଅନୁରୋଧ କରି…