Tag: Andra election

Controversy in Kotia: କୋଟିଆ ବାସିନ୍ଦା ଦେଲେ ଆନ୍ଧ୍ର ପଞ୍ଚାୟତ ଭୋଟ୍: ପୁଲିସ୍-ଜନତା ମୁହାଁମୁହିଁ

ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ଏହାକୁ ନେଇ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତର ସମ୍ବେଦନଶୀଳ କୋଟିଆ ଅଞ୍ଚଳରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ସମୟରେ କୋଟିଆରେ ଥିବା କିଛି ଆନ୍ଧ୍ର ଭୋଟର ମତଦାନ…

Andhra Pradesh Backs Down in Kotia: କୋଟିଆରେ ଆନ୍ଧ୍ର ପ୍ରଦେଶର ପଛଘୁଞ୍ଚା: ନାରେଡ଼ିଭାଲସା ବଦଳରେ ସାରିକାରେ ହେବ ମତଦାନ କେନ୍ଦ୍ର

ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଭିତରେ କୋଟିଆ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ସରକାର ଶେଷରେ ପଛଘୁଞ୍ଚା ଦେଇଛନ୍ତି। କୋଟିଆର ନାରେଡ଼ିଭାଲସାରେ ଆଉ ମତଦାନ କେନ୍ଦ୍ର କରାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ନେରେଡ଼ିଏଲ୍‌ସାରେ ପୋଲିଂ ବୁଥ୍ ପ୍ରତିଷ୍ଠା ନେଇ ଯୋଜନା କରାଯିବା ପରେ…

Kotia Border Dispute: କୋଟିଆରେ ପୁଣି ମୁହାଁମୁହିଁ ହେଲେ ଓଡ଼ିଶା ଓ ଆନ୍ଧ୍ର ପୁଲିସ

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ କୋଟିଆରେ ପୁଣିଥରେ ଉଭୟ ରାଜ୍ୟର ପୋଲିସ ମୁହାଁମୁହିଁ ହୋଇଛନ୍ତି। ଆନ୍ଧ୍ର ପୋଲିସ ଜୋରଜବରଦସ୍ତି ପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ ଓଡ଼ିଶା ପୋଲିସ ପକ୍ଷରୁ ଏହାକୁ ଅଟକାଯିବାରୁ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ନେଇ ନେରେଡିବାଲସା ଚେକ୍‌ଗେଟ୍‌ରେ…

Kotia Polls Rescheduled: କୋଟିଆରେ ନିର୍ବାଚନ ତାରିଖ ବଦଳାଇଛନ୍ତି ଆନ୍ଧ୍ର ନିର୍ବାଚନ କମିଶନ

କୋଟିଆରେ ନିର୍ବାଚନ ତାରିଖ ବଦଳାଇଛନ୍ତି ଆନ୍ଧ୍ର ନିର୍ବାଚନ କମିଶନ। ପୂର୍ବରୁ ନଭେମ୍ବର ୩ ତାରିଖରେ ହେବାକୁଥିବା ଏହି ମତଦାନକୁ ଏବେ ନଭେମ୍ବର ୫ କୁ ଘୁଞ୍ଚାଇ ଦିଆଯାଇଛି। ଏହା ସହ ଭୋଟ୍ ଗଣତି ନଭେମ୍ବର ୭ ତାରିଖରେ ଅନୁଷ୍ଠିତ ହେବ ବୋଲି…

Kotia Row: Pujari challenges Naveen: କୋଟିଆ ବିବାଦ: ନବୀନ ପଟ୍ଟନାୟକଙ୍କୁ ଖୋଲା ବିତର୍କ ପାଇଁ ଆହ୍ୱାନ କଲେ ସୁରେଶ ପୂଜାରୀ

ରାଜ୍ୟରେ ପୁଣି ଥରେ କୋଟିଆ ସୀମା ବିବାଦ ପ୍ରସଙ୍ଗ ରାଜନୈତିକ ବାତାବରଣକୁ ସରଗରମ କରିଛି। କୋଟିଆ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଖୋଲା ବିତର୍କ ପାଇଁ ଆହ୍ୱାନ କରିଛନ୍ତି ବରିଷ୍ଠ ବିଜେପି ନେତା…

Kotia Dispute: କୋଟିଆରେ ଆନ୍ଧ୍ରର ନିର୍ବାଚନ; ବେଆଇନ ଉଦ୍ୟମକୁ ରୋକିବ ଓଡ଼ିଶା, ନଜର ରଖିବାକୁ RDCଙ୍କୁ ନିର୍ଦ୍ଦେଶ 

କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ କରିବାକୁ ନେଇ ସୃଷ୍ଟି ହୋଇଛି ବିବାଦ । ଦୀର୍ଘ ଦିନର ସୀମା ବିବାଦ ଭିତରେ ଆନ୍ଧ୍ରପ୍ରଦେଶର ବେଆଇନ ନିର୍ବାଚନୀ ଗତିବିଧିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆନ୍ଧ୍ରକୁ ସ୍ପଷ୍ଟ ଓ କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି…