ତାଜା ଖବର ବ୍ୟବସାୟ ରାଜ୍ୟ 5 Kg Gas Cylinder Rules: ପ୍ରବାସୀ ଶ୍ରମିକଙ୍କ ପାଇଁ ସହାୟତା, ୫ କିଲୋଗ୍ରାମ ସିଲିଣ୍ଡର ଆବଣ୍ଟନକୁ ଦ୍ୱିଗୁଣିତ କଲା କେନ୍ଦ୍ର April 7, 2026 Papirani ପ୍ରବାସୀ ଶ୍ରମିକଙ୍କ ସିଲିଣ୍ଡର ଦୁଇଗୁଣା ହେଲା । ଇରାନରେ ଯୁଦ୍ଧ ଯୋଗୁଁ ତରଳ ପେଟ୍ରୋଲିୟମ୍ ଗ୍ୟାସ୍ (ଏଲ୍ପିଜି) ଯୋଗାଣ ହ୍ରାସ ପାଉଥିବାରୁ, ପ୍ରବାସୀ ଶ୍ରମିକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଦୈନିକ ୫…