Tag: 12 Years Of Modi Government

12 Years Of Modi Govt: ବିଶ୍ବରେ ଅସ୍ଥିରତା ଭିତରେ ମୋଦି ଦେଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଲୋକସେବା ଭବନରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ମୋହନ ଚରଣ ମାଝୀ କହିଛନ୍ତି ମୋଦିଙ୍କ ସଂକଳ୍ପବଦ୍ଧ ନେତୃତ୍ବ ପାଇଁ ଦେଶ ଆଗକୁ ବଢ଼ି ଚାଲିଛି । ବିଶ୍ବରେ ଅସ୍ଥିରତା…