ସୁଭଦ୍ରା ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଆସନ୍ତା ୯ ତାରିଖରେ ମିଳିବାକୁ ଥିବା ବେଳେ ଆଜି ଟ୍ରାଏଲ ବେସିସରେ ୧ ଟଙ୍କା ଆସିବ। ଆଜି ୧ ଟଙ୍କା ଆସିବାର ଅଛି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ତେବେ ଆସନ୍ତା ୯ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଟଙ୍କା ଦିଆଯିବ। ଆଜି ସୁଦ୍ଧା ବୋଧହୁଏ ୧ କୋଟି ମହିଳାଙ୍କ ଆବେଦନ ପୂରଣ ହେବ। ଆଜି ସୁଦ୍ଧା ୩୨ ଲକ୍ଷ ଏମ୍ପିସିଆଇ କ୍ଲିୟରାନ୍ସ ମଧ୍ୟ ମ୍ପୂର୍ଣ୍ଣ ହୋଇଛି। ତେବେ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଆସିଥିଲା। Post navigation ୟାଜଦାନୀ ଷ୍ଟିଲକୁ ପ୍ରଦୂଷଣ ବୋର୍ଡର ନୋଟିସ; ପ୍ରଦୂଷଣ ବନ୍ଦ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ ପ୍ରଦୂଷଣରେ ଲୋକେ ଅତିଷ୍ଠ; ରୁଙ୍ଗଟା ଷ୍ଟିଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲେ ଜୁଏଲ