ରାଜ୍ୟରେ ପୁନଃଗଠନ ହେବ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଓସ୍ଡମା)। ଓସ୍ଡମାରେ ୧୦୨ କର୍ମଚାରୀଙ୍କ ମଧ୍ୟରୁ ୧୦ ପୋଷ୍ଟ ରଦ୍ଦ ହୋଇଥିବାବେଳେ ୩୭ ନୂଆ ପଦବୀ ସୃଷ୍ଟି ହୋଇଛି। ପୁନଃଗଠନ ପରେ କର୍ମଚାରୀ ସଂଖ୍ୟା ବୃଦ୍ଧି ପାଇ ୧୨୯ ହେବ। ଏଥିରେ ୪ଟି ବ୍ୟାପକ ବିଭାଗ ରହିବ। ସାଧାରଣ ବିଭାଗ, ଦକ୍ଷତା ବିଭାଗ, ପ୍ରକଳ୍ପ ଏବଂ ପ୍ରଯୁକ୍ତି ବିଦ୍ୟା ଓ ଅର୍ଥ ବିଭାଗ ରହିବ ବୋଲି ବିଜ୍ଞପ୍ତି ଜାରି କରିଛି ବିଭାଗ। Post navigation ଦୈନିକ ସମ୍ବାଦପତ୍ର ‘ନିର୍ଭୟ’ର ଦଶମ ବାର୍ଷିକ ପୂର୍ତ୍ତି ଉତ୍ସବ; ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ; ଏଥର ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ