ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ । ଦିନ ୧୧ ଟା ୩୦ ସମୟରେ ଲୋକସେବା ଭବନରେ ବସିବ ବୈଠକ । ଏହା ମୋହନ ସରକାରଙ୍କ ଚତୁର୍ଥ କ୍ୟାବିନେଟ୍ ବୈଠକ । ବୈଠକରେ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର ।

Leave a Reply

Your email address will not be published. Required fields are marked *